
IAS INTERVIEW- କେଉଁ ନାରୀ କେବେ ହେଲେ କାନ୍ଦେ ନାହିଁ…ଦମ ଅଛିତ ଉତ୍ତର ଦିଅ ?
ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଇଣ୍ଟ୍ରେଷ୍ଟିଂ ପ୍ରଶ୍ନ ଓ ଏହାର ଉତ୍ତର ନେଇ ଆସିଛୁ। ଏହି ଶବୁ ପ୍ରଶ୍ନର ଉତ୍ତର ଆପଣ ଜାଣିବା ନିହାତ ଦରକାର୍ କାରଣ ଏହି ଭଳି ପ୍ରଶ୍ନ ଗୁଡ଼ିକ ଆପଣ କେଉଁ କେଉଁ ପରୀକ୍ଷା ବା ଇଣ୍ଟରଭ୍ୟୁରେ ସାମ୍ନା କରି ପାରନ୍ତି।ତେବେ ଆସନ୍ତୁ ଜାଣିବା କଣ ରହିଛି ଆଜିର ପ୍ରଶ୍ନ ଓ କଣ ରହିଛି ଏହାର ସଠିକ୍ ଉତ୍ତର।
ପ୍ରଶ୍ନ ୧. ଓଡ଼ିଶା ରେ ବସ ବାସ କରୁଥିବା ସମୁଦାୟ ଜନ ସଂଖ୍ୟାର କେତେ ଭାଗ ଆଦିବାସୀ ଲୋକ ରହିଛନ୍ତି।
ଉତ୍ତର:- ୨୪ ଭାଗ
ପ୍ରଶ୍ନ ୨. ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ କେଉଁଠି ଅବସ୍ଥିତ?
ଉତ୍ତର:- ଓଡ଼ିଶା କଟକ ଜିଲ୍ଲାରେ
ପ୍ରଶ୍ନ ୩. ଓଡ଼ିଶା ରେ କେତୋଟି ପଶୁ ପାଳନ ଚିକିତ୍ସା ମହାବିଦ୍ୟାଳୟ ରହିଛି?
ଉତ୍ତର:- ୬ ଟି
ପ୍ରଶ୍ନ ୪. ରାଜସ୍ଥାନର ଜୟପୁର ରେ ଥିବା ପାଞ୍ଚ ମହଲା ବିଶିଷ୍ଟ ‘ ହାୱା ‘ ମହଲରେ କେତୋଟି ଝରକା ରହିଛି?
ଉତ୍ତର:- ୫୯୩ ଟି
ପ୍ରଶ୍ନ ୫. କେଉଁ ବ୍ୟକ୍ତି ମାତ୍ର ୧୩ ଦିନ ପାଇଁ ୨ ଥର ଭାରତର କାର୍ଯ୍ୟ ନିର୍ବାହୀ ପ୍ରଧାନ ମନ୍ତ୍ରୀ ହୋଇଥିଲେ?
ଉତ୍ତର:-ଗାନ୍ଧିବାଦୀ ନେତା ଗୁଲଜାରିଲାଲ ନନ୍ଦା
ପ୍ରଶ୍ନ ୬. ଟିପୁ ସୁଲତାନ ଙ୍କୁ ଇଂରେଜ ମାନେ ପରାସ୍ତ କରିବା ସମୟରେ ଭାରତର ଗଭର୍ଣ୍ଣର ଜେନେରାଲ କିଏ ଥିଲେ?
ଉତ୍ତର:- ଲର୍ଡ ଉଏଲସିଲି
ପ୍ରଶ୍ନ ୭. କେଉଁ ବର୍ଷ ଚାର୍ଟର ଆକ୍ଟ୍ ଦ୍ଵାରା ଇଣ୍ଡିଆନ୍ ସିଭିଲ୍ ସର୍ଭିସ୍ ରେ ପ୍ରବେଶ ପାଇଁ ପ୍ରତି ଯୋଗିତା ପରୀକ୍ଷା ର ବ୍ୟବସ୍ଥା କରା ଯାଇଥିଲା?
ଉତ୍ତର:- ୧୮୫୩ ମସିହା ରେ
ପ୍ରଶ୍ନ ୮. ଭାରତର କେଉଁ ରାଜ୍ୟର ସୁନା ପ୍ରଚୁର ପରିମାଣରେ ଉତ୍ପାଦନ ହୋଇଥାଏ?
ଉତ୍ତର:- କେରଳ ରାଜ୍ୟରେ
ପ୍ରଶ୍ନ ୯. ଅଧିକ ଲୁଣ ଖାଇବା ଦ୍ବାରା ଆମ ଶରୀରରେ କେଉଁ ଅଙ୍ଗ ନଷ୍ଟ ହୋଇ ଯାଇଥାଏ?
ଉତ୍ତର:- କିଡିନି
ପ୍ରଶ୍ନ ୧୦. କେଉଁ ଦେଶରେ ଖବର କାଗଜ ପୋଷାକ ଉପରେ ଛପା ଯାଇଥାଏ?
ଉତ୍ତର:- ସ୍ପେନ
ପ୍ରଶ୍ନ ୧୧.୧୯୪୪ ମସିହା ଏପ୍ରିଲ ୧୨ ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଇଏନଏ ପତାକା କେଉଁ ରାଜ୍ୟରେ ଉତ୍ତୋଳନ କରିଥିଲେ?
ଉତ୍ତର:- ମଣିପୁର
ପ୍ରଶ୍ନ ୧୨. ଗାନ୍ଧିଜୀଙ୍କ ବିରୋଧ କରିବା ସତ୍ତ୍ୱେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଂଗ୍ରେସ ଅଧ୍ୟକ୍ଷ କେଉଁ ବର୍ଷ ନିର୍ବାଚିତ ହୋଇଥିଲେ?
ଉତ୍ତର:- ୧୯୩୮
ପ୍ରଶ୍ନ ୧୩. ଭାରତରେ ଆର୍ଯ୍ୟ ମାନେ ଅଧିକାର କରିଥିବା ସ୍ଥାନକୁ କଣ କୁହା ଯାଉଥିଲା?
ଉତ୍ତର:- ସପ୍ତସିନ୍ଧୁ
ପ୍ରଶ୍ନ ୧୪. ଭାରତର ପ୍ରଥମ ହାଇକୋର୍ଟ ଜଜ୍ କିଏ?
ଉତ୍ତର:- ରାମପ୍ରସାଦ ରାୟ
ପ୍ରଶ୍ନ ୧୫. କେଉଁ ନାରୀ କେବେ ହେଲେ କାନ୍ଦେ ନାହିଁ?
ଉତ୍ତର:- ଡିକ୍ସିନାରୀ