
IASପରୀକ୍ଷାରେ ଆସିଥିବା GK Quession – କେଉଁ ଜିଲ୍ଲାର ପ୍ରଥମ ଏବଂ ଶେଷ ଅକ୍ଷର କାଟିଲେ ଗୋଟିଏ ପକ୍ଷୀର ନାମ ହେବ ? ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ
ଆଜି ଆମେ ଆପଣ ମାନଙ୍କୁ ପାଇଁ ନେଇ ଆସିଛୁ ଖୁବ୍ ଇଣ୍ଟ୍ରେଷ୍ଟିଂ ପ୍ରଶ୍ନ ଓ ତାର ଉତ୍ତର। ଏହି ସବୁ ପ୍ରଶ୍ନ ଓ ଏହାର ଉତ୍ତର ଗୁଡିକ ଖୁବ୍ ମଜାଦାର ରହିଛି। ତେବେ ଆମ ପାଖରେ ଯେତେ ବି ଟେଲେଣ୍ଟ ରହିଥାଉ ନା କାହିଁକି ବେଳେବେଳେ ଆମେ ଏଭଳି କିଛି ପ୍ରଶ୍ନ ସାମ୍ନା କରିଥାଉ ତାହାର ଉତ୍ତର ଆମକୁ ଆଦୌ ଜଣା ନଥାଏ। ତେବେ ଆଜି ଆମେ ଆପଣ ମାନଙ୍କ ସହିତ ସେହିଭଳି କିଛି ଇଣ୍ଟ୍ରେଷ୍ଟିଂ ଏବଂ ମଜାଦାର ପ୍ରଶ୍ନ ଓ ତାର ଉତ୍ତର ବାବଦରେ ଜଣାଇବୁ। ଯାହା ଆପଣ ମାନଙ୍କୁ ଖୁବ୍ ପସନ୍ଦ ଆସିବ। ତେବେ ଆସନ୍ତୁ ଜାଣିବା କଣ ରହିଛି ଆଜିର ପ୍ରଶ୍ନ ଓ ତାର ଉତ୍ତର।
ପ୍ରଶ୍ନ ୧. ନୂଆ କନା କାଟୁଛି ଚିରାଫଟା ଯୋଡୁଛି ନୂଆ ନୂଆ ପୋଷାକ ଯେତେ ଆମ ପାଇଁ କରୁଛି, ସିଏ କିଏ?
ଉତ୍ତର:- ଏହାର ଉତ୍ତର ହେଉଛି ‘ଦରଜୀ’।
ପ୍ରଶ୍ନ ୨.କହିଲେ ଦେଖି ତାହା କୋଉ ଜିନିଷ ଯାହା ପାଣିରେ ମଧ୍ୟ ଓଦା ହୁଏ ନାହିଁ ?
ଉତ୍ତର:- ଏହାର ଉତ୍ତର ହେଉଛି ‘ଛାଇ’।
ପ୍ରଶ୍ନ ୩.୧ ଠାରୁ ଆରମ୍ଭ କରି ୧୦୦ ପର୍ଯ୍ୟନ୍ତ ସଂଖ୍ୟାରେ କେତେ ଥର ‘୧’ ଆସିଥାଏ।
ଉତ୍ତର:- ଏହାର ଉତ୍ତର ହେଉଛି ‘୨୧’ ଥର।
ପ୍ରଶ୍ନ ୪.ତାହା କଣ ଯାହାକୁ ଆପଣ କୋଉଠି ନା କୋଉଠି ଛାଡି ଦେଇଥାନ୍ତି କିନ୍ତୁ ତାପରେ ବି ତାହା ଆପଣଙ୍କ ପାଖରେ ରହିଥାଏ ?
ଉତ୍ତର:- ଏହାର ଉତ୍ତର ହେଉଛି ‘ଟିପ ଚିହ୍ନ’।
ପ୍ରଶ୍ନ ୫.ତାହା କଣ ଯାହା ପରିଷ୍କାର ଥିଲେ କଳା ଓ ତାହା ଅପରିଷ୍କାର ଥିଲେ ଧଳା ଦେଖାଯାଏ ?
ଉତ୍ତର:- ଏହାର ଉତ୍ତର ହେଉଛି ‘ କଳା ପଟା’।
ପ୍ରଶ୍ନ ୬. ବୁଲାଇ ତନ୍ତ କରି ମିହନ୍ତ କପଡ଼ା ଥାନ ବୁଣେ ଅଳ୍ପ ମୂଲ୍ୟରେ ଯୋଗାଇ ଦେଇ ସଭିଙ୍କ ମନ କିଣେ, ସିଏ କିଏ?
ଉତ୍ତର:- ଏହାର ଉତ୍ତର ହେଉଛି ‘ତନ୍ତି’।
ପ୍ରଶ୍ନ ୭.ସିଏ କିଏ ଯିଏ ସମସ୍ତଙ୍କ ପାଖରେ ଲୁଚି ରହିଥାଏ କିନ୍ତୁ ତାକୁ କେହି ବି ପସନ୍ଦ କରନ୍ତି ନାହିଁ, ସିଏ କିଏ ?
ଉତ୍ତର:- ଏହାର ଉତ୍ତର ହେଉଛି ‘ଭୟ’।
ପ୍ରଶ୍ନ ୮.ସିଏ କିଏ ଯିଏ ଗରମ ପାଇଲେ ଆକାଶେ ଉଡେ ଓ ଶୀତଳ ପାଇଲେ ତଳକୁ ଖସେ ?
ଉତ୍ତର:- ଏହାର ଉତ୍ତର ହେଉଛି ‘ବାଷ୍ପ’ ।
ପ୍ରଶ୍ନ ୯. ଏମିତି ସିଏ କେଉଁ ଜୀବ ଯାହାର ବେକ କାଟି ଦେଲେ ମଧ୍ୟ ସେ ସପ୍ତାହେ ପର୍ଯ୍ୟନ୍ତ ବଞ୍ଚି ପାରେ?
ଉତ୍ତର:- ଏହାର ଉତ୍ତର ହେଉଛି ‘ଅସରପା’
ପ୍ରଶ୍ନ ୧୦.କେଉଁ ଜିଲ୍ଲାର ପ୍ରଥମ ଓ ଶେଷ ଅକ୍ଷର କାଟିଲେ ଗୋଟିଏ ପକ୍ଷୀର ନାମ ହେବ ?
ଉତ୍ତର:- ଏହାର ଉତ୍ତର ହେଉଛି ‘ଦେବଗଡ’
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।