
IAS INTERVIEW- କେଉଁ ଫଳ ର ମଞ୍ଜି କିମ୍ବା ଚୋପା ନାହିଁ…ଉତ୍ତର ୫ ସେକେଣ୍ଡ ମଧ୍ୟରେ ଦେବାକୁ ଚେଷ୍ଟା କରନ୍ତୁ
ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଇଣ୍ଟ୍ରେଷ୍ଟିଂ ପ୍ରଶ୍ନ ଓ ଏହାର ଉତ୍ତର ନେଇ ଆସିଛୁ। ଏହି ଶବୁ ପ୍ରଶ୍ନର ଉତ୍ତର ଆପଣ ଜାଣିବା ନିହାତ ଦରକାର୍ କାରଣ ଏହି ଭଳି ପ୍ରଶ୍ନ ଗୁଡ଼ିକ ଆପଣ କେଉଁ କେଉଁ ପରୀକ୍ଷା ବା ଇଣ୍ଟରଭ୍ୟୁରେ ସାମ୍ନା କରି ପାରନ୍ତି।ତେବେ ଆସନ୍ତୁ ଜାଣିବା କଣ ରହିଛି ଆଜିର ପ୍ରଶ୍ନ ଓ କଣ ରହିଛି ଏହାର ସଠିକ୍ ଉତ୍ତର।
ପ୍ରଶ୍ନ ୧. ଭାରତର ସର୍ବ ପ୍ରଥମ ଗୃହମନ୍ତ୍ରୀ କିଏ ଥିଲେ?
ଉତ୍ତର- ସର୍ଦ୍ଦାର ବଲ୍ଲଭଭାଇ ପଟେଲ
ପ୍ରଶ୍ନ ୨. ଭାରତ ବ୍ୟତୀତ ଅନ୍ୟ କେଉଁ ଦେଶର ରାଷ୍ଟ୍ରୀୟ ପଶୁ ବାଘ ଅଟେ।
ଉତ୍ତର- ବାଂଲାଦେଶ
ପ୍ରଶ୍ନ ୩. କେଉଁ ରାଜ୍ୟକୁ ଭାରତ ର ମସଲା ବଗିଚା କୁହା ଯାଇଥାଏ?
ଉତ୍ତର- କେରଳ
ପ୍ରଶ୍ନ ୪. ରାତିରେ ଗଛ ମୂଳରେ କାହିଁକି ଶୁଅନ୍ତି ନାହିଁ?
ଉତ୍ତର- କାରଣ ସେତେବେଳେ ଗଛ ଅଙ୍ଗାରକାମ୍ଳ ଗ୍ୟାସ ଛାଡ଼ିଥାଏ।
ପ୍ରଶ୍ନ ୫. ଭାରତ ର ପ୍ରଥମ କୃତିମ୍ ଉପଗ୍ରହ କେଉଁଠି?
ଉତ୍ତର- ଆର୍ଯ୍ୟଭଟ୍ଟ
ପ୍ରଶ୍ନ ୬. ତାଜମହଲ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ କେତେ ବର୍ଷ ସମୟ ଲାଗିଥିଲା?
ଉତ୍ତର- ୨୨ ବର୍ଷ ସମୟ ଲାଗିଥିଲା।
ପ୍ରଶ୍ନ ୭. ଭାରତର ସବୁଠାରୁ ବଡ଼ ଜିଲ୍ଲା କେଉଁଟି?
ଉତ୍ତର- ଗୁଜୁରାଟର କଚ୍ଛ ଜିଲ୍ଲା ଭାରତର ସବୁଠାରୁ ବଡ଼ ଜିଲ୍ଲା
ପ୍ରଶ୍ନ ୮. ଭାରତର କେଉଁ ରାଜ୍ୟରେ ସବୁ ଠାରୁ ଅଧିକ ଜଙ୍ଗଲ ରହିଛି?
ଉତ୍ତର- ମଧ୍ୟପ୍ରଦେଶ
ପ୍ରଶ୍ନ ୯. ଭାରତ ର କେଉଁ ଏକ ସ୍ଥାନରେ ବଙ୍ଗୋପ ସାଗର, ଆରବ ସାଗର ଏବଂ ଭାରତ ମହାସାଗର ମିଳିତ ହୋଇଛନ୍ତି?
ଉତ୍ତର- କନ୍ୟା କୁମାରୀ
ପ୍ରଶ୍ନ ୧୦. ଭାରତର ରେଳ ବିଭାଗର ମୁଖ୍ୟ କାର୍ଯ୍ୟାଳୟ କେଉଁ ଠାରେ ଅବସ୍ଥିତ ରହିଛି?
ଉତ୍ତର- ଦିଲ୍ଲୀ
ପ୍ରଶ୍ନ ୧୧.ଭାରତୀୟ ରିଜର୍ଭ ବ୍ୟାଙ୍କ କେବେ ସ୍ଥାପିତ କରା ଯାଇଥିଲା?
ଉତ୍ତର- ୧ ଏପ୍ରିଲ ୧୯୩୫ ମସିହା
ପ୍ରଶ୍ନ ୧୨. ରାମାୟଣ କଥା ଅନୁସାରେ ରାଜା ଦଶରଥ ଏବଂ ରାଣୀ କୌଶଲ୍ୟାଙ୍କ ଝିଅର ନାମ କଣ ରହିଥିଲା?
ଉତ୍ତର- ଶାନ୍ତା
ପ୍ରଶ୍ନ ୧୩. ମହାଭାରତ କଥା ଅନୁସାରେ କୌରବ ଶହେ ଭାଇଙ୍କ ଏକମାତ୍ର ଭଉଣୀର ନାମ କଣ ରହିଥିଲା?
ଉତ୍ତର- ଦୁଃଶିଳା
ପ୍ରଶ୍ନ ୧୪. ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଟାଇମ୍ (IST) କେଉଁ ସହରର ସ୍ଥାନୀୟ ସମୟକୁ ସୂଚାଇ ଥାଏ?
ଉତ୍ତର- ଆଲାହାବାଦ
ପ୍ରଶ୍ନ ୧୫. ମାମୁଦ ୧୦୦୦ ରୁ ୧୦୨୭ ଖ୍ରୀଷ୍ଟାବ୍ଦ ମଧ୍ୟ ରେ କେତେ ଥର ଭାରତ ଆକ୍ରମଣ କରିଥିଲେ?
ଉତ୍ତର:- ୧୭ ଥର
ଆଜିର ସବୁଠାରୁ ଇଣ୍ଟ୍ରେଷ୍ଟିଂ ପ୍ରଶ୍ନ ହେଉଛି କେଉଁ ଫଳ ର ମଞ୍ଜି କିମ୍ବା ଚୋପା ନାହିଁ?
ଉତ୍ତର- ତୁତ୍ କୋଳି (Mulberry) ଏହାର ମଞ୍ଜି ନାହିଁ କି ଚୋପା ମଧ୍ୟ ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।