ସବୁ ସମୟ ଖବର ସାଥିରେ

ଦେଖନ୍ତୁ କେମିତି ନିଜ ଝିଅକୁ ଅଭିନୟ ଶିଖାଉଛନ୍ତି ହିରୋ ଅଶ୍ୱିନ… ଭାଇରାଲ ଭିଡ଼ିଓ

0 4

ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ | ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ | ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ|ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଆଉ ଯେଉଁଠି ଅଭିନେତା ଅଶ୍ୱିନୀ ତାଙ୍କର ଝିଅ କୁ ଅଭିନୟ ଶିଖାଉଥିବାର ଦେଖା ଯାଇଛି | ତାହାଲେ ଆସନ୍ତୁ ବନ୍ଧୁଗଣ ସେ ବିଷୟରେ ଅଧିକ ଆଲୋଚନା କରିବା |

ଯେମିତିକି ଆପଣ ମାନେ ଜାଣିଛନ୍ତି ଓଡ଼ିଆ ଟେଲିଭିଜନ ଜଗତରେ 2000 ମସିହା ଠୁ ନିଜର ଅଭିନୟ କରି ଚର୍ଚ୍ଚା ରେ ଥିବା ଅଶ୍ୱିନୀ ଏବେ ଓଲ୍ଲିୟଡ ଛାଡି ଯାତ୍ରା ଜଗତରେ ନଜର ଆସିଥିବା ଦେଖା ଯାଇଛି | ତେବେ ଦୀର୍ଘ 20 ବର୍ଷରୁ ଅଧିକ ହେବ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ଙ୍କୁ ନିଜର ଅଭିନୟ ମାଧ୍ୟମ ରେ ବାନ୍ଧି ରଖିଥିବା ଓଡିଶା ଲୋକ ପ୍ରିୟ ଅଭିନେତା ଅଶ୍ୱିନୀ ଏବେ ନିଜର ପରିବାର ସହିତ ସମୟ ବିତାଉଥିବା ନଜର ଆସିଛନ୍ତି ଏହା ସହିତ ତାଙ୍କର ଝିଅ ଙ୍କୁ ଅଭିନୟ ଶିଖାଉଥିବା ର ମଧ୍ୟ ଦେଖା ଯାଇଛି |

ତେବେ କୁହାଯାଇଛି ଯେ 2000 ମସିହା ରେ ସେ ପ୍ରଥମେ ଆଲବମ ଜଗତରେ ପାଦ ଦେଇଥିଲେ ତାପରେ ସେ ପ୍ରଥମେ ଫ୍ଲିମ ଜଗତରେ ପାଦ ଦେଇଥିଲେ | ତେବେ ଫ୍ଲିମରେ ପ୍ରଥମେ ବହୁତ ସୁନ୍ଦର ଅଭିନୟ କରି ବହୁତ ପ୍ରଶଂସା ସାଉଁଟି ଥିଲେ ତାପରେ ସେ ଫ୍ଲିମ ଛାଡି ସିରିଏଲ ଜଗତ ରେ ଅଭିନୟ କରିଥିଲେ | ଏହା ସହିତ ସେ ଲୋକ ପ୍ରିୟ ସିରିଏଲ ତାରା ତାରିଣୀ ରେ ଅଭିନୟ କରିବା ସମୟରେ ସେ ସିରିଏଲ ଟି ଅଧା ରେ ରହିଯାଇଥିଲା ତାପରେ ସେ ଯାତ୍ରା ଜଗତ ରେ ଅଭିନୟ କରିବା ସହିତ ନିଜର ପରିବାର ସହିତ ସମୟ ବିତାଇଥିବା ନଜର ଆସିଛନ୍ତି |

ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେଥିରେ ସୁନ୍ଦର ଭାବରେ ବାପା ଓ ଝିଅ ଙ୍କର ରିଲସ ସହିତ ମଜା ମସ୍ତି ର ଭିଡ଼ିଓ ଦର୍ଶକ ମାନଙ୍କର ମନକୁ କିଣି ନେଇଛି ବୋଲି କୁହାଯାଉଛି ଓ ତାହା ସହିତ ଅଶ୍ୱିନ ନିଜ ଝିଅ କୁ ଅଭିନୟ ଶିଖାଉଥିବାର ମଧ୍ୟ ଦେଖିବାକୁ ମିଳିଛି |ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଓ ଏହି ଭିଡ଼ିଓ ଟି ବେଶ ଲୋକ ପ୍ରିୟତା ମଧ୍ୟ ହାସଲ କରିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।