
କେବଳ ଗୋଟିଏ ପତ୍ର – କିଡନୀ ଷ୍ଟୋନ, ମୁଣ୍ଡ ବିନ୍ଧା,ଚର୍ମରୋଗ ୧୦୦୦ ପ୍ରକାର ରୋଗ ଭଲ କରେ,
ଆମେ ଆମ ସ୍ବାସ୍ଥ୍ୟ ପାଇଁ ସର୍ବଦା ଚିନ୍ତିତ ଥାଉ, ମାତ୍ର ଆମ ସ୍ବାସ୍ଥ୍ୟ ପାଇଁ ଯାହା ସ୍ୱାସ୍ଥ୍ୟକର ହୋଇଥାଏ ତାହା କେବେ ଆମେ ପାଳନ କରୁ ନାହୁଁ। ଏହା ସହିତ ମଧ୍ୟ ଶରୀର କୁ ସୁସ୍ଥ ପାଇଁ ଯେଉଁ ଉପାଦାନ ଦରକାର ତାହା କେବେ ଆମେ ମନରେ ମଧ୍ୟ ଭାବୁନା। ତେଣେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମେ ଶାରିରୀକ ବ୍ୟାୟାମ କରିବା ସହିତ ଠିକ୍ ଭାବେ ଖାଦ୍ୟ ନ ଖାଇଲେ ଆମେ ଅନେକ ସମୟରେ ଅସୁସ୍ଥ ହୋଇ ପଡୁ। ଆମ ଶରୀରକୁ ବାହ୍ୟ ରୋଗ ଜୀବାଣୁ ରୁ ଦୂରେଇବା ପାଇଁ ଆମେ ଆଜି ଆପଣ ଙ୍କୁ ଏହିପରି ଏକ ଔଷଧିୟ ପତ୍ର ବିଷୟ ରେ ଜଣେଇବୁ ଯାହା ଆପଣ ଙ୍କୁ ଅନେକ ରୋଗ ରୁ ମୁକ୍ତି ଦେବ।
ତେବେ ବର୍ତ୍ତମାନ ଆପଣ ମାନେ ଦେଖୁଥିବେ କି ପ୍ରାୟ ଲୋକଙ୍କ ପାଖରେ ପେଟ ସମସ୍ୟା, ପେଟ ବା କିଡନୀ ରେ ଷ୍ଟନ ହେବା , ପରିଶ୍ରା ଜଳନ , ଚର୍ମରୋଗ ଆଦି ରୋଗ ଦେଖିବା କୁ ମିଳୁଛି। ଏବଂ ବେଳେ ବେଳେ ଏହା ଆବଶ୍ୟକ ଚିକିତ୍ସା ନପାଇବା ଦ୍ୱାରା ମଣିଷ ର ଜୀବନ ମଧ୍ୟ ନେଇ ଯାଉଛି। ତେବେ ଆମେ ଆଜି ଆପଣ ଙ୍କୁ ଏହିପରି ଏକ ଔଷଧିୟ ପତ୍ର ବିଷୟ ରେ ଜଣେଇବୁ ଯାହାର ବ୍ୟବହାର କରିବା ଦ୍ୱାରା ଆପଣ ଙ୍କ ର ସବୁ ପ୍ରକାର ର ସ୍ୱାସ୍ଥ୍ୟ ସମସ୍ୟା କୁଆଡେ ଛୁ ହୋଇଯିବ।
ତେବେ ସେହି ଔଷଧିୟ ପତ୍ର ଟି ହେଉଛି ଅମର ପୋଇ ପତ୍ର। ଏହି ଅମର ପୋଇ କୁ କେହି କେହି ଖାଦ୍ୟ ରେ ବ୍ୟବହାର କରନ୍ତି ତ ପୁଣି କେହି କେହି ପାଖରେ ରଖିବା କୁ ପସନ୍ଦ ମଧ୍ୟ କରନ୍ତି। ତେବେ ଆମେ ଆପଣ ଙ୍କୁ ଜଣେଇ ଦେଉଛୁ କି ଏହା ଏକ ଔଷଧୀୟ ପତ୍ର ଅଟେ ,ଏହାକୁ ସେବନ କରିବା ଦ୍ୱାରା ଆପଣ ଙ୍କ ର ପେଟ ରେ ହୋଇଥିବା ଷ୍ଟନ , ଗ୍ୟାସ ସମସ୍ୟା, କିଡନୀ ସମସ୍ୟା ଏପରି କି ଚର୍ମରୋଗ ମଧ୍ୟ ଭଲ ହୋଇଯାଇ ଥାଏ। ତେବେ ଆପଣ ଏହି ଅମର ପୋଇ ପତ୍ର କୁ ପ୍ରତିଦିନ ନିଜ ଖାଦ୍ୟ ରେ ସାମିଲ କରି ପାରିବେ।
ଏହି ପତ୍ର କୁ ଆପଣ ପ୍ରତିଦିନ ସକାଳେ ଏହାର ଜୁସ କରି ସେବନ କରି ପାରିବେ , ଏହାକୁ ଏହିପରି ଚୋବେଇ ମଧ୍ୟ ଖାଇ ପାଇବେ ।ଏହା ସହ ଯଦି ଆପଣ ଙ୍କର ଗ୍ୟାସ ସମସ୍ୟା ରହୁଛି ତେବେ ଆପଣ ଏହାକୁ ରାତ୍ରି ରେ ପାଣିରେ ଭିଯାଇ ନିଅନ୍ତୁ ଏବଂ ପରେ ଏହାକୁ ଆପଣ ସେବନ କରି ପାରିବେ ସକାଳେ। ତେବେ ଏହି ପତ୍ର କୁ ବା ପତ୍ର ର ଜୁସ ବାହାର କରି ସେଥି ରେ ମହୁ ମିଶାଇ ସେବନ କରନ୍ତୁ। ଏହା ଆପଣ ଙ୍କ ଶରୀର ରେ ଥିବା ଅନେକ ରୋଗ କୁ ମୂଳ ରୁ ଶେଷ କରିଦେବ। ତେବେ ନିଶ୍ଚିତ ଭାବରେ ଏହାକୁ ଥରେ ପ୍ରୟୋଗ କରି ଦେଖନ୍ତୁ।