
କର୍ଣ୍ଣ ଖୋଜୁଛି ତା ନିଜ ଠିକଣା ମା ପୁଅର ସମ୍ପର୍କ … Best Scene… ମାତ୍ର 2 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…
ଦର୍ଶକ ବନ୍ଧୁ ଆପଣ ମାନେ ବହୁତ ସାରା ଯାତ୍ରା ଦେଖିଥିବେ ହେଲେ ଏ ଯାତ୍ରା ଟି ଏ ସମାଜ ପାଇଁ ଏକ ଉପେଦେଶ ବା ଏ ସମାଜରେ ଘଟୁଥିବା ସମସ୍ତ ଘଟଣା କୁ ନେଇ ଆଧାରିତ ହେଇଛି ଯାହାକୁ କୁ ଲେଖିଛନ୍ତି ଅଜୟ ସା ଓ ଏହାର ନିର୍ଦେଶକ ହେଉଛନ୍ତି ତାପସ ସ୍ୱାଇଁଓ ଦର୍ଶକ ମାନଙ୍କ ଆଗରେ ପ୍ରକାଶ କରିଛି ଧଉଳି ଗଣନାଟ୍ୟ |ତେବେ ଏହି ଯାତ୍ରା ଏକ ସାମାଜିକ ଯାତ୍ରା ଭାବରେ ଲୋକଲୋଚନ କୁ ଆସିଥିବା ବେଳେ, ଏହା ସମାଜ ରେ ଘଟୁ ଥିବା ଏକ ଘଟଣା ଗୁଡିକ ପାଇଁ ଏକ ଉଦାହରଣ ବୋଲି କୁହାଯିବ |କାରଣ ଆଜିର ସମାଜରେ ମା ‘ ପୁଅ ଙ୍କ ଭିତରେ ଯେମିତି ସମ୍ପର୍କ ରହିଛି ତାହା ଏହି ଯାତ୍ରା ମାଧ୍ୟମ ରେ ଏହି ସମାଜକୁ ବୁଝାଇ ଦିଆ ଯାଇଛି |
ଏହି ଯାତ୍ରା ଅଭିନୟ ରେ, ଗୋଟିଏ ମା ତା ପିଲା କୁ ଜନ୍ମ କରି ନାଳ ନର୍ଦମା କୁ ଫିଙ୍ଗି ଦେଇଥିଲେ ଯାହା ଏବେ ସମାଜରେ ପ୍ରକୃତ ଜୀବନ ରେ ଦେଖିବାକୁ ପାଇଥାଉ ଓ ତାପରେ ସେ ପିଲାଟି କୁ କେହି ସହୃଦୟ ବ୍ୟକ୍ତି ନେଇଯାଇଥାନ୍ତି ଓ ତାକୁ ବଡ କରି ଭଲ ମଣିଷ ଟିଏ କରିଥାନ୍ତି |ତାପରେ ସେ ପିଲାଟି ବଡ଼ ହେଇ ତା ଜନ୍ମ କଲା ମା ଙ୍କୁ ନ ଦେଖିଥିଲେ ବି ସେ ତାର ମା ଙ୍କୁ ଏତେ ପରିମାଣ ରେ ଭଲ ପାଉଛନ୍ତି ଯେ ତାହା ଆପଣ ଏହି ଯାତ୍ରା ଟିକୁ ଦେଖି ଜାଣିପାରିବେ |କାରଣ ଏ ଦୁନିଆରେ ସବୁଠାରୁ ବଡ଼ ହେଇଛି ମା ‘ ମା ର ଭଲ ପାଇବା ଓ ସ୍ନେହ ମମତା ଆଗରେ ଦୁନିଆର ସବୁ ଭଲ ପାଇବା କମ ପୋଡ଼ିଯାଇଥାଏ କାରଣ ମା ସବୁବେଳେ ମା ହିଁ ହୋଇଥାଏ |
ତେବେ ଏ ସମାଜରେ କିଛି ଏମିତି ଏମିତି ପୁଅ ଅଛନ୍ତି ଯେ ସେମାନେ ମା ର ଭଲ ପାଇବା,ସ୍ନେହ ମମତା କୁ କେବେ ବି ବୁଝନ୍ତି ନାହିଁ, ଯେଉଁ ମା ଛୋଟ ରୁ ବଡ଼ କରିଥାନ୍ତି ଓ ଭଲ ମଣିଷ ଟି କରିବା ପାଇଁ ନିଜର ସର୍ବସ୍ବ କୁ ଉଜାଡି ଦେଇଥାନ୍ତି, କାଳେ ତା ପୁଅ ବଡ଼ ହେଲେ କିଛି କରିପାରିବ |ହେଲେ ସେମାନଙ୍କ ଏହି ଆଶା ଓ ଭରଷା କୁ ଆଜିର ଏହି ସମାଜ ର କିଛି ପୁଅ ମା ପ୍ରତି ଥିବା କର୍ତଵ୍ୟ କୁ ଭୁଲି ଯାଇ ଥାନ୍ତି |ହେଲେ ଏ ସମାଜରେ କିଛି ଏମିତି ବି ପୁଅ ଅଛନ୍ତି ଯିଏ ନିଜ ମା ଙ୍କୁ ଦେବୀ ଭଳି ପୂଜା କରିଥାନ୍ତି ଓ ମା ପ୍ରତି ଥିବା ସମସ୍ତ କର୍ତଵ୍ୟ କୁ ଅକ୍ଷର ଅକ୍ଷର ପାଳନ କରିଥାନ୍ତି | ଯେମିତି ଏହି ଯାତ୍ରା ମାଧ୍ୟମ ରେ ଅଜୟ ସା ଏ ସମାଜ କୁ ସୁଧାରିବା ପାଇଁ ଚେଷ୍ଟା କରିଛନ୍ତି |
ଏ ଯାତ୍ରା ମାଧ୍ୟମ ରେ ସୁନ୍ଦର ଭାବରେ ବୁଝାଇଦିଆ ଯାଇଛି ଯେ ମା ଓ ପୁଅଙ୍କ ଭିତରେ କେମିତି ସମ୍ପର୍କ ରହିବା ଆବଶ୍ୟକ ଯାହା ଏବେ ଏ ସମାଜରେ ଦେଖିବାକୁ ମିଳୁନାହିଁ | ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେଇ ଭାଇରଲ ଭିଡ଼ିଓ ଯାହା ସମାଜକୁ ସୁଧାରିବା ପାଇଁ ଯାତ୍ରା ମାଧ୍ୟମ କୁହାଯାଇଛି, ଓ ଏହି ଭିଡ଼ିଓ ଟିକୁ ଦେଖି ଲୋକମାନେ ବହୁ ମତ ମଧ୍ୟ ଦେଇଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।