ସବୁ ସମୟ ଖବର ସାଥିରେ

ଦେଖନ୍ତୁ Shocking ଭିଡ଼ିଓ – କାନରୁ ବାହାରିଲା ସାପ ,ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ମାତ୍ର ୪ ଘଣ୍ଟାରେ 5 milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….

0 38

ସୋସିଆଲ ମିଡିଆରେ ଆପଣ ଅନେକ ପ୍ରକାର ଭିଡିଓ ଦେଖିବାକୁ ପାଉଥିବେ। ଆଉ ଏହି ସବୁ ଭିଡ଼ିଓ ଆପଣଙ୍କୁ ଖୁବ୍ ପସନ୍ଦ ଆସୁଥିବ ମଧ୍ୟ। କିନ୍ତୁ ବେଳେ ବେଳେ ସୋସିଆଲ ମିଡିଆରେ ଆପଣ କିଛି ଏମିତି ଦୃଶ୍ୟ ଆପଣ ଦେଖିବାକୁ ପାଉଥିବେ ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ମଧ୍ଯ ହେଉଥିବେ। ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି ଭୟଭୀତ ମଧ୍ୟ କରିଦେଉଛି।
ତେବେ ଆପଣ ମାନେ ସୋସିଆଲ ମିଡ଼ିଆରେ ସାପକୁ ନେଇ ଅନେକ ଭିଡିଓ ଦେଖିବାକୁ ପାଇଥିବେ। ଆଉ ବର୍ତ୍ତମାନ ସମୟରେ ସାପକୁ ନେଇ ଯେଉଁ ଭିଡିଓ ଆସିଛି ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇ ଯିବେ। ଏହି ଭିଡ଼ିଓଟି ଏବେ ସମସ୍ତଙ୍କୁ ବିଚଳିତ କରି ଦେଇଛି। ଏଭଳି ଭିଡିଓ ହୁଏତ ଆପଣ ଦେଖି ନ ଥିବେ। ଏଠାରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳୁଛି ଯାହା ଖୁବ୍ ଆଶ୍ଚର୍ଯ୍ୟଜନକ।ତେବେ ଏଠି ଯେଉଁ ଚିତ୍ର ସାମ୍ନାକୁ ଆସିଛି ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତିଙ୍କ କାନ ଭିତରେ ପଶି ରହିଛି ଏକ ସାପ।

ହଁ ଆଜ୍ଞା କଥାଟା ଆଶ୍ଚର୍ଯ୍ୟ ଲାଗୁଥିବା ଏହି କଥାଟି କିନ୍ତୁ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।ଜଣେ ବ୍ୟକ୍ତିଙ୍କ କାନ ଭିତରେ ପଶି ରହିଛି ଏକ ସାପ ଆଉ ସେ ଆଁ କରୁଛି ଏମିତିକି ଫଣା ବି ଟେକୁଛି। ଆଉ ଏହାକୁ ଖୁବ୍ ସତର୍କତାର ସହିତ କାଢ଼ିବାକୁ ଚେଷ୍ଟା କରୁଛନ୍ତି ଡ଼ାକ୍ତର। ଏକ ଚିମୁଟା ସାହାଯ୍ୟରେ ସାପଟିକୁ କାଢ଼ିବ ପାଇଁ ଚେଷ୍ଟା କରୁଛନ୍ତି ଡ଼ାକ୍ତର। ଆଉ ଭିଡିଓରେ ଦେଖିବାକୁ ମିଳୁଛି ଡ଼ାକ୍ତରଙ୍କ କିଛି ସମୟ ପ୍ରଚେଷ୍ଟା ପରେ ସାପର ଲାଞ୍ଚଟି ଛିଣ୍ଡି ବାହାରି ଆସିଛି କିନ୍ତୁ ମୁଣ୍ଡଟି ସେମିତି ରହିଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ସାପଟିର ଲମ୍ବ କେତେ କେତେ ଜଣା ପଡୁ ନାହିଁ। କାରଣ କାନର ଏ ଛୋଟ ଗାତ ଭିତରେ ସାପ ଟି କିପରି ଭାବେ ସମ୍ପୂର୍ଣ୍ଣ ପଶି ଯାଇ ପାରିବ ତାହା ବିଶ୍ଵାସ କରି ହେଉନାହିଁ। ତେବେ ସୋସିଆଲ ମିଡିଆରେ କ୍ଷୀପ୍ର ଗତିରେ ଭାଇରାଲ୍ ହେଉଥିବା ଏ ଭିଡିଓଟି କେଉଁଠୁ ଆସିଛି ତାହା ବାବଦରେ କିଛି ବି ସୂଚନା ମିଳି ପାରି ନାହିଁ। ଓ ଏ ଭିଡ଼ିଓର ସତ୍ୟତା କେତେ ତା ମଧ୍ୟ ଜଣା ପଡି ନାହିଁ। କିଛି ଲୋକେ ଏହାକୁ ଫେକ୍ ବୋଲି ମତ ଦେଇଛନ୍ତି। ତେବେ ସେ ଯାହାବି ହେଉ ଏ ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବା ରେ ଲାଗିଛି। ଆଉ ଲୋକେ ମଧ୍ୟ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।