ସବୁ ସମୟ ଖବର ସାଥିରେ

କଣ କହିଲା ଝିଅଟି ଦେଖନ୍ତୁ ରାତିରେ ହେଲା ଭିଡ଼ିଓ ନିଆଁ ଭଳି ଭାଇରାଲ….

0 13

ହଁ ବନ୍ଧୁଗଣ ଆପଣ ମାନେ ଜାଣିଥିଲେ ପ୍ରତେକ ଦିନ କିଛି ନା କିଛି ନୂଆ ନୂଆ ଭିଡ଼ିଓ ମାନ ଆମ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଥାଏ ସବୁ ବେଳେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଭାବିବେ କି ରାତି ଅଧାରେ ଝିଅ ଜଣଙ୍କ ଏହି ଭଳି ସୁନ୍ଦର କଥା କୁ ନେଇକି ଭିଡ଼ିଓ ଟି କଣ ପାଇଁ ବନାଉଛି ବୋଲି | ଆଉ ଏହିଭଳି ଏକ ଭିଡ଼ିଓ ଝିଅ ଟିର ଭାଇରାଲ ହେବା ପରେ ଲୋକ ମାନେ ସେମାନଙ୍କର ଭିନ୍ନ ଭିନ୍ନ କମେଣ୍ଟସ ଦେବାକୁ ଲାଗିଛନ୍ତି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ଭଳି ଏକ ଭିଡ଼ିଓ ଉପରେ ନଜର ପକାଇବା

ତେବେ ଆପଣ ମାନେ ଜାଣିଥିବେ ଆମ ଓଡିଶା ରେ ବିଭିନ୍ନ ଜିଲ୍ଲାକୁ ନେଇକି ଗଠିତ ଆଉ ସବୁ ସ୍ଥାନରେ ବହୁତ ସୁନ୍ଦରୀ ଝିଅ ଆଉ ସୁନ୍ଦର ପୁଅ ମାନେ ମଧ୍ୟ ଅଛନ୍ତି | ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ କେବଳ ସମ୍ବଲପୁରୀ ଟୋକା ମାନଙ୍କ କଥା କୁହାଯାଇଛି | ତେବେ ଝିଅ ଜଣକ ରାତିରେ ଭିଡ଼ିଓ ଟି ବନେଇଛନ୍ତି ଆଉ କହିବାକୁ ଲାଗିଛନ୍ତି କି ସମସ୍ତେ କୁହନ୍ତି କି ସେମାନଙ୍କ ଜିଲ୍ଲାର ଝିଅ ମାନେ ସୁନ୍ଦର କିନ୍ତୁ କେହି ପୁଅ ମାନଙ୍କର କଥା କୁହନ୍ତି ନାହିଁ | ତେବେ ଝିଅ ଜଣଙ୍କ କହିଛନ୍ତି ଗୀତ ମାଧ୍ୟମରେ କି ସବୁଠାରୁ ସମ୍ବଲପୁର ରେ ଥିବା ଟୋକା ମାନେ ଅଧିକ ସୁନ୍ଦର |

ଆଉ ଏହି ଭଳି ଭାବରେ ଗୀତ ମାଧ୍ୟମରେ ସମ୍ବଲପୁରୀ ଟୋକା ମାନଙ୍କର ପ୍ରସଂଶା କରିବାକୁ ଲାଗିଛନ୍ତି ବୋଲି କୁହାଯାଉଛି | ଆଉ ଏହି ଭିଡ଼ିଓ ଟି ଭାଇରାଲ ହେବା ପରେ ସବୁ ଜିଲ୍ଲାର ଝିଅ ପୁଅ ମାନଙ୍କର ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଖିବାକୁ ମିଳିଛି | ଆଉ ବିଭିନ୍ନ ପ୍ରକାରର କମେଣ୍ଟସ ମଧ୍ୟ ଝିଅ ଜଣଙ୍କୁ କରିବାକୁ ଲାଗିଛନ୍ତି | ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ପ୍ରତେକେ ନିଜର ଜିଲ୍ଲା କୁ ନେଇକି ଗର୍ବ କରିଥାନ୍ତି ଆଉ ଯେହେତୁ ଝିଅ ଜଣଙ୍କ ସମ୍ବଲପୁର ରେ ବାସ କରନ୍ତି ଆଉ ସେଥିପାଇଁ ଝିଅ ଜଣଙ୍କ ଏମିତି କିଛି କହିଛନ୍ତି ବୋଲି କୁହାଯାଉଛି |

ଝିଅ ଜଣଙ୍କର ଏହି ଭଳି ଗୀତ ଟି ଶୁଣିବା ପରେ ସମସ୍ତ ଙ୍କ କିଛି ନା କିଛି କହିବାକୁ ଲାଗିଛନ୍ତି ଆଉ ତାହା ବ୍ୟତୀତ ନୂଆ ବର୍ଷ ରେ ପୁଅ ଜଣଙ୍କର ଅଭିନନ୍ଦନ କୁ ଦେଖିକି ଝିଅ ଜଣକ ର ପ୍ରତିକ୍ରିୟା ଆଉ ହସ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି | ଆଉ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଓ ଲୋକ ମାନଙ୍କର ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଛି ଏହି ଭିଡ଼ିଓ ଟିକୁ ଦେଖିବା ପରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।