
ଦେଖନ୍ତୁ Shocking ଭିଡ଼ିଓ- କାମ କରିବାକୁ ସ୍ୱାମୀ ବାହାରିଗଲେ ,ଘର ଭିତରେ ପଶୁଥିଲେ ସରପଞ୍ଚ ..ଆଉ ସ୍ତ୍ରୀ ସହ ରଖୁଥିଲେ ଶାରୀରିକ ସମ୍ପର୍କ !
କୁହା ଯାଇଥାଏ କି ପ୍ରେମ ଶାଶ୍ୱତ ପ୍ରେମ ହେଉଛି ଦୁନିଆର ସର୍ବଶ୍ରେଷ୍ଠ ପ୍ରତିଜ୍ଞା।ପ୍ରେମ ଏକ ଭାବନାକୁ ବୁଝାଇଥାଏ। ପ୍ରେମ ବିନା ଜୀବନ ମୂଲ୍ୟହୀନ ମନେ ହୋଇଥାଏ। ସେଥି ପାଇଁ ତ ପ୍ରେମ ଓ ହୃଦୟର ସମ୍ପର୍କ ଖୁବ୍ ନିବିଡ। ପ୍ରେମରେ ପଡିଥିବା ଦୁଇଟି ପ୍ରେମ ପକ୍ଷୀ ଉଡି ବୁଲନ୍ତି ରଙ୍ଗୀନ ଦୁନିଆରେ। ଦୁହେଁ ଦୁହିଁଙ୍କ ପାଇଁ ସ୍ବପ୍ନ ଦେଖନ୍ତି ଆଉ ସାତ ଜନ୍ମ ପାଇଁ ଦୁହେଁ ଦୁହିଁଙ୍କ ପାଇଁ ଜନ୍ମ ନେବେ ବୋଲି କଥା ମଧ୍ୟ ଦେଇଥାନ୍ତି। ଆଉ ନିଜ ପ୍ରେମକୁ ବିବାହର ରୂପ ଦିଅନ୍ତି।
କିନ୍ତୁ ଆଜିର ଦିନରେ ଆମ ସମାଜରେ ପ୍ରେମ ଓ ବିବାହକୁ ନେଇ ଯେଉଁ ସବୁ ଘଟଣା ଘଟି ଚାଲିଛି ତାହା ସମସ୍ତଙ୍କୁ ଅବଗତ। ଆଜିର ଦିନରେ ଏହିଭଳି ଅନେକ ଘଟଣା ଦେଖିବାକୁ ମିଳୁଛି। କେଉଁଠି ସ୍ବାମୀ ସ୍ତ୍ରୀକୁ ଛାଡ଼ି ଆଉ କାହାକୁ ନେଇ ପାଲେଇଲାନି ତ ସ୍ତ୍ରୀ ସ୍ବାମୀର ଆଖି ଆଢ଼ୁଆଳରେ ପର ପୁରୁଷ ସହ ସମ୍ପର୍କ ରଖିଛି। ପ୍ରତିଦିନ ଏହିଭଳି ଖବର ପ୍ରକାଶ ପାଉଛି ବର୍ତ୍ତମାନ ସମୟରେ ମଧ୍ୟ ସେମିତି ଏକ ଖବର ସାମ୍ନାକୁ ଆସିଛି।ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ। ରାମକୃଷ୍ଣ ନାମକ ଜଣେ ଯୁବକ ଝିଙ୍କି ନାମକ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ ବିବାହକୁ ୬ ବର୍ଷ ପୁରି ଥିବା ବେଳେ ତାଙ୍କର ଦୁଇଟି ପିଲା ମଧ୍ୟ ରହିଛନ୍ତି।
ପିଲାମାନେ ଓ ସ୍ବାମୀ ଯେତେବେଳେ ଘରେ ନଥିଲେ ତାର ଫାଇଦା ଉଠାଉ ଥିଲେ ସ୍ତ୍ରୀ ଆଉ ରଖୁଥିଲେ ପର ପୁରୁଷ ସହିତ ଶାରିରୀକ ସମ୍ପର୍କ।ଆଉ ଏ ସବୁ ବାବଦରେ ସ୍ବାମୀ ଜାଣିବା ପରେ ସ୍ତ୍ରୀଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥଲେ କିନ୍ତୁ ସ୍ତ୍ରୀ କିଛି ଶୁଣି ନଥିଲେ। ଆଉ ପର ପୁରୁଷ ସହିତ ଶାରିରୀକ ସମ୍ପର୍କ ରଖିଲେ ତେବେ ସ୍ବାମୀ ଯେତେବେଳେ ଏସବୁ ଦେଖିବାକୁ ପାଇଥିଲେ ସ୍ତ୍ରୀ ସ୍ୱାମୀଙ୍କୁ ପିଟି ପିଟି ମାରି ଦେଇଛି ବୋଲି କହୁଛନ୍ତି ରାମକୃଷ୍ଣଙ୍କ ସାଇପଡ଼ିଶା।
ରାମକୃଷ୍ଣଙ୍କ ସାଇପଡ଼ିଶାଙ୍କ କହିବା ଅନୁଯାୟୀ ତାଙ୍କ ସ୍ତ୍ରୀ ସେହି ଗାଁର ସରପଞ୍ଚ ବିଶୁ ଙ୍କ ସହିତ ସମ୍ପର୍କ ରଖୁଥିଲେ। ଆଉ ଆଉ ରାମକୃଷ୍ଣ ଯେତେବେଳେ ଘରକୁ ଆସି ଏସବୁ ଦେଖିଥିଲେ ସେତେବେଳେ କିଛି ଉପାୟ ନପାଇ ସରପଞ୍ଚଙ୍କ ସହ ମିଶି ତାଙ୍କ ସ୍ତ୍ରୀ ତାଙ୍କୁ ହତ୍ୟା କରିଛି। ଯାହାକୁ ନେଇ ଏବେ ଗାଁରେ ଉତ୍ତେଜନା ଦେଖା ଦେଇଛି। ଗ୍ରାମବାସୀ ସରପଞ୍ଚଙ୍କ କୁଶପୁତ୍ତଳିକା ଦାହ କରିବା ସହ ଲୋକମାନେ ନ୍ୟାୟ ପାଇଁ ଦାବି କରିଛନ୍ତି। ଆଉ ଅଞ୍ଚଳର ସମସ୍ତେ ସରପଞ୍ଚ ଓ ରାମକୃଷ୍ଣଙ୍କ ନାରେ ଏତଲା ଦେଇଛନ୍ତି।
ଆଉ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି।ତେବେ ଦେଖିବାକୁ ବାକି ରହିଲା ରାମକୃଷ୍ଣଙ୍କୁ କେବେ ନ୍ୟାୟ ମିଳୁଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।