ସବୁ ସମୟ ଖବର ସାଥିରେ

Kalavantin Durg Trek ଦୁର୍ବଳ ହୃଦୟ ବ୍ୟକ୍ତି ଏହି ଭିଡ଼ିଓ କୁ ଦେଖନ୍ତୁ ନାହିଁ… ମାତ୍ର 4 ଘଣ୍ଟାରେ 96 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0 3

ତେବେ ସୋସିଆଲ ମିଡିଆରେ ପ୍ରତେକ ଦିନ କିଛି ନା କିଛି ନୂଆ ନୂଆ ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ କେବେ ଏଭଳି କିଛି ଘଟଣା ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ବହୁତ ଖୁସି ଲାଗିଥାଏ | ଆଉ ବେଳେ ବେଳେ ଏଭଳି କିଛି ଘଟଣା ଦେଖିବାକୁ ମିଳିଥାଏ ଯାହାକୁ ଦେଖିଲେ ଆପଣଙ୍କର ଛାତି ଥରି ଉଠିଥାଏ ଆଉ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଏଭଳି କିଛି ସାମ୍ନା କୁ ଆସିଥାଏ ଘଟଣା ମାନ | ତେବେ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଆଉ ଯେଉଁଠି ବ୍ୟକ୍ତି ଜଣଙ୍କ ଉଚ୍ଚ ଦୁର୍ଗ ଉପରକୁ ଉଠି ଓଲ୍ହାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଯାହା ଦେଖିବାକୁ ମିଳିଛି କି ପ୍ରତିକୂଳ ପାଗ ସାଙ୍ଗକୁ ଶୀତ ର ପ୍ରକୋପ ତାହା ଭିତ ରେ ଏଭଳି ଏକ ଦୃଶ୍ୟ ଯାହାକୁ ଦେଖିକେ ଆପଣ ମଧ୍ୟ ଡରି ଯିବେ ଆଉ ଛାତି ଥରି ଉଠିବ | ଆଉ ଯେଉଁଠି ଆପଣ ମାନେ ଦେଖିବାକୁ ପାଉଥିବେ କି ପାହାଡ଼ ଉପରକୁ ଅନେକ ଲୋକ ଚୋଡ଼ିଥାନ୍ତି କିନ୍ତୁ ସେମିତି ସୁବିଧା ଯଦି ଥାଏ | ତେବେ ଏଠାରେ ଦେଖିବାକୁ ମିଳିଛି କି ପାହାଡ଼ ର ଖୋସାଡା ରାସ୍ତା ରେ ଦୁର୍ଗ ର ବହୁତ ଉପରକୁ ଚଡି ତଳକୁ ଉଲ୍ହାଉଛନ୍ତି ଲୋକ ଜଣଙ୍କ |

ଆଉ ଏଭଳି ଏକ ଭୟଙ୍କର ଦୃଶ୍ୟ ହେଉଛି କାଳବନ୍ତି ଦୁର୍ଗ ହେଉଛି ମହାରାଷ୍ଟ୍ରରେ | ଆଉ ଯେଉଁଠିକୁ ପ୍ରତିବର୍ଷ ଅନେକ ସଂଖ୍ୟାରେ ଲୋକ ଯାଇଥାନ୍ତି ଆଉ ଏହି ଦୁର୍ଗ ଉପରକୁ ଚଢିବା ପାଇଁ ମଧ୍ୟ ଚେଷ୍ଟା କରିଥାନ୍ତି |କିନ୍ତୁ ଏହି ଦୁର୍ଗକୁ ଯାତ୍ରା କରିବା ସହଜ କଥା ନୁହେଁ ବହୁତ କଷ୍ଟ କର ହୋଇଥାଏ | ଏହା ସହିତ ଏହି ଦୁର୍ଗ ଦେଇ ଯିବା ବେଳେ ଅନେକ ସାବଧାନତା ଅବଲମ୍ବନ କରିବା ଦରକାର ହୋଇଥାଏ ଆଉ ଯଦି ଟିକିଏ ବି ଅସାବଧାନତା ଦେଖିବାକୁ ମିଳିଥାଏ ଏହି ଦୁର୍ଗ ଉପରକୁ ଯିବା ରାସ୍ତାରେ ତାହେଲେ ଜୀବନ ଚାଲିଯିବାର ମଧ୍ୟ ସମ୍ଭାବନା ଥାଏ |

ଏଭଳି ଘଟଣା ସ୍ଥଳେ ଦୁର୍ଗ ଉପରକୁ ଚଢ଼ିଛନ୍ତି ଯୁବକ ଜଣକ | ଆଉ ପାହାଡ଼ ର ସରୁ ରାସ୍ତା ତାହା ପୁଣି ଖୋସାଡା ରାସ୍ତା ରେ ଉଲ୍ହାଉ ଥିବାର ଦେଖିବାକୁ ମିଳିଥିଲା ଏହି ଭିଡ଼ିଓ ଟିରେ | ଆଉ ଯାହା ଭୟନକ ଥିବାର ଦେଖିବାକୁ ମିଳିଛି | ଆଉ ଲୋକ ଜଣଙ୍କର ଏହିଭଳି ଭାବରେ ଦୁଃସାହସ କୁ ଦେଖି ଅନେକ ପ୍ରସଂଶା କରିବାକୁ ଲାଗିଛନ୍ତି ବ୍ୟକ୍ତି ଜଣଙ୍କୁ | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।