
Kalavantin Durg Trek ଦୁର୍ବଳ ହୃଦୟ ଓ କମଜୋର ବ୍ୟକ୍ତି ଏହି ଭିଡ଼ିଓ କୁ ଦେଖନ୍ତୁ ନାହିଁ… ମାତ୍ର 4 ଘଣ୍ଟାରେ 89Million ରୁ ଅଧିକ ଲୋକ ଦେଖି ସାରିଲେଣି…
ସୋସିଆଲ ମିଡିଆରେ ସମସ୍ତଂକ ପାଇଁ ଅତି ଜରୁରୀ ହୋଇ ପଡ଼ିଛି। ପିଲାଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆରେ ସମୟ ଅତି ବାହିତ କରିବା ପାଇଁ ପସନ୍ଦ କରୁଛନ୍ତି। ଏମିତି ଦେଖିବାକୁ ଗଲେ ଆଜିର ଦିନରେ ସମସ୍ତଂକ ହତାରେ ଗୋଟିଏ ଗୋଟିଏ ମୋବାଇଲ। ଆଉ ସମସ୍ତେ ନିଜ ଇଚ୍ଛା ମୁତାବକ ଭିଡିଓ ପୋଷ୍ଟ କରି ଦେଉଛନ୍ତି। ଏହି ଭିଡିଓ ଗୁଡ଼ିକ ମଧ୍ୟରୁ କିଛି ଭିଡିଓ ରିଏଲ ହୋଇଥିବା ବେଳେ କିଛି ଭିଡ଼ିଓ ରହିଥାଏ ଯାହା ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଥାଏ।
ତେବେ ସୋସିଆଲ ମିଡିଆରେ ଆପଣ ଅନେକ ବ୍ଲୋଗ୍ ଭିଡିଓ ଦେଖିବାକୁ ପାଉଥିବେ। ଆପଣ ମାନେ ଜାଣିଥିବେ ଯେ ଅନେକ ଲୋକେ ୟୁଟ୍ୟୁବ ମଧ୍ୟମରେ ନିଜ ଜୀବନଶୈଳୀକୁ ନେଇ ବ୍ଲୋଗ୍ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଅପଲୋଡ଼ କରୁଛନ୍ତି।କିନ୍ତୁ ବେଳେ ବେଳେ କିଛି ୟୁଟ୍ୟୁବର ସୋସିଆଲ ମିଡିଆରେ ଏକ ପରିଚୟ ତିଆରି କରିବା ପାଇଁ ଏମିତି କିଛି ଭିଡିଓ କରି ପୋଷ୍ଟ କରିଥାନ୍ତି ଯାହାକୁ ସହଜରେ ବିଶ୍ଵାସ କରି ହୁଏ ନାହିଁ। ଲୋକେ ଲୋକପ୍ରିୟତା ହାସଲ କରିବା ଲାଗି ବିପଦପୂର୍ଣ୍ଣ ସ୍ଥାନ ସେଲ୍ଫି ନେବାକୁ ପଛାଇ ଯାଉ ନାହାଁନ୍ତି କି ଭିଡିଓ କରିବା ପାଇଁ ମଧ୍ୟ ପଛଘୁଞ୍ଚା ଦେଉ ନାହାଁନ୍ତି।ଠିକ୍ ସେହପରି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଲାଗି ରହିଛି।ଯାହା ସମସ୍ତଙ୍କୁ ଖୁବ୍ ଆଶ୍ଚର୍ଯ୍ୟ କରିଛି।ତେବେ ଆଜି ଆମେ ସେହି ଭଳି ଏକ ଭିଡିଓ ବାବଦରେ କହିବୁ ଯେଉଁଥିରୁ ଆପଣ ଜାଣି ପାରିବେ ଯେ ଆଜିର ଦିନରେ ଲୋକେ ଲୋକପ୍ରିୟତା ହାସଲ କରିବା ପାଇଁ କଣ ପାଇଁ କେଉଁ କେଉଁ ବିପଦକୁ ସାମ୍ନା କରୁଛନ୍ତି।
ତେବେ ଏହି ଭିଡିଓ ଟିକୁ ଟିକେ ଭଲ ଭାବରେ ଦେଖି ନିଅନ୍ତୁ। ଭିଡିଓରେ ଆପଣ ଦେଖିବାକୁ ପାଇବେ କିଭଳି ଭାବରେ ଜଣେ ବ୍ୟକ୍ତି ଏକ ଉଚ୍ଚ ଦୁର୍ଗ ଉପରକୁ ଚଢୁଛନ୍ତି। ଯାହା ଦେଖିଲେ ହୁଏତ ଆପଣଙ୍କ ମୁଣ୍ଡ ବୁଲାଇ ଦେବ ଏବଂ ଆପଣ ହୁଏତ ଏହାକୁ ସହଜରେ ବିଶ୍ଵାସ କରି ପାରିବେ ନାହିଁ। କାରଣ ଦୁର୍ଗଟି ଏତେ ବିପଦପୂର୍ଣ୍ଣ ଯେ ଟିକିଏ ଅନ୍ୟମନସ୍କ ପାଇଁ ଜୀବନ ମଧ୍ୟ ଚାଲିଯାଇ ପାରେ।
ମହାରାଷ୍ଟ୍ରର କାଳବନ୍ତି ଦୁର୍ଗ ଟ୍ରେକରୁ ଏପରି ଇକୁ ଚିତ୍ର ସାମ୍ନାକୁ ଆସିଛି। ଏହି ଦୁର୍ଗଟି ବିପଦପୂର୍ଣ୍ଣ ଯେ ଏହି ଦୁର୍ଗ ଉପରକୁ ଚଢ଼ିବାର ଅର୍ଥ ନିଜ ଜୀବନକୁ ବାଜି ଲଗାଇବା। ତେବେ ଏହି ଦୁର୍ଗକୁ ଜଣେ ବ୍ୟକ୍ତି ଚଢ଼ି ପୁଣି ତଳକୁ ଓହ୍ଲାଇଛନ୍ତି ଯାହାର ସମ୍ପୂର୍ଣ୍ଣ ଭିଡିଓ କ୍ୟାମେରାରେ କଏଦ କରାଯାଇଛି। ତେବେ ସବୁଠାରୁ ବଡ କଥା ହେଉଛି ବର୍ଷା କାରଣରୁ ଦୁର୍ଗରୁ ପାଣି ବୋହି ଆସିଥିବାର ଦେଖିବାକୁ ମିଳୁଛି। ଏପରି ଏକ ପ୍ରତିକୂଳ ପାଗରେ ବ୍ୟକ୍ତିଜଣଙ୍କ ଯେଭଳି ଦୁର୍ଗ ଉପରକୁ ଚଢି ପୁଣି ତଳକୁ ଓହ୍ଲାଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।