ସବୁ ସମୟ ଖବର ସାଥିରେ

ହଟାତ କାହା ପାଇଁ କାନ୍ଦିଲେ ରୂପା ! ଆସିଗଲା ସୁନାର ଉପହାର / ମାତ୍ର 4 ଘଣ୍ଟାରେ 36 Miliion ରୁ ଅଧିକ ଲୋକ ଦେଖି ସାରିଲେଣି…

0 10

ସୋସିଆଲ ମିଡିଆ ଆଜିର ଦିନରେ ମନୋରଞ୍ଜନ ସବୁଠାରୁ ବଡ଼ ମାଧ୍ୟମ ପାଲଟି ଯାଇଛି। ଲୋକେ ସୋସିଆଲ ମିଡ଼ିଆ ମାଧ୍ୟମରେ ଖୁବ୍ ଲୋକପ୍ରିୟତା ହାସଲ କରି ପାରୁଛନ୍ତି ଆଉ ଏହା ଛଡା ଭଲ ରୋଜଗାର ମଧ୍ୟ କରି ପାରୁଛନ୍ତି।ଆଉ ଏହି ସୋସିଆଲ ମିଡିଆର ସବୁଠାରୁ ଲୋକପ୍ରିୟ ଆପ୍ଲିକେସନ ହେଉଛି ୟୁଟ୍ୟୁବ। ଯେଉଁଠି ଆମେ ଆମ ମନ ମୁତାବକ ଭିଡିଓ ଦେଖିବା ସହିତ ଅପଲୋଡ଼ ମଧ୍ୟ କରି ପାରିବ। ଆଉ ଆଜିର ଯୁବ ପିଢି ମାନେ ୟୁଟ୍ୟୁବରୁ ନିଜର ସ୍ଵତନ୍ତ୍ର ପରିଚୟ ତିଆରି କରିବା ସହ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ମଧ୍ୟ କରି ପାରୁଛନ୍ତି।
ତେବେ ଓଡ଼ିଶାର ଅନେକ ବ୍ୟକ୍ତି ଯେଉଁମାନେ କି ୟୁଟ୍ୟୁବରୁ ଅନେକ ସଫଳତା ମଧ୍ୟ ପାଇଛନ୍ତି ତେବେ ସେମିତି ଏକ ସଫଳ ୟୁଟ୍ୟୁବ ଚ୍ୟାନେଲ ହେଉଛି ରୂପା ପିଣ୍ଟୁଙ୍କ ୟୁଟ୍ୟୁବ ଚ୍ୟାନେଲ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ। ତେବେ ଆଜି ଆମେ ଲୋକପ୍ରିୟ ୟୁଟ୍ୟୁବର ରୂପା ପିଣ୍ଟୁଙ୍କ ୟୁଟ୍ୟୁବ ଚ୍ୟାନେଲ ବାବଦରେ କହିବା ପାଇଁ ଯାଉଛୁ।

ତେବେ ଆପଣ ଏହି ରୂପା ଓ ପିଣ୍ଟୁଙ୍କୁ ଖୁବ୍ ଭଲ ଭାବରେ ଜାଣିଥିବେ ଏହି ଦୁଇ ଜଣ ଏବେ ଓଡ଼ିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ଆଉ ଲୋକେ ତାଙ୍କ ଯୋଡ଼ିଙ୍କୁ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି। ତେବେ ରୂପା ଓ ପିଣ୍ଟୁ ତାଙ୍କ ବ୍ୟକ୍ତିଗତ ଜୀବନର ଛୋଟ ଛୋଟ ଅନୁଭୂତିକୁ ଭିଡିଓ ମାଧ୍ୟମରେ ସେୟାର କରିଥାନ୍ତି। ଆଉ ତାଙ୍କର ଏହି ଭିନ୍ନ ଧରଣର ଭିଡିଓକୁ ଦର୍ଶକ ମାନେ ଦେଖିବା ପାଇଁ ଖୁବ୍ ପସନ୍ଦ କରନ୍ତି ଏବଂ ଏମାନଙ୍କର ପ୍ରତି ଭିଡିଓରେ ମିଲିୟନ ମିଲିୟନ ଭିୟୁ ରହି ଥାଏ।ତେବେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ୟୁଟ୍ୟୁବ ଚ୍ୟାନେଲ ବର୍ତ୍ତମାନ ସମୟରେ ଓଡ଼ିଶାର ନଂ ୱାନ୍ ୟୁଟ୍ୟୁବ ଚ୍ୟାନେଲ ଭାବେ ବେଶ୍ ଜଣା ଶୁଣା।

କେବଳ ଏତିକି ନୁହେଁ ରୂପା ପିଣ୍ଟୁ ଏବେ ବହୁତ୍ ଗୁଡ଼ିଏ ଆଲବମ୍ ରେ ମଧ୍ୟ ନଜର ଆସୁଛନ୍ତି। ଯାହାକି ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସୁଛି। ତେବେ ପୁଣି ଥରେ ଆସିବା ପାଇଁ ଯାଉଛି ରୂପା ପିଣ୍ଟୁଙ୍କ ଏକ ନୂଆ ଗୀତ ଯାହା ବାବଦରେ ପିଣ୍ଟୁ ତାଙ୍କ ଫ୍ୟାନସ୍ ମାନଙ୍କ ସହିତ ସେୟାର କରିଛନ୍ତି। ଯାହା ରିଲିଜ୍ ହେବା ପାଇଁ ଯାଉଛି ଅରମାନ ମ୍ୟୁଜିକ୍ ରେ ଏବଂ ଗୀତର ନା ରହିଛି ମେଘ ନନ୍ଦିନୀ।

ତେବେ ରୂପା ଓ ପିଣ୍ଟୁ ବାହାରି ଛନ୍ତି ସୁଟିଂ ପାଇଁ ଆଉ ଯେହେତୁ ସେମାନେ ଖୁସିଙ୍କୁ ସାଙ୍ଗରେ ନେଉ ନାହାନ୍ତି ତେଣୁ ଭିଡିଓରେ ରୂପା କାନ୍ଦୁଥିବାର ମଧ୍ୟ ନଜର ଆସିଛନ୍ତି ତେବେ ଭିଡିଓରେ ମା ଝିଅଙ୍କ ଭଲପାଇବା ସହିତ ବହୁତ୍ ସାରା ମଜା ମସ୍ତି ମଧ୍ୟ ଦେଖିବାକୁ ମିଳୁଛି। ଯାହାକି ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।