ସବୁ ସମୟ ଖବର ସାଥିରେ

Viral Video-ମା’ ହେବପରେ କେମିତି ଅଛନ୍ତି ଲୋକପ୍ରିୟ ହିରୋଇନ ଆଶୁ,ଦେଖନ୍ତୁ ଭିଡ଼ିଓ…

0 16

ପ୍ରତ୍ୟେକ ନାରୀ ଜୀବନ ସାର୍ଥକ ହେଇଥାଏ ଯେତେବେଳେ ସେ ମାତୃତ୍ୟ ଲାଭ କରିଥାଏ |ଦୁନିଆରେ ମାଆ ଠୁ ବଡ କେହି ନାହିଁ, ସେଇଥି ପାଇଁ ତ ମାଆ ମାନଙ୍କୁ ସର୍ବଂ ସ୍ୱାହା ବୋଲି କୁହା ଯାଇ ଥାଏ |ଝିଅ ମାନେ ବିବାହ ପରେ ମନରେ ପିଲା ପାଇଁ ଉତ୍କଣ୍ଠା ଜାଗ୍ରତ ହେଇଥାଏ |ଆମ ଦେଶର ଆଇନ ଅନୁଯାଇ ଝିଅ ମାନଙ୍କୁ 18 ବର୍ଷ ପରେ ବିବାହ ପାଇଁ ଉପଯୁକ୍ତ ବୋଲି ଆମେ ମାନି ଥାଉ ଏବଂ ବିବାହ ପରେ ସାଧାରଣତଃ 21-23 ବର୍ଷ ଭିତରେ ସେମାନେ ମାଆ ହେଇ ଥାନ୍ତି |
ପିଲାର ଜନ୍ମଗ୍ରହଣ ପରେ ମାଆ ମନରେ ଅନେକ କୌତୁହଳ ଜାତ ହେଇଥାଏ ତା ପିଲା ପାଇଁ ଯେପରିକି, ମୋ ପିଲା ଟି କେମିତି ଦେଖିବାକୁ ସୁନ୍ଦର ହେବ, ଶକ୍ତିଶାଳୀ ଓ ନିରୋଗ ହେବ | ଆମେ ଆଜି ଆପଣଙ୍କୁ ଜଣେଇବୁ କି କୋଉଁ ବୟସରେ ଏକ ମହିଳା ପିଲାକୁ ଜନ୍ମ ଦେଲେ ପିଲାଟି ସୁସ୍ଥ, ସବଳ ଓ ବୁଦ୍ଧିମାନ ହେବ |

ମାନସ୍ତତ୍ଵବିତ ମାନଙ୍କ ମତରେ ଏକ ମହିଳା ତାଙ୍କର ଯେତେବେଳେ ମାନସିକତାରେ ପରିପକ୍ଵତା ଆସିଲେ ପିଲାକୁ ଜନ୍ମ ଦେଲେ ପିଲା ମାନେ ବିଚକ୍ଷଣ ହୋଇଥାନ୍ତି |ତେଣୁ 30 ବର୍ଷ ବୟସରେ ପିଲା ଜନ୍ମଲାଭ କଲେ ସୁସ୍ଥ ଓ ସୁନ୍ଦର ହୋଇଥାନ୍ତି କାରଣ ସେତେବେଳେ ମହିଳା ମାନେ ମାନସିକ ଅବସ୍ଥା ରେ ପ୍ରସ୍ତୁତ ଥାନ୍ତି ଏକ ପିଲାକୁ ଜନ୍ମ ଦେବା ପାଇଁ | ତା ଦ୍ୱାରା ଗର୍ବସ୍ଥ ଶିଶୁ ଉପରେ ସୁପ୍ରଭାବ ପଡିଥାଏ ଏବଂ ଏକ ସୁସନ୍ତାନ ଜାତ ହେଇଥାଏ |ଆଜି ଆମେ ଆପଣଙ୍କୁ ଟିଭି ପରଦାରେ ଅଭିନୟ କରୁଥିବା ଜଣେ ଅଭିନେତ୍ରୀଙ୍କ ବିଷୟରେ ଜଣାଇବାକୁ ଯାଉଅଛୁ ଯିଏକି କିଛି ଦିନ ପୂର୍ବରୁ ମାଆ ହୋଇ ଅଛନ୍ତି | ଆସନ୍ତୁ ଜାଣିବା ସେ ସମ୍ପର୍କରେ |

ଅଭିନେତ୍ରୀ ଆଶୁ ଏବେ ମାଆ ହେବାର ସୌଭାଗ୍ୟ ଅର୍ଜନ କରି ଅଛନ୍ତି | ସେ ଏକ ପୁତ୍ର ସନ୍ତାନର ମାଆ ହୋଇ ଛନ୍ତି | ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ଭାଇରଲ ହେବାରେ ଲାଗିଛି | ଯୋଉଁ ଥିରେ ଦେଖିବାକୁ ମିଳୁଛି କି ଅଭିନେତ୍ରୀ ଆଶୁ ନିଜର କୁନି ପୁଅ ସହ ବହୁତ ମଜା ମସ୍ତି କରୁ ଥିବାର ଦେଖିବାକୁ ମିଳିଛି | ତାଙ୍କର ପୁଅ ବହୁତ କ୍ୟୁଟ ଦେଖିବା ପାଇଁ ହୋଇ ଥିବା ବେଳେ ଆଶୁ ତାଙ୍କୁ ବହୁତ ଗେଲ କରୁ ଥିବାର ଦେଖିବାକୁ ମିଳିଛି | ଏହା ନେଇ ତାଙ୍କ ପ୍ରଶଂସକ ମାନେ ତାଙ୍କୁ ବହୁତ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ମଧ୍ୟ ଜଣାଇଛନ୍ତି |

ଗତ କିଛି ଦିନ ପୂର୍ବରୁ ସେ ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ତାଙ୍କର ପ୍ରେଗନାନସି ବେଳର ଫୋଟୋ ସୁଟ କରି ଉପଲୋଡ଼ କରି ଥିଲେ | ତାଙ୍କ ସ୍ୱାମୀ ସହିତ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଦେଖିବାକୁ ମିଳି ଥିଲା | ଏହି ଫୋଟୋରେ ସେ ବହୁତ ଖୁସି ଥିବାର ଜଣା ପଡୁଥିଲା | ଏବଂ ଏବେ ସେ ତାଙ୍କର କୁନି ପୁଅକୁ ପାଇଁ ବହୁତ ଖୁସି ଅଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।