ସବୁ ସମୟ ଖବର ସାଥିରେ

ଷ୍ଟେଜ ଉପରେ “ Baloke Niche Choti ” ଗୀତରେ ସୁନ୍ଦରୀ ଯୁବତୀ କଲେ ଜବରଦସ୍ତ hot ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

0 3

ବନ୍ଧୁଗଣ ସୋସିଆଲ ମିଡିଆରେ ଆପଣ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣକୁ ଏମିତି ଏକ ଡ୍ୟାନ୍ସରଙ୍କ ଡ୍ୟାନ୍ସ କରିବାର ଶୈଳୀ ବିଷୟରେ କହିବି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଖିର ପତା ପକାଇବେ ନାହିଁ |ଆପଣ ସୋସିଆଲ ମିଡିଆରେ ଅନେକ ଡ୍ୟାନ୍ସରଙ୍କ ଡ୍ୟାନ୍ସ ଦେଖିଥିବେ କିନ୍ତୁ ସବୁ ଡ୍ୟାନ୍ସର ମାନଙ୍କ ଡ୍ୟାନ୍ସ କରିବାର ଶୈଳୀ ସମାନ ନୁହଁ |ସମସ୍ତଙ୍କ ଡ୍ୟାନ୍ସ ସମସ୍ତଙ୍କ ଠାରୁ ଅଲଗା ଅଟେ |ମୁଁ ଆପଣକୁ ଯେଉଁ ଡ୍ୟାନ୍ସରଙ୍କ ଡ୍ୟାନ୍ସ ବିଷୟରେ କହିବି ସେ ଅନେକ ପ୍ରକାର ଡ୍ୟାନ୍ସ କରି ବହୁତ ପପୁଲାର ହୋଇଛନ୍ତି, ଦର୍ଶକ ମଧ୍ୟ ତାଙ୍କର ଡ୍ୟାନ୍ସ ଦେଖିବା ପାଇଁ ବହୁତ ଇଂଟରେଷ୍ଟ ରହିଥାନ୍ତି |ସେ ଅନେକ ଷ୍ଟେଜରେ ବିଭିନ୍ନ ପ୍ରକାର ଷ୍ଟାଇଲରେ ନାଚି ଦର୍ଶକ ମାନଙ୍କ ମନ ଜିତିଛନ୍ତି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଡ୍ୟାନ୍ସର ଜଣକ କିଏ ଓ ତାଙ୍କର ଡ୍ୟାନ୍ସ କିପରି ଥିଲା ସେ ବିଷୟରେ ସମ୍ପୂର୍ଣ କଥା ଜାଣିବା |
ଆପଣ ପ୍ରତ୍ୟେକ ଦିନ ଅନେକ ଡ୍ୟାନ୍ସରମାନଙ୍କ ଡ୍ୟାନ୍ସ ଦେଖୁଥିବେ, ଅଲଗା ଅଲଗା ଡ୍ୟାନ୍ସର ବିଭିନ୍ନ ରଙ୍ଗ ଢଙ୍ଗୀରେ ଡ୍ୟାନ୍ସ କରନ୍ତି |ଡ୍ୟାନ୍ସର ଦିଶାକୁ ତ ଆପଣ 🥳ଜାଣିଥିବେ, ଦିଶା ଏକ ଷ୍ଟେଜ ଉପରେ ନାଚୁ ଥିବାର ଦେଖିବାକୁ ମିଳିଛି |ସେ ଷ୍ଟେଜ ଉପରେ ଅତି ସୁନ୍ଦର ଭାବରେ ଠୁମକା ଲଗାଇ ନାଚୁଥିଲେ ଓ ସେ ନାଚକୁ ଦର୍ଶକ ଅତି ଆନନ୍ଦର ସହିତ ଦେଖୁଥିଲେ |ଦିଶା ଷ୍ଟେଜରେ ଡ୍ୟାନ୍ସ କରୁଥିବା ସମୟରେ ଅନେକ ଦର୍ଶକଙ୍କ ଭିଡ଼ ଲାଗିଥିଲା, ବହୁତ ଲୋକ ସେଠାରେ ଉପସ୍ଥିତ ଥିଲେ |

ଦିଶାଙ୍କ ଡ୍ୟାନ୍ସ କରିବା ସମୟରେ ଯେଉଁ ପୋଷାକ ପିନ୍ଧିଥିଲେ ସେ ପୋଷାକ ତାଙ୍କୁ ବହୁତ ସୁନ୍ଦର ମାନୁଥିଲା ଓ ସେଥିରେ ସେ ଅଧିକ ସୁନ୍ଦର ଦେଖା ଯାଉଥିଲେ |ଦିଶା ଷ୍ଟେଜ ଉପରେ ଗୋଟିଏ ସୁନ୍ଦର ଗୀତରେ ଡ୍ୟାନ୍ସ କରୁଥିଲେ, ସେ ଗୀତଟି ହେଉଛି “ବୋଲେକ ନୀଚେ ଚୋଟୀ “|ଏହି ଗୀତରେ ଦିଶା ଏତେ ସୁନ୍ଦର ଠୁମକା ଲଗାଇ ନାଚୁଥିଲେ ଯେ ତାଙ୍କ ନାଚ ଯେଉଁ ବ୍ୟକ୍ତି ଦେଖିବେ ସେ ନିଶ୍ଚିତ ସୁନ୍ଦର ବୋଲି କହିବି |ଦିଶା ଅନେକ ଷ୍ଟେଜରେ ଅଲଗା ଅଲଗା ଯାଗାରେ ଡ୍ୟାନ୍ସ କରିଛନ୍ତି କିନ୍ତୁ ତାଙ୍କର ଏହି ଡ୍ୟାନ୍ସ ଦର୍ଶକ ମାନଙ୍କ ମାନଙ୍କୁ ଅଧିକ ପ୍ରଫୁଲ କରିଛି |

ଦିଶା ଯେଉଁ ଷ୍ଟେଜରେ ଡ୍ୟାନ୍ସ କରୁଥିଲେ ସେହି ଷ୍ଟେଜଟି ମଧ୍ୟ୍ୟ ବହୁତ ସୁନ୍ଦର ଭାବରେ ସଜା ଯାଇଥିଲା ଏବଂ ସେଠାରେ ଅନେକ ଲୋକ ସମାରୋହ ସହିତ ପୋଲିସ ସିକୁରିଟିର ମଧ୍ୟ୍ୟ ଥିଲେ |ଦିଶାଙ୍କ ଏପରି ନାଚ ଯଦି ଆଗକୁ ଚାଲୁରହେ ତେବେ ସେ ଭବିଷ୍ୟତରେ ଦିନେ ଏକ ବଡ଼ ଷ୍ଟେଜରେ ଡ୍ୟାନ୍ସ କରି ବହୁତ ଆଗକୁ ଯାଇପାରିବେ |ଦିଶାଙ୍କ ଡ୍ୟାନ୍ସକୁଦେଖି ଅନେକ ଦର୍ଶକ କ୍ଲାପିଙ୍ଗ ପକାଉଥାନ୍ତି, ଦିଶାଙ୍କ ଏହି ଏହି ଡ୍ୟାନ୍ସ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାର ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।