
‘ଯୁବକ ଯୁବତୀ ମାନେ ହୋଟେଲ ଯାଇ ସମ୍ବନ୍ଧ ରଖିବେ କେହି ଅଟକାଇ ପାରିବେ ନାହିଁ’ ଏହି ପ୍ରଫେସର ମାନସ ରଥ ମହାଶୟ ଯାହା କହୁଛନ୍ତି ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video
“ଯୁବକ ଯୁବତୀ ମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ବିବାହ ପୂର୍ବ ରୁ ରହିବ , ଆଉ ତାକୁ ଆମେ ଚେଷ୍ଟା କଲେ ବି ଅଟକାଇ ପାରିବା ନାହିଁ। ପୁଅ ଝିଅ ମଧ୍ୟରେ ସେକ୍ସ ହେବା ଟା ବର୍ତ୍ତମାନ ଏକ ସାଧାରଣ କଥା ହୋଇଗଲାଣି ଆଉ ଯେମିତି ତୁମେ ତାଙ୍କୁ ଛି ଛି ଥୁ ଥୁ କରିବ ସେମାନେ ସେତିକି ଅଧିକ ଉଦ୍ଧାତ ହେବ। କାରଣ ଆମ ସମାଜ ହିଁ ତାଙ୍କୁ ଏହିସବୁ ଶିକ୍ଷା ଦେଉଛି , ତାଙ୍କୁ ସେକ୍ସ ବିଷୟରେ ଶିକ୍ଷା ମିଳୁ ନାହିଁ, ତେଣୁ ଏହିପରି ଭୁଲ ସେମାନେ କରିବେ ନିଶ୍ଚିତ”।ବନ୍ଧୁଗଣ ଏହି କଥା ଆମେ କହୁନାହିଁ ବରଂ ପ୍ରଫେସର ପ୍ରତାପ ଚନ୍ଦ୍ର ଏହି ବିଷୟ ରେ କହିଛନ୍ତି।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ର ଯୁବ ପିଢୀ ସବୁ ପ୍ରେମ ରେ ପାଗଳ ହେଉଛନ୍ତି ଏବଂ ଏହି ମର୍ଡନ ଯୁବପୀଡି ଙ୍କ ପାଇଁ ପ୍ରେମ ର ଅର୍ଥ କେବଳ ଶାରୀରିକ ସମ୍ପର୍କ ଅଟେ।
ତେବେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କରେ ରହିବ ବର୍ତ୍ତମାନ ର ଯୁବକ ଯୁବତୀ ଙ୍କର ପାଇଁ ଅତ୍ୟନ୍ତ ସାଧାରଣ କଥା ହୋଇଗଲାଣି।ତେବେ ଏହି ଘଟଣା କୁ ନେଇ ପ୍ରଫେସର ପ୍ରତାପ ଚନ୍ଦ୍ର ନିଜର ମତ ରଖିଛନ୍ତି ଆଉ ସେ ଯାହା କହିଛନ୍ତି ତାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ମାତ୍ର ଜାଣିପାରିବେ କି ସେ ସତ୍ୟ କଥା କହୁଛନ୍ତି ବୋଲି।
ତେବେ ପ୍ରଫେସର ପ୍ରତାପ ଚନ୍ଦ୍ର କହିଛନ୍ତି କି, ଯୁବକ ଯୁବତୀ ମାନେ ସେକ୍ସ କରିବେ ଶାରିରୀକ ସମ୍ପର୍କ ରଖିବେ ଆଉ ଚାହିଁଲେ ବି ଆମେ ତାଙ୍କୁ ଅଟକାଇ ପାଇବା ନାହିଁ ଏବଂ ଅଟକେଇବା କଥା ମଧ୍ୟ ନୁହେଁ। ଆମ ସମାଜ ଯଦି ଏହାକୁ ଗ୍ରହଣ କରିନିଅନ୍ତା ତେବେ କିଛି ସମସ୍ୟା ହୁଅନ୍ତା ନାହିଁ, ସମାଜ ଯେତେ ତାଙ୍କୁ ଛି ଛି ଥୁ ଥୁ କରିବ ସେମାନେ ସେତିକି ବିଗିଡି ଯିବେ। ଆଉ ଆମେ ଯଦି କହିବା କି ବିବାହ ପୂର୍ବରୁ ସେକ୍ସ କରିବା ଭୁଲ କଥା ଅଟେ ବୋଲି ତାହା କୌଣସି ମାନେ ରଖିବ ନାହିଁ କାରଣ ଆମେ ସିନେମା, ଟିଭି , ସୋସିଆଲ ମିଡ଼ିଆ ସବୁ ସ୍ଥାନରେ ତାଙ୍କୁ ଏହିସବୁ କରିବା କୁ ପ୍ରେରଣା ଦେଉଛୁ।
ତେଣୁ ଏହି ସବୁ କରିବା ରୁ ରୋକିବା କୁ ହେଲେ ସେମାନ ଙ୍କୁ ସେକ୍ସ ଏଜୁକେସନ ଦରକାର ।ଆଉ ଏହା ବିଦ୍ୟାଳୟ ରେ ପିଲା ମାନଙ୍କୁ ବୁଝେଇବା ଦରକାର ପୁରା ମୂଳ ରୁ ମାତ୍ର ବର୍ତ୍ତମାନ ର ଶିକ୍ଷକ ମାନେ ତ ପିଲା ଙ୍କୁ ଏ ବିଷୟରେ କିଛି ବି ପଢ଼ାଉ ନାହାନ୍ତି ।ଆଉ ବାପା ମା ତ ପିଲାଙ୍କୁ ଏ ବିଷୟରେ କହି ପାରିବେ ନାହିଁ ନା ତେଣୁ ବିଦ୍ୟାଳୟ ରେ ସେକ୍ସ ଏଜୁକେସନ ଉପରେ ପିଲାଙ୍କୁ ଶିକ୍ଷା ଦେବା ନିହାତି ଦରକାର। ନଚେତ ଯୁବକ ଯୁବତୀ ଏହି ସବୁ କାର୍ଯ୍ୟ କରିବେ ଆଉ ତାକୁ କେହି ଅଟକାଇ ପାରିବେ ନଃ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।