ସବୁ ସମୟ ଖବର ସାଥିରେ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୧୯୮୦-୨୦୦୦ ମସିହା ମଧ୍ୟରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କ ଭାଗ୍ୟର କଣ ରହିଛି ଜାଣନ୍ତୁ

0 91

ଆମ ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ରର ମାନ୍ୟତା ବହୁତ ଅଧିକ ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆମ ଜନ୍ମ ସମୟ ମସିହା ଗୁଡିକ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ କାରଣ ଏଥିରୁ ଆମେ ଆମ ଭବିଷ୍ୟତ ବିଷୟରେ ବହୁତ କିଛି ଜାଣିପାରୁ ।ତେବେ ଆଜି ଆମେ କିଛି ମସିହା ବିଷୟରେ କହିବୁ ସେହି ମସିହାରେ ଯେଉଁ ବ୍ୟକ୍ତି ମାନଙ୍କର ଜନ୍ମ ସେମାନଙ୍କ ଜୀବନରେ ବହୁତ କିଛି ପରିବର୍ତ୍ତନ ହେବାକୁ ଯାଉଛି ତେବେ ଆଜି ଆପଣଙ୍କୁ ୧୯୦୦ ମସିହାରୁ ୨୦୦୦ ମସିହା ଭିତରେ ଜନ୍ମ ହେଇଥିବା ବ୍ୟକ୍ତି ମାନଙ୍କ ଭବିଷ୍ୟତରେ କହିବୁ ତେଣୁ ଆସନ୍ତୁ ଜାଣିବା କଣ ରହିଛି ଆପଣ ଆଗତ ଜୀବନରେ।

୧.୧୯୮୦-୧୯୮୩ ମସିହା:-

ଏହି ମସିହାରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିବିଶେଷ ରୂପରେ ବହୁତ ଆକର୍ଷଣୀୟ ହୋଇଥାନ୍ତି ଯେଉଁଥି ପାଇଁ ଏମାନଙ୍କୁ ବହୁତ ଲୋକେ ପସନ୍ଦ କରିଥାନ୍ତି। ଏମାନଙ୍କ ଧନ କ୍ଷେତ୍ରରେ କେବେ ଅଭାବ ହୁଏ ନାହିଁ।

୨.୧୯୮୧-୧୯୮୪ ମସିହା:-

ଏହି ମସିହାରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିବିଶେଷ ବହୁତ ପରିଶ୍ରମୀ ଏବଂ ସ୍ମାର୍ଟ୍ ଅଟନ୍ତି। ଏମାନେ ସମସ୍ତ କାର୍ଯ୍ୟକୁ ସହଜରେ ସମାଧାନ କରିପାରନ୍ତି।

୩.୧୯୮୨-୧୯୮୫ ମସିହା:-

ଏହି ମସିହାରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିବିଶେଷ ମାନେ ସବୁବେଳେ ନିଜର ମନମାନି କରିଥାନ୍ତି। ବହୁତ କ୍ରୋଧୀ ମଧ୍ୟ ଅଟନ୍ତି। ଟିକିଏ ଟିକିଏ କଥାରେ ରାଗି ଯାଇଥାନ୍ତି।

୪.୧୯୮୬-୧୯୮୮ମସିହା:-

ଏହି ମସିହାରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିବିଶେଷ ମାନେ କାହା କଥାରେ ପଡନ୍ତି ନାହିଁ। କିନ୍ତୁ ଏମାନଙ୍କୁ ସର୍ବଦା ବୁଝି ବିଚାରି କାର୍ଯ୍ୟକରିବା ପାଇଁ ପଡିବ। ନହେଲେ ଅପଦସ୍ତ ହେଇପାରନ୍ତି।

୫.୧୯୮୭-୧୯୮୯ ମସିହା:-

ଏହି ମସିହାରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିବିଶେଷ ମାନେ ନିଜ ପ୍ରେମକୁ ନେଇ ବହୁତ ଆଗ୍ରହୀ ରହିଥାନ୍ତି। ଏଥି ସହିତ ଜୀବନରେ ମାତ୍ର ଜଣକୁ ପ୍ରେମ କରିଥାନ୍ତି।

୬.୧୯୯୦-୧୯୯୨ ମସିହା:-

ଏହି ମସିହାରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିବିଶେଷ ମାନେ ବହୁତ ଭାବୁକ ଅଟନ୍ତି। ଏମାନେ ନିଜର ଭାବନା ଉପରେ ନଜର ଦେବା ଦରକାର ଯାହା ଆପଣଙ୍କୁ ଆଗକୁ ନେବ।

୭.୧୯୯୧-୧୯୯୩ ମସିହା:-

ଏହି ମସିହାରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିବିଶେଷ ମାନେ ଅନ୍ୟମାନଙ୍କୁ ଖୁବ୍ ସହଜରେ ବିଶ୍ଵାସ କରି ନିଅନ୍ତି।

୮.୧୯୯୪-୧୯୯୬ ମସିହା:-

ଏହି ମସିହାରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିବିଶେଷ ବହୁତ ଭଲ ଅଟନ୍ତି। ଏମାନଙ୍କୁ ଯିଏ କେହିବି ନିଜର କରିବାକୁ ଚାହିଁଥାନ୍ତି।

୯.୧୯୯୫-୧୯୯୭ ମସିହା:-

ଏହି ମସିହାରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିବିଶେଷ ଅନ୍ୟ ମାନଙ୍କୁ ଖୁବ୍ ଭଲ ପାଇଥାନ୍ତି ଏଥି ସହିତ ନିଜ ପ୍ରେମକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି।

୧୦.୧୯୯୮-୧୯୯୯ ମସିହା:-

ଏହି ମସିହାରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିବିଶେଷ ମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି। ଏମାନେ କୌଣସି କାର୍ଯ୍ୟାକୁ ଖୁବ୍ ସହଜରେ ହାସଲ କରିପାରନ୍ତି।

୧୧.୧୯୯୯-୨୦୦୦ ମସିହା:-

ଏହି ମସିହାରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିବିଶେଷ ବହୁତ ପରିଶ୍ରମୀ ଏବଂ ଖୁବ୍ ଆତ୍ମବିଶ୍ଵାସୀ ଅଟନ୍ତି। ଏଥି ସହିତ ଏମାନେ ମିଛକୁ ବହୁତ ଘୃଣା କରିଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।