ସବୁ ସମୟ ଖବର ସାଥିରେ

Odia Gk- ଝିଅ( ସ୍ତ୍ରୀ ) ମାନେ ନିଜର ସବୁ ବସ୍ତ୍ରକୁ କେତେବେଳେ ବାହାର କରି ଦେଇଥାନ୍ତି ?ଆଉ ଜଣକୁ ମଧ୍ୟ ଖୁସି କରନ୍ତି 99% ଲୋକ ଫେଲ

0 28

ଆଜି ଆମେ ଆପଣ ମାନଙ୍କୁ କିଛି ଢଗ ଢମାଳିର ପ୍ରଶ୍ନ ଓ ତାର ଉତ୍ତର କହିବୁ। ଯାହା ଆପଣଙ୍କୁ ଖୁବ୍ ଭଲ ଲାଗିବ। ତେବେ ଆପଣମାନେ ଜାଣିଥିବେ କି ଏହି ସବୁ ପ୍ରଶ୍ନ ଏମିତି ହୋଇ ଥାଏ ଯାହା ଉତ୍ତର ବହୁତ ସହଜ ହୋଇ ଥାଏ କିନ୍ତୁ ପ୍ରଶ୍ନ ଶୁଣିଲେ ଅଜବ ଲାଗେ।ଉତ୍ତର ଆସୁଥିଲେ ଥିଲେ ବି ଆମେ ବେଳେ ବେଳେ କନଫ୍ୟୁଜନରେ ପଡି ଯାଇଥାନ୍ତି। ତେବେ ସେମିତି ମଜାଳିଆ ପ୍ରଶ୍ନ ର ଉତ୍ତର ମଧ୍ୟ ଜାଣିବା ପାଇଁ ମନରେ ଖୁବ୍ ଆଗ୍ରହ ଆସିଥାଏ । ଯେଉଁ ପ୍ରଶ୍ନ କୁ ଆଲୋଚନା କରିବା ପରେ ଆମେ ବହୁତ ଖୁସି ହେଇଥାଉ। ତେବେ ଆଜି ଆମେ ଆପଣଙ୍କ ସହିତ ସେହି ଭଳି କିଛି ମଜାଦାର ପ୍ରଶ୍ନ ଓ ତାର ଉତ୍ତର ଆଲୋଚନା କରିବୁ। ତା ହେଲେ ଆସନ୍ତୁ ସେହି ଭଳି ମଜା ମଜା ପ୍ରଶ୍ନ ବିଷୟରେ ଜାଣିବା ଆଉ ତାର ମଜା ନେବା।
ପ୍ରଶ୍ନ ୧. ମୋର କାନ ଅଛି କିନ୍ତୁ ଶୁଣିପାରେ ନାହିଁ, ମୋର ପାଟି ଅଛି କିନ୍ତୁ ଖାଇ ପାରେ ନାହିଁ ମୋର ଆଖି ଅଛି ହେଲେ ମୁଁ ଦେଖି ପାରେ ନାହିଁ , ତେବେ କହିଲ ଦେଖି ମୁଁ କିଏ?
ଉତ୍ତର:- ଏହାର ଉତ୍ତର ହେଉଛି କଣ୍ଢେଇ।
ପ୍ରଶ୍ନ ୨. ମୋ ନାଁ ଶୁଣିଲେ ମାତ୍ରେ ସମସ୍ତେ ଡରନ୍ତି, କିନ୍ତୁ ମୋ ପାଇଁ ସମସ୍ତେ ଖୁବ୍ ପରିଶ୍ରମ କରନ୍ତି ତେବେ କହିଲ ଦେଖି ମୁଁ କିଏ?
ଉତ୍ତର:- ଏହାର ଉତ୍ତର ହେଉଛି ପରୀକ୍ଷା। ପରୀକ୍ଷା ଆସିଲେ ସମସ୍ତଙ୍କୁ ଡର ଲାଗିଥାଏ କିନ୍ତୁ ଏଥି ପାଇଁ ଆମେ ସମସ୍ତେ ଖୁବ୍ ପରିଶ୍ରମ କରିଥାଉ।
ପ୍ରଶ୍ନ ୩. ତାହା କଣ ଯାହା ଆମେ ବଞ୍ଚିଥିଲା ବେଳେ ମାଟିରେ ପୋତି ଥାଉ ଓ ସେ ମରି ଗଲା ପରେ ମାଟିରୁ କାଢି ଆଣି ଥାଉ।
ଉତ୍ତର:- ଏହାର ଉତ୍ତର ହେଉଛି ଗଛ। ଗଛ ଯେତେବେଳେ ବଞ୍ଚି ଥାଏ ଆମେ ତାକୁ ନେଇ ମାଟିରେ ପୋତି ତାର ସେବା ଯତ୍ନ କରି ତାକୁ ବଢେଇ ଥାଉ କିନ୍ତୁ ଗଛଟି ମରିଗଲା ପରେ ତାକୁ ଓପାଡ଼ି ଦେଇଥାଉ।
ପ୍ରଶ୍ନ ୪. ଝିଅ ମାନେ କେତେବେଳେ ନିଜର ସବୁ ବସ୍ତ୍ରକୁ ବାହାର କରି ଦେଇ ଥାନ୍ତି।
ଉତ୍ତର:- ଏହାର ଉତ୍ତର ହେଉଛି ଯେତେବେଳେ ଝିଅ ମାନେ ତାଙ୍କ ଲୁଗାକୁ ଧୋଇ ଖରାରେ ଶୁଖାଇ ଦେଇଥାନ୍ତି ଏବଂ ସେହି ସମୟରେ ହଠାତ୍ କରି ବର୍ଷା ଆସି ଯାଇଥାଏ ସେତେବେଳେ ଝିଅ ମାନେ ଆସି ସୁଖୁ ଥିବା ସମସ୍ତ ଲୁଗାକୁ ବାହାର କରି ଦେଇଥାନ୍ତି।
ପ୍ରଶ୍ନ ୫. ଚିନି ପୁଡ଼ିଆଟି ପାଣିରେ ଲୁଚେଇ ଥିଲି ଚିନି ନେଲା କିଏ?
ଉତ୍ତର:- ଏହାର ଉତ୍ତର ହେଉଛି ପାଣି। କାହିଁକି ନା ଚିନିକୁ ପାଣିରେ ପକାଇଲେ ସିଏ ମିଳେଇ ଯାଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।