ସବୁ ସମୟ ଖବର ସାଥିରେ

Exclusive – ଝିଅକୁ ବିଜେବି କଲେଜ ପଠେଇଥିଲି , ପାଠପଢି କଲେକ୍ଟର ହେବ ବୋଲି ..ହେଲେ ଆମକୁ ସବୁଦିନ ପାଇଁ ଛାଡିକି ଚାଲିଗଲା.. ଦେଖନ୍ତୁ ଏହି Viral ଭିଡ଼ିଓ !

0 17

ନମସ୍କାର ବନ୍ଧୁଗଣ,ସୋସିଆଲ ମିଡ଼ିଆ ରେ ବିଭିନ୍ନ ସମୟରେ ଏମିତି ସବୁ ଘଟଣା ନଜରକୁ ଆସିଥାଏ ଯାହା ସମସ୍ତଂକୁ ଆଶ୍ଚର୍ଯ୍ୟ କରି ଦେଇଥାଏ। ଆଉ ଏଠାରେ ନିକଟରେ ଜଣେ କଲେଜ ଛାତ୍ରୀ ମୃତ୍ୟୁ କୁ ନେଇ ରହସ୍ୟ ଧୀରେ ଧୀରେ ଜାଣିବାକୁ ମିଳିଛି ତେବେ ଆସନ୍ତି ଜାଣିବା।ଏଠାରେ ଏକ ଭିଡ଼ିଓ ନଜରକୁ ଆସିଛି ଯେଉଁଠି ଜଣେ କଲେଜ ଛାତ୍ରୀ ଙ୍କର ମୃତ୍ୟୁ ହୋଇଥିଲା ଯାହା ଏବେ ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହୋଇଛି।
ଏହିଠାରେ ଘଟଣା ସମ୍ପର୍କରେ କିଛି ଜାଣିବାକୁ ମିଳିଛି ଏବଂ ତାଙ୍କର ବାପା ମଧ୍ୟ କିଛି ଯାହା ଆପଣ ମାନେ ଏଠାରେ ଶୁଣିବାକୁ ପାଇଥିବେ। ବିଭିନ୍ନ ସମୟରେ ଏହିପରି ଅନେକ ସ୍ଥାନରେ ନିର୍ଯ୍ୟାତନା ଦିଆ ଯାଇଥାଏ ଯାହା କୁ ସହ୍ୟ କରି ନ ପାରି ଏମିତି କିଛି କରି ଥାଆନ୍ତି ଯାହା ଅନେକ ସମୟରେ ନଜରକୁ ଆସିଥାଏ। ଆଉ ଏହିଭଳି ନିର୍ଯ୍ୟାତନା ବିଭିନ୍ନ ସମୟରେ ସାମ୍ନା କୁ ଆସିଥାଏ ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ।ଏହି ଘଟଣା କୁ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚ୍ଚା ଜୋର ଧରିଛି।
ଆଉ ଏମିତି ଘଟଣା କୁ ନେଇ ବିଭିନ୍ନ ସମୟ ରେ ମଧ୍ୟ ନ୍ୟାୟ ମିଳି ପାରିନାହିଁ ଯାହା ସମସ୍ତେ ଜାଣିଥିବେ। ଆଉ ଏଠାରେ ସେହି ଘଟଣା କୁ ନେଇ ତାଙ୍କର ବାପା ଓ ମା ମଧ୍ୟ ଏବେ ଯାଏ ନ୍ୟାୟ ଦାବି ରେ ରହିଛନ୍ତି।ସେହି ବିଜେବି କଲେଜ ଛାତ୍ରୀ ଜଣଙ୍କ ମୃତ୍ୟୁ ପୂର୍ବରୁ ଏଓ ସୁଇସାଇଡ ନୋଟ ଲେଖି ଦେଇ ଥିଲା ଯାହା ର ଭାଇରଲ ଏବେ ହୋଇଛି।

ଆଉ ସେଠାରେ ସମ୍ପୂର୍ଣ୍ଣ ଭାବରେ ଲେଖି ଦେଇଛନ୍ତି ଯେ ତାଙ୍କର ଏହି ମୃତ୍ୟୁ ପଛରେ ସିନିୟର ପିଲାଙ୍କର ନିର୍ଯ୍ୟାତନା ଯାହା ଆପଣ ମାନେ ଏଠାରେ ଶୁଣିବାକୁ ପାଇଥିବେ।ଆଉ ସେହି ତିନି ଜଣ ସିନିୟର ଯେଉଁମାନେ ତାଙ୍କୁ ବେଶୀ କଷ୍ଟ ଦେଇ ଥାଆନ୍ତି ଯାହା ଫଳ ରେ ସହ୍ୟ କରି ନ ପାରି ସେ ଆତ୍ମହତ୍ୟା କରି ଦେଇଛି। ଆଉ ମଧ୍ୟ ତାଙ୍କର ମଧ୍ୟ ଅନେକ ସ୍ୱପ୍ନ ରହିଥିଲା ଯାହା ଏଠାରେ ଜାଣିବାକୁ ମିଳିଛି।

ଆଉ ଏହିଠାରେ ତାଙ୍କର କଲେକ୍ଟର ହେବା ପାଇଁ ବଡ଼ ଇଚ୍ଛା ରହିଥିଲା ଯାହା ପାଇଁ ସେ ନିଜେ ନିଜେ ମଧ୍ୟ ପଢାପଢି କରୁଥିଲେ ଏବଂ ତାଙ୍କର ବାପା ଓ ମା ଙ୍କ ସହିତ ସମସ୍ତ ପରିବାର ଙ୍କୁ ସେ ବହୁତଭଲ ପାଇଥିଲେ।ଆଉ ତାଙ୍କ ବାପା ଙ୍କର ବଡ଼ ଇଚ୍ଛା ରହିଥିଲା ଯେଉଁଠି ଝିଅ ପଢିବା ପରେ ବଡ଼ ମଣିଷ ହେବ ନେଇ ସ୍ୱପ୍ନ ଦେଖିଥିଲେ। ଆଉ ଏହି ଠାରେ ରାଗିଙ୍ଗ ପାଇଁ ଝିଅ ଆଜି ଏମିତି କିଛି କରି ଦେଇଛି। ଆଉ ସେହି ସିନିୟର ମାନଙ୍କ ପାଇଁ ଏମିତି କରିଦେଲା ଯାହା ର ତଦନ୍ତ ଏବେ ମଧ୍ୟ ଚାଲିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।