
Viral Video : ଯାତ୍ରା ପେଣ୍ଡାଲରେ ରାଣୀ ପଣ୍ଡାଙ୍କୁ ଜବରଦସ୍ତ ମାଡ଼ ମାରିଲେ ଯୁବତୀ ,ଭିଡ଼ିଓ ଦେଖିଲେ ଆପଣଙ୍କ ହୋସ ଉଡିଯିବ ! ଦେଖନ୍ତୁ ଏହି viral ଭିଡ଼ିଓ..
କଳା ଓ ଅଭିନୟ ଦ୍ୱାରା ଦର୍ଶକ ମାନେ ଝୁମି ଉଠନ୍ତି | ମନୋରଞ୍ଜନ ଜଗତରେ ମଣିଷ ସବୁବେଳେ ମତୁଆଲା ହୋଇ ଯାଇଥାଏ ଏବଂ ଏମାନଙ୍କୁ ମତୁଆଲା କରିଥାନ୍ତି କଳାକାର ମାନେ | ନିଜର ଦୁଃଖକୁ ପାଶୋରି ଯାଇ ଥାଏ ଓ ପୁଣି ନୂଆ କରି ଜିଁଇବାର ଅସୁମାରୀ ଆଶା ଆଣି ଥାଏ | ଯାତ୍ରା ଜଗତ ହେଉ ବା ସିନେ ଜଗତ ହେଉ ସବୁଆଡେ କଳାକାର ମାନଙ୍କର ଚର୍ଚ୍ଚା ହୋଇଥାଏ ଏବଂ ତାଙ୍କର ଜୀବନ ଶୈଳୀଙ୍କୁ ସାଧାରଣ ଲୋକେ ଜାଣିବାକୁ ଚେଷ୍ଟା କରିଥାନ୍ତି |
ଯାତ୍ରା ଜଗତର କଳାକାର ମାନଙ୍କ କଥା କହିଲେ ସମସ୍ତଙ୍କ ମନକୁ ଆସିଯାନ୍ତି ରାନୀ ପଣ୍ଡା | ନିଜର କଳାର ମାଧୁର୍ଯ୍ୟରେ ଏବଂ କଥା ଚାତୁରୀରେ ସମସ୍ତଙ୍କ ମନା ଜିଣିଥାନ୍ତି | କେତେବେଳେ ସେ କୋଉଠି ଏକ ହିରୋଇନର ଚରିତ୍ରରେ ଦେଖିବାକୁ ମିଳୁଥିବା ବେଳେ କେତେବେଳେ ଦରିଦ୍ର ମାନଙ୍କୁ ସାହାଯ୍ୟ କରୁଥିବାର ଦେଖିବାକୁ ମିଳିଥାଏ |ଖଣ୍ଡଗିରି ଯାତ୍ରାରେ ନିଜର ବୋଲଡ ଡାନ୍ସ ଏବଂ ଅଭିନୟକରି ପ୍ରସିଦ୍ଧ ଲାଭ କରି ଥିଲେ ରାଣୀ ପଣ୍ଡା | ସେ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଟ୍ରଲରେ ଦେଖିବାକୁ ମିଳନ୍ତି | ସେ ବହୁତ ଯାତ୍ରାରେ ଅଭିନୟ କରିବା ସହିତ ଟିଭି ପରଦାରେ ଓ ଆଲବମରେ ମଧ୍ୟ ଅଭିନୟ କରିଛନ୍ତି |
କିଛି ଦିନ ପୂର୍ବରୁ ସେ ସୋସିଆଲ ମିଡ଼ିଆ ମାଧ୍ୟମରେ ନିଜର ଜୀବନର ଦୁଃଖ କଥା କହିଥିଲେ ଏବଂ ସେ ଜଣେ ପୁରୁଷଙ୍କ ପାଇଁ ମରି ମରି ବଂଚୁଛନ୍ତି ବୋଲି କହି ଥିଲେ |ସେ ପୁରୁଷ ଜଣକ ନଅ ମାସ ହେଲାଣି ମେଣ୍ଟାଲି ଟର୍ଚ୍ଚର କରୁଛନ୍ତି |ସେ ଲୋକ ଜଣକ ରାଣୀଙ୍କୁ ଫେସ ଟୁ ଫେସ କହିଛନ୍ତି କି କିଛି ଦଳୀୟ ଲୋକ ମାନଙ୍କୁ ନେଇ ମୋର୍ଡର କରିବେ ଓ ଯୋଉଁ ଜାଗାରେ ରହୁଛନ୍ତି ସେହିଠାରେ ରଖେଇ ଦେବେ ନାହିଁ | ରାନୀ ପଣ୍ଡା ଯଦି ତାହାର ପରିଚୟ ପ୍ରଘଟ କରିଲେ ସେ ତାଙ୍କର ଏକ୍ସ ବୟଫ୍ରଣ୍ଡ ଓ ତାଙ୍କର ପରିବାରକୁ ମୋର୍ଡର କରି ଦେବେ ବୋଲି ଧମକ ଦେଉଥିବାର ରାଣୀ ପଣ୍ଡା ଗଣ ମାଧ୍ୟମକୁ ଜଣାଇଥିଲେ |କିନ୍ତୁ ଆଜିର ଏହି ଭିଡିଓରେ ଆମେ ଆପଣଙ୍କୁ ଜଣାଇବୁ ଯେ ଏକ ଭିଡିଓରେ ରାଣୀ ପଣ୍ଡା ମାଡ଼ ଖାଇ ଅସୁସ୍ଥ ହେବାର ଦେଖିବାକୁ ମିଳିଛି
ଆଜି ପୁଣି ଏମିତି ଏକ ଖବର ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି | ଯୋଉଁଥିରେ ରାଣୀ ପଣ୍ଡାଙ୍କ ଆଖି ବହୁତ ଫୁଲି ଥିବାର ଜଣା ପଡୁଛି | ଏବଂ ସେ ବହୁତ ଅସୁସ୍ଥ ଥିବାର ମଧ୍ୟ ଜଣା ପଡୁଛି | ସେ ଏକ ଯାତ୍ରାର ରିହଲସଲ ସମୟରେ ନିଜର ଚରିତ୍ରକୁ ବେଶ ନିଖୁଣ ଭାବରେ ଲିଭାଇ ଥିବାର ଏକ ଦୃଶ୍ୟ ଭିଡିଓ ମାଧ୍ୟମରେ ଜଣା ପଡୁଛି |
ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ସେ ଜଣେ ମହିଳାଙ୍କ ଦ୍ୱାରା ନିର୍ଯାତିତ ହେଉଛନ୍ତି ଓ ତାଙ୍କ ମାଆ ଚରିତ୍ରରେ ଅଭିନୟ କରୁଥିବା ମହିଳା ଜଣଙ୍କ ତାଙ୍କୁ ବଞ୍ଚାଇ ବାକୁ ଚେଷ୍ଟା କରୁଛନ୍ତି | କିନ୍ତୁ ରାଣୀ ପଣ୍ଡା ଅନ୍ୟ ଜଣେ ମହିଳା ଦ୍ୱାରା ପ୍ରବଳ ମାଡ଼ ଖାଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି | ଏହା ଏକ ଯାତ୍ରାର ଅଭିନୟ ପାଇଁ ଅଭ୍ୟାସ କରା ଯାଉଥିବାର ଜଣା ପଡୁଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।