ସବୁ ସମୟ ଖବର ସାଥିରେ

Breaking News : ବାହା ହେବେ ପ୍ରକୃତି ମିଶ୍ର ! ପ୍ରକୃତିକୁ ବୁଝାଇଲେ ବାପା ମନ୍ମଥ ମିଶ୍ର… କାରଣ ଜାଣିଲେ ଆପଣଙ୍କ ହୋସ ଉଡିଯିବ…ଦେଖନ୍ତୁ Video

0 48

ଜୁଲାଇ ତେଇଶି ତାରିଖ ଠାରୁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଛନ୍ତି ପ୍ରକୃତି ମିଶ୍ର | କାରଣ ଭୁବନେଶ୍ୱରର ଏୟାର ପୋର୍ଟ ପାଖରେ ବାବୁସାନଙ୍କ ସ୍ତ୍ରୀଙ୍କ ହାତରୁ ମାଡ଼ ଖାଇବା ପରେ ଓଡ଼ିଶାର ପ୍ରତ୍ୟେକ ଗଣ ମାଧ୍ୟମରେ ସେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି | ଏହି ଘଟଣା କିଛି ଦିନ ପରେ ଥମି ଯାଇ ଥିଲେ ମଧ୍ୟ ପ୍ରକୃତି ଏହାକୁ ଥମିବାକୁ ଦେଇ ନ ଥିଲେ | ଏହା ନେଇ ଗଣ ମାଧ୍ୟମରେ ବହୁତ ଲୋକ ବିଭିନ୍ନ ପ୍ରକାର ଉପଦେଶ ଦେଇ ଥିବାର ଦେଖିବାକୁ ମିଳିଥିଲା | ଆଜି ଶୁଣିବାକୁ ମିଳୁଛି କି ପ୍ରକୃତି ମିଶ୍ର କିଛି ଦିନ ଭିତରେ ବିବାହ କରିବାକୁ ଯାଉଛନ୍ତି | ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ଖୁବ ଶୀଘ୍ର ବାହା ହେବାକୁ ଯାଉଛନ୍ତି ଓଲିଉଡ଼ର ଅଭିନେତ୍ରୀ ପ୍ରକୃତି ମିଶ୍ର | ଏହି ଭଳି କିଛି ନିଷ୍ପତି ନେଉଛନ୍ତି ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ଓ ତାଙ୍କ ମାଆ କୃଷ୍ଣା ମିଶ୍ର | ପ୍ରକୃତି ମିଶ୍ରଙ୍କୁ ଶୀଘ୍ର କୁଆଡେ ବାହା କରାଇ ଦେବେ | କାରଣ ଏଭଳି ଚର୍ଚ୍ଚା ଓ ଅପଦସ୍ଥ ଓ ହୀନସ୍ଥା ହେବା ପରେ ସେମାନଙ୍କ ମୁଣ୍ଡରେ ଏବେ ବୁଦ୍ଧି ପଶିଚି ଯେ ଝିଅକୁ ବାହା କରାଇ ଦେବେ | ଆପଣ ମାନେ ଜାଣି ଥିବେ ଯେ ପ୍ରକୃତି ମିଶ୍ରଙ୍କୁ କିଭଳି ଭାବେ ଲଜ୍ୟା ହେବାକୁ ପଡି ଥିଲା ଓ କି ଭଳି ଭାବେ ସେ ବାବୁସାନଙ୍କ ସ୍ତ୍ରୀ ତୃପ୍ତି କୋଉଁ ଭଳି ଭାବେ ମାଡ଼ ମାରି ଠେଲି ଦେଇ ଥିଲେ |

ତେବେ ଲୋକ ମାନେ ଚର୍ଚ୍ଚା କରୁଛନ୍ତି ଯେ ଏଭଳି ବିବାହିତ ପୁରୁଷ ମାନଙ୍କ ସହିତ ସମ୍ପର୍କ ରଖିଲେ ଏହି ଭଳି ଅପଦସ୍ତ ହେବାକୁ ପଡି ଥାଏ | ଏହି ସବୁରେ ଲିପ୍ତ ନ ରହି ନିଜେ ନିଜର ବାହା ହୋଇ ସୁନାର ସଂସାର ବସାଇ ପାରିବେ | ଏବଂ ଏହି ଖବର ପାଇଁ ବହୁତ ବୁଦ୍ଧିଜୀବୀ ଓ ସମାଜ ସେବୀ ମଧ୍ୟ କହିଛନ୍ତି ଯେ ପ୍ରକୃତି ମିଶ୍ରଙ୍କୁ ଖୁବ ଶୀଘ୍ର ବିବାହ କରି ଯିବା ଉଚିତ |

ବିବାହ ହୋଇ ଗଲା ପରେ ସେ ନିଜର ଜୀବନ ଶୈଳୀକୁ ନିଜେ ସୁଧାରି ପାରିବେ ଓ ଖୁସିରେ ରହିବେ|ଅନ୍ୟର ସଂସାର ଭିତରକୁ ପସିବେ ନାହିଁ | ନିଜ ଜୀବନ ଓ ନିଜ ସ୍ୱାମୀ ଓ ପିଲା ଛୁଆକୁ ନେଇ ଆଗକୁ ବଢିବେ | ନିଜର ସୁନ୍ଦର ସଂସାର ସହିତ ସୁନ୍ଦର କ୍ୟାରିୟର ମଧ୍ୟ ଗଠନ କରି ପାରିବେ | ଏହି ଭଳି ଚର୍ଚ୍ଚା ହେଉ ଥିବା ବେଳେ କୁହା ଯାଉଛି କି ସେ ଅତି ଶୀଘ୍ର ବିବାହ କରିବାକୁ ଯାଉଛନ୍ତି | ତେବେ ଏହି ଘଟଣା କେତେ ଦୂର ସତ ତାହା ସମୟ ଆସିଲେ ଜଣା ପଡିବ ଯୋଉଁ ଦିନ ତାଙ୍କର ହାତ ଗଣ୍ଠି ପଡିବ | ଆଉ ଦେଖିବାକୁ ରହିଲା କିଏ ତାଙ୍କର ଜୀବନ ସାଥି ହେଉଛନ୍ତି

ତେବେ ଏମାନଙ୍କ ବିଷୟରେ ତୃପ୍ତି କହି ଥିଲେ ଯେ ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ରହିଛି | ଦୁହେଁ ଲୁଚି ଲୁଚି ବହୁତ ହୋଟେଲରେ ସମୟ ବିତାଇ ଛନ୍ତି | ଏଭଳି ସମ୍ପର୍କକୁ ସେ ନିଜେ ଦେଖିଛନ୍ତି ଓ ତାହାର ପ୍ରମାଣ ଅଛି ବୋଲି କହି ଥିଲେ|ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।