
ପୁରୁଷ ଓ ମହିଳା ମାନଙ୍କ ମୁହଁରେ ଓ ଛାତିରେ ବାଳ ଥିଲେ ଜଣାନ୍ତୁ ଭୟଙ୍କର କଥା….
ମଣିଷର ବିଭିନ୍ନ ଶରୀର ଗଠନର ଆବଭାବରୁ ତାର ଚରିତ୍ର ଓ ଗୁଣ ବିଷୟରେ ଜଣା ପଡି ଥାଏ | ଏମିତି କି ମହିଳା ଓ ପୁରୁଷଙ୍କର ଚୁଟିରୁ ହିଁ ବହୁତ କିଛି ଜଣା ପଡିଥାଏ | ଆଜି ଆମେ ଆପଣଙ୍କୁ ଜଣାଇବୁ କି ପୁରୁଷ ମାନଙ୍କର ଛାତିରେ ଚୁଟି ରହିଲେ କଣ ହୋଇ ଥାଏ ଓ ମହିଳା ମାନଙ୍କର କେଉଁ ସ୍ଥାନରେ ଚୁଟି ରହିଲେ ସେମାନେ ଭାଗ୍ୟ ବତୀ ହୋଇଥାନ୍ତି | ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ସମୁଦ୍ର ଶାସ୍ତ୍ର ଅନୁସାରେ ପୁରୁଷ ମାନଙ୍କର ଛାତିକୁ ଅଲଗା ଅଲଗା ପ୍ରକାରରେ କୁହା ଯାଇଛି | ଏହି କଥାକୁ ଜାଣିଲେ ଯେ କେହି ଗମ୍ଭୀର ବ୍ୟକ୍ତି ତାଙ୍କର ସବୁ କଥାକୁ ଜାଣି ପାରିବେ | ଏହି ସବୁ ଜାଣିଲେ ଆପଣ ସେମାନଙ୍କର ସ୍ଵଭାଵ ବିଷୟରେ ଜାଣି ପାରିବେ |
ସମୁଦ୍ର ଶାସ୍ତ୍ର ଅନୁସାରେ ଯେ କେବଳ ମହିଳା ମାନଙ୍କର ଚରିତ୍ର ଓ ସ୍ଵଭାଵ ବିଷୟରେ ଜାଣିବା ସହିତ ପୁରୁଷ ମାନଙ୍କର ମଧ୍ୟ ଜଣା ପଡି ଥାଏ | ପୁରୁଷ ମାନଙ୍କର ଛାତିକୁ ଦେଖିଲେ ସେମାନଙ୍କ ଭିତରେ ଲୁଚି ରହିଥିବା କଥା ଗୁଡିକୁ ମଧ୍ୟ ଜାଣି ହୋଇ ଥାଏ |
ଯେଉଁ ପୁରୁଷ ମାନଙ୍କର ଛାତି ସମାନ୍ତର ହୋଇ ଥାଏ ସେମାନେ ଧନବାନ ହେବାର ସମ୍ଭାବନା ଥାଏ | କିନ୍ତୁ ଏହି ପୁରୁଷ ମାନେ ସାମାଜିକ ନ ହୋଇ ବ୍ୟବହାରିକ ହୋଇ ଥାନ୍ତି | ଏମାନଙ୍କ ଠାରେ ମୌଳିକତାର କମି ରହିଥାଏ | ଏମାନେ ପରିବାର ଠାରୁ ନିଜ କାମକୁ ଅଧିକ ଧ୍ୟାନ ଦେଇଥାନ୍ତି | ଯାହା ଫଳରେ ଏମାନଙ୍କର ସ୍ତ୍ରୀ ସହିତ ସମ୍ପର୍କ ଭଲ ହୋଇ ନ ଥାଏ |
ଯୋଉଁ ପୁରୁଷ ମାନଙ୍କର ଛାତି ଅଧିକ ଫୁଲି ଉଠିଥାଏ ସେମାନଙ୍କୁ ସବୁ ପ୍ରକାର ସୁଖ ଶାନ୍ତି ପ୍ରାପ୍ତ ହୋଇ ଥାଏ |ଏମାନେ ସାହସୀ, ପରାକ୍ରମୀ ଓ ବହୁତ ପରିଶ୍ରମୀ ହୋଇ ଥାନ୍ତି | ଏମାନେ ଅନେକ ଭାବୁକ ହୋଇ ଥାନ୍ତି | କିନ୍ତୁ ଏମାନେ ଛୋଟ କଥାକୁ ନେଇ ରାଗି ଯାଇଥାନ୍ତି | ପୁରୁଷ ମାନଙ୍କର ଛାତିରେ ବାଳ ରହିବା ଏକ ବହୁତ ଶୁଭ ଲକ୍ଷଣ ଅଟେ | ଏମାନଙ୍କୁ ଜୀବନରେ ସବୁ ପ୍ରକାର ସୁଖ ସୁବିଧା ପ୍ରାପ୍ତ ହୋଇ ଥାଏ | ଏମାନେ ବହୁତ ଦୟାଳୁ ହୋଇଥାନ୍ତି |
ଯୋଉଁ ପୁରୁଷ ମାନଙ୍କର ଛାତିରେ ଚୁଟି ନ ଥାଏ ସେମାନଙ୍କର ବ୍ୟବହାର ଓ କୁଶଳତାରେ ଅଧିକ. କମି ରହିଥାଏ | ଏମାନେ ସାଧାରଣ ଜୀବନ ବାହିତ କରିଥାନ୍ତି ଓ ଉନ୍ନତି କରି ପାରି ନ ଥାନ୍ତି | ଛାତି ଚଉଡା ଥିବା ପୁରୁଷ ଅଧିକ ସାହସୀ ସହିତ ବହୁତ ପରିଶ୍ରମୀ ହୋଇ ଥାନ୍ତି |
ଯୋଉଁ ମହିଳା ମାନଙ୍କର ଚୁଟି ଲମ୍ବା ଓ ଘନ ହୋଇଥାଏ ସେମାନଙ୍କୁ ସଫଳତା ମିଳି ଥିବାର ସୂଚନା ମିଳିଥାଏ | ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି |
ଏମାନଙ୍କୁ ଯୋଉଁ ପୁରୁଷ ବିବାହ କରିଥାନ୍ତି ସେମାନେ ମଧ୍ୟ ବହୁତ ଭାଗ୍ୟବାନ ହୋଇଯାନ୍ତି | ଯେଉଁ ମହିଳା ମାନଙ୍କର ମୁଣ୍ଡରେ ଚୁଟି ରହିଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି କିନ୍ତୁ ଜିଦି ସ୍ଵଭାବର ହୋଇଥାନ୍ତି | ଏମାନେ ବହୁତ କାର୍ଯ୍ୟରେ ସଫଳତା ଲାଭ କରିଥାନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।