ସବୁ ସମୟ ଖବର ସାଥିରେ

ଗାଁ ରୁ ଆଣି ( ରାଣୀ ପଣ୍ଡାକୁ )ମୁଁ ମାଳି ସାହିରେ ବିକ୍ରି କରି ଦେଇଛି ଆଉ ତାପରେ ଯାହା ହେଲା…ରାଣୀପଣ୍ଡାଙ୍କ ଜୀବନର ନିଚ୍ଛକ କଥାକୁ ନେଇ ହୋଇଛି ଏ ଯାତ୍ରା !ଦେଖନ୍ତୁ video

0 17

ଯାତ୍ରା ଜଗତର କଳାକାର ମାନଙ୍କ କଥା କହିଲେ ସମସ୍ତଙ୍କ ମନକୁ ଆସିଯାନ୍ତି ରାନୀ ପଣ୍ଡା | ନିଜର କଥା କହିବା ଷ୍ଟାଇଲ ଓ ସୁନ୍ଦର ଅଭିନୟ ଦ୍ୱାରା ସମସ୍ତଙ୍କ ମନ ଜିଣିଥାନ୍ତି | କେତେବେଳେ ସେ କୋଉଠି ଏକ ହିରୋଇନର ଚରିତ୍ରରେ ଦେଖିବାକୁ ମିଳୁଥିବା ବେଳେ କେତେବେଳେ ଦରିଦ୍ର ମାନଙ୍କୁ ସାହାଯ୍ୟ କରୁଥିବାର ଦେଖିବାକୁ ମିଳିଥାଏ | ସୋସିଆଲ ମିଡିଆରେ ଅଧିକାଂଶ ସମୟରେ ସେ ଟ୍ରଲରେ ରୁହନ୍ତି ତାଙ୍କର ସ୍ପଷ୍ଟ କଥା ପାଇଁ |
ଆପଣ ମାନେ ବିଭିନ୍ନ ଯାତ୍ରା ଓ ନାଟକ ଦେଖି ଥିବେ | ଯେ କୌଣସି ଯାତ୍ରା ବା ନାଟକରେ କମେଡିଆନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ ରହି ଥାଏ | କାହିଁକି ନା ନିଜର କିଛି ମଜାଳିଆ ଡାଇଲଗରେ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି ସେମାନେ | ଯାତ୍ରା ସ୍ଵର୍ଣ ମନ୍ଦିର ଦ୍ୱାରା ପ୍ରସ୍ତୁତ ହୋଇଥିବା ରାଣୀ ପଣ୍ଡାଙ୍କ ଜୀବନ ନାଟକ ଘୋଡା ହାତୀ ଗଣ୍ଡାକୁ ଗଣ୍ଡା, ଏକା ଲଢ଼ିବ ରାଣୀ ପଣ୍ଡା |

ଏହି ଯାତ୍ରାଟି ଏକ ସତ୍ୟ ଘଟଣାକୁ ନେଇ ପ୍ରସ୍ତୁତ କରା ଯାଇଛି | ଏହା ରାଣୀ ପଣ୍ଡାଙ୍କ ଜୀବନକୁ ଆଧାର କରାଯାଇଛି | ଏହି ଯାତ୍ରାରେ କମେଡିଆନ ଚରିତ୍ରରେ ଯିଏ ଅଭିନୟ କରିଛନ୍ତି ସେ ଏଥିରେ ଥିବା କାହାଣୀକୁ ଆଲୋକପାତ କରିଛନ୍ତି ଗଣ ମାଧ୍ୟମ ଆଗରେ | ଆସନ୍ତୁ ଜାଣିବା ସେ ସମ୍ପର୍କରେ |

ଘୋଡା ହାତୀ ଗଣ୍ଡାକୁ ଗଣ୍ଡା, ଏକା ଲଢ଼ିବ ରାଣୀ ପଣ୍ଡା ନାଟକଟିରେ ରାଣୀ ପଣ୍ଡା ଲିଡ଼ ରୋଲ କରିଛନ୍ତି | ଏହା ସମ୍ପୂର୍ଣ ଭାବେ ତାଙ୍କ ଜୀବନ କାହାଣୀ ଉପରେ ଆଧାରିତ | ଏହି ଯାତ୍ରାର ପ୍ରଯୋଜକ ପିଣ୍ଟୁ ଓର ଅଫ ମୁକ୍ତି କାନ୍ତ ସାମଲ | ସେ ରାଣୀ ପଣ୍ଡାଙ୍କ ଜୀବନ ଶୈଳୀ ଉପରେ ନାଟକଟିକୁ ଅତି ସୁନ୍ଦର ଭାବେ ପରି ପ୍ରକାଶ କରିଛନ୍ତି | ଦର୍ଶକ ମାନେ ମଧ୍ୟ ଏହାକୁ ଖୁବ ପସନ୍ଦ କରୁ ଥିବାର ଦେଖିବାକୁ ମିଳିଛି |

ଏହି ନାଟକରେ କମେଡିଆନ ଜଣଙ୍କ ଦ୍ୱାରା ରାଣୀ ପଣ୍ଡା ଠକି ଯାଉଛନ୍ତି | କମେଡିଆନ ଜଣଙ୍କ ତାଙ୍କୁ ହିରୋଇନ କରିବାର ପ୍ରତିଶୃତି ଦେଇ ତାଙ୍କୁ ଗାଁରୁ ଆଣି ସହର ନେଇ ଆସିଛନ୍ତି | ସହର ଆସିଲା ପରେ ତାଙ୍କୁ କିଛି ଟଙ୍କା ପାଇଁ ତାଙ୍କୁ ମାଳିସାହିରେ ବିକ୍ରି କରି ଦେଇଛନ୍ତି | ଏହି ଭଳି ଭାବେ ଏହି ନାଟକଟି ବହୁତ ଭଲ ହୋଇଛି ଏବଂ ସେ ସମସ୍ତ ଦର୍ଶକ ମାନଙ୍କୁ ଦେଖିବା ପାଇଁ ଅନୁରୋଧ କରିଛନ୍ତି |

ଏହି ନାଟକଟି ଲୋକ ମାନଙ୍କ ଠାରେ ବେଶ ଆଦୃତ ଲାଭ କରିଛି | ସେଥି ପାଇଁ ଏହି ନାଟକ ଟିକୁ ଦେଖିବା ପାଇଁ ଲୋକ ମାନଙ୍କର ଭିଡ ଲାଗି ରହିଛି | ଏହି ନାଟକଟିର ପ୍ରଥମ ଦିନରେ ହାଉସ ଫୁଲ ହୋଇଥିବା ବେଳେ ଦ୍ୱିତୀୟ ଦିନ ମଧ୍ୟ ହାଉସ ଫୁଲ ହୋଇ ଥିବାର ଦେଖିବାକୁ ମିଳିଛି | ଏହି ନାଟକଟି ବହୁତ ନିଆରା ହୋଇଥିବା ବେଳେ ସ୍ୱତନ୍ତ୍ର ମଧ୍ୟ ହୋଇଛି |

ଏବଂ ଏହି ନାଟକଟି ସୁପର ହିଟ ହୋଇଥିବା ବେଳେ ଏଥିରେ ରାଣୀ ପଣ୍ଡା ବହୁତ ଭଲ ଅଭିନୟ କରିଛନ୍ତି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।