ସବୁ ସମୟ ଖବର ସାଥିରେ

IAS QUESTION -ଝିଅମାନଙ୍କର ଶରୀର ଏମିତି କେଉଁ ଜିନିଷ ପ୍ରତି ଦୁଇମାସର ବଦଳିଥାଏ ?ଝିଅର ଉତ୍ତର ଶୁଣି ଅଫିସର ହେଲେ ଅବାକ…

0 12

ଆଜି ଆମେ ଆପଣ ମାନଙ୍କ ସହିତ କିଛି ଇଣ୍ଟ୍ରେଷ୍ଟିଂ ଏବଂ ମଜାଦାର ପ୍ରଶ୍ନ ଓ ତାର ଉତ୍ତର ବାବଦରେ ଜଣାଇବୁ। ଯାହା ଆପଣଙ୍କୁ ନିଶ୍ଚିତ ପସନ୍ଦ ଆସିବ।ତେବେ ଆସନ୍ତୁ ଜାଣିବା କଣ ରହିଛି ଆଜିର ପ୍ରଶ୍ନ ଓ ତାର ଉତ୍ତର।
ପ୍ରଶ୍ନ ୧. କେଉଁ ରାଜ୍ୟରେ ହାମ୍ପି ନୃତ୍ୟ ଉତ୍ସବ ପାଳନ କରାଯାଏ ?
ଉତ୍ତର- କର୍ଣ୍ଣାଟକ
ପ୍ରଶ୍ନ ୨. ଭାରତରେ ପ୍ରତି ବର୍ଷ ରାଷ୍ଟ୍ରୀୟ ବିଜ୍ଞାନ ଦିବସ କେବେ ପାଳନ କରାଯାଏ ?
ଉତ୍ତର- ୨୮ ଫେବୃଆରୀ
ପ୍ରଶ୍ନ ୩. ଜୈନ ଧର୍ମରେ ହାତରେ ଏକଚକ୍ର ଥିବା ହାତ ଦ୍ଵାରା କଣ ଚିହ୍ନିତ କରାଯାଇ ଥାଏ ?
ଉତ୍ତର- ଅହିଂସା ନୀତି
ପ୍ରଶ୍ନ ୪. ମହାତ୍ମା ଗାନ୍ଧୀଙ୍କର ମାତାଙ୍କ ନାମ କଣ ?
ଉତ୍ତର- ପୁତୁଲିବାଇ ଗାନ୍ଧୀ

ପ୍ରଶ୍ନ ୫. କାହାର ପ୍ରୟୋଗ ଶିରକା ପ୍ରସ୍ତୁତ କରିବା ନିମନ୍ତେ ବ୍ୟବହାର କରାଯାଏ ?
ଉତ୍ତର- ଏସିଟିକ ଏସିଡ
ପ୍ରଶ୍ନ ୬. ‘ହାତରେ ସୋରିଷ ଜମାଇବା’ ଏହି ଢଗର ଅର୍ଥ କଣ ?
ଉତ୍ତର- ଅସମ୍ଭବ କାର୍ଯ୍ୟ କରି ଦେଖାଇବା ।
ପ୍ରଶ୍ନ ୭. ଦୁନିଆର ସବୁଠାରୁ ବଡ କ୍ରିକେଟ ମଇଦାନର ନାମ ବଦଳିକି ଏବେ କଣ ରଖାଯାଇଛି ?
ଉତ୍ତର- ନରେନ୍ଦ୍ର ମୋଦୀ ଷ୍ଟାଡିୟମ
ପ୍ରଶ୍ନ ୮. କେଉଁ ଋତୁରେ ଆମକୁ ଅଧିକ ବସ୍ତ୍ରର ଆବଶ୍ୟକତା ହୋଇଥାଏ ?
ଉତ୍ତର- ଶୀତ ଋତୁ
ପ୍ରଶ୍ନ ୯. ମୋହିନୀ ଅଟ୍ଟମ କେଉଁ ଭାରତୀୟ ରାଜ୍ୟର ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟ ଅଟେ ?
ଉତ୍ତର- ମୋହିନୀ ଅଟ୍ଟମ
ପ୍ରଶ୍ନ ୧୦. ‘ମୋ ଜୀବନ, ମୋ ମିସନ’ କେଉଁ ଭାରତୀୟ ବ୍ୟକ୍ତିତ୍ବର ଆତ୍ମକଥା ଅଟେ ?
ଉତ୍ତର- ବାବା ରାମଦେବଙ୍କ ବ୍ୟକ୍ତିତ୍ବର ଆତ୍ମକଥା ଅଟେ ।
ପ୍ରଶ୍ନ ୧୧. ସ୍ଵେଜ ନହର କେଉଁ ଦୁଇ ସାଗରକୁ ଯୋଡି ଥାଏ ?
ଉତ୍ତର- ସ୍ଵେଜ ନହର ଭୂମଧ୍ୟ ସାଗର-ଲାଲ ସାଗରକୁ ଯୋଡି ଥାଏ।

ପ୍ରଶ୍ନ ୧୨. ବିଶ୍ବରେ କଦଳୀର ସବୁଠାରୁ ବଡ ଉତ୍ପାଦକ କିଏ ?
ଉତ୍ତର- ନେଦରଲ୍ୟାଣ୍ଡ
ପ୍ରଶ୍ନ ୧୩. ଆତଙ୍କବାଦ ବିରୋଧୀ ଦିବସ କେବେ ପାଳନ କରାଯାଏ?
ଉତ୍ତର- ୨୧ ମେ
ପ୍ରଶ୍ନ ୧୫. ଲୋକସଭାର ପାର୍ଥୀ ହେବା ନିମନ୍ତେ ସର୍ବନିମ୍ନ ବୟସ ସୀମା କେତେ?
ଉତ୍ତର- ୨୫ ବର୍ଷ
ପ୍ରଶ୍ନ ୧୬. ଭାରତର ସବୁଠାର ବଡ ଜିଲ୍ଲା କେଉଁଠି?
ଉତ୍ତର- ଭାରତର ସବୁଠାର ବଡ ଜିଲ୍ଲା ହେଉଛି ଗୁଜୁରାଟର ‘କଚ୍ଛ ଜିଲ୍ଲା’

ପ୍ରଶ୍ନ ୧୭. ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ସର୍ବେ ପ୍ରଥମେ କାହାକୁ ଦିଆ ଯାଇଥିଲା?
ଉତ୍ତର-ବିଶ୍ୱରତ୍ନ ଆନନ୍ଦ
ପ୍ରଶ୍ନ ୧୮. ଭାରତର ଫ୍ଲାଇଙ୍ଗ ଶିଖ୍ କହାକୁ କୁହା ଯାଇଥାଏ?
ଉତ୍ତର- ମିଲଖା ସିଂ
ପ୍ରଶ୍ନ ୧୯.୨ ଅକ୍ଟୋବରକୁ କାହାର ଜନ୍ମ ଦିନ ଭାବେ ପାଳନ କରା ଯାଇଥାଏ?
ଉତ୍ତର- ମହାତ୍ମା ଗାନ୍ଧୀ
ପ୍ରଶ୍ନ ୨୦. ଝିଅ ମାନଙ୍କର ଶରୀରର କେଉଁ ଜିନିଷ ପ୍ରତି ୨ ମାସରେ ବଦଳି ଥାଏ ?
ଉତ୍ତର- ବ୍ରୁଲତା (Eyebrows)

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।