
Interviewରେ ପଚାରିଲେ Sir: ତାହା କେଉଁ ଜିନିଷ ଯାହାକୁ ଝିଅ ମାନେ ବର୍ଷ କୁ ଥରେ କିଣନ୍ତି ?ମିଳିଲା ଏମିତି ଉତ୍ତର ସାର ହେଇଗଲେ ବେହୋସ
ଆଜି ଆମେ ଆପଣା ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ନେଇ ଆସିଛୁ ଯାହା ସମସ୍ତେ ଜାଣିବା ଦରକାର୍। କାହିଁକି ନା ଆପଣ କେଉଁ ନା କେଉଁ ଟେଷ୍ଟ କି ଇଣ୍ଟରଭ୍ୟୁରେ ଏହି ଭଳି ପ୍ରଶ୍ନର ସାମ୍ନା କରି ପାରନ୍ତି। ତେବେ ଆସନ୍ତୁ ସେହି ଭଳି କିଛି ପ୍ରଶ୍ନ ଓ ତାର ଉତ୍ତର।
ପ୍ରଶ୍ନ ୧. ଇଂଲିଶ ଚାନେଲ ସନ୍ତରଣ ଅତିକ୍ରମ କରିଥିବା ପ୍ରଥମ ଭାରତୀୟ ମହିଳା କିଏ?
ଉତ୍ତର:- ଆରତୀ ଶାହା
ପ୍ରଶ୍ନ ୨. ରାଜ୍ୟ ସଭାର ସଦସ୍ୟ ହେବା ପାଇଁ ପାର୍ଥୀଙ୍କୁ କେତେ ବର୍ଷ ବୟସ ହୋଇଥିବା ଆବଶ୍ୟକ।
ଉତ୍ତର:-୩୦ ବର୍ଷ
ପ୍ରଶ୍ନ ୩.ରାଉଲକେଲା ଇସ୍ପାତ କାରଖାନା କେଉଁ ରାଜ୍ୟରେ ଓ କେଉଁ ଜିଲ୍ଲାରେ ଅବସ୍ଥିତ?
ଉତ୍ତର:- ରାଉଲକେଲା ଇସ୍ପାତ କାରଖାନା ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଅବସ୍ଥିତ
ପ୍ରଶ୍ନ ୫. ଭାରତର କେଉଁ ରାଜ୍ୟ ରେ ସର୍ବ ପ୍ରଥମେ ସୂର୍ଯ୍ୟ ଉଦୟ ହୋଇଥାଏ ?
ଉତ୍ତର:-ଅରୁଣାଚଳ ପ୍ରଦେଶ
ପ୍ରଶ୍ନ ୬. ଓଡ଼ିଆ ଲେଖକ ଗୋପୀନାଥ ମହାନ୍ତି କେଉଁ ବହି ପାଇଁ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହୋଇଥିଲେ?
ଉତ୍ତର:- ମାଟି ମଟାଳ
ପ୍ରଶ୍ନ ୭. ଓଡ଼ିଶାର କାଶ୍ମୀର ବୋଲି କାହାକୁ କୁହାଯାଏ?
ଉତ୍ତର:- ଦାରିଙ୍ଗିବାଡି
ପ୍ରଶ୍ନ ୮.ଆଗ୍ରାର ତାଜମହଲ କେଉଁ ରାଜ୍ଯରେ ଅବସ୍ଥିତ ଅଟେ ?
ଉତ୍ତର:-ଉତ୍ତରପ୍ରଦେଶ
ପ୍ରଶ୍ନ ୯.କେଉଁ ଜୀବ ନିଜ ଜିଭ ରେ ନିଜ କାନ ସଫା କରିଥାଏ ?
ଉତ୍ତର:-ଜିରାଫ
ପ୍ରଶ୍ନ ୧୦.କେଉଁ ମହିଳା ଦିଲ୍ଲୀ ସିଂହାସନ ଅଧିଷ୍ଠିତା ହୋଇ ବହୁ ବର୍ଷ ପର୍ଯ୍ୟନ୍ତ ଶାସନ କରିଥିଲେ?
ଉତ୍ତର:- ରେଜିଆ ସୁଲତାନ
ପ୍ରଶ୍ନ ୧୧. ମହେଞ୍ଜୋଦାର ଓ ହରପ୍ପା ନଗର ଦ୍ବୟ ମଧ୍ୟରେ ଦୂରତ୍ବ କେତେ ରହିଥିଲା।
ଉତ୍ତର:- ୬୪୦ କି. ମି
ପ୍ରଶ୍ନ ୧୨.ପୃଥିବୀର ବୃହତ୍ତମ ଲୁହା ଖଣି କେଉଁଠି ଅବସ୍ଥିତ ଅଟେ ?
ଉତ୍ତର:- ଅଷ୍ଟ୍ରେଲିୟା
ପ୍ରଶ୍ନ ୧୩. କେଉଁ ମସିହାରେ ଓଡ଼ିଶାର ସାନ୍ତାଳୀ ଭାଷାକୁ କେନ୍ଦ୍ର ସରକାର ସ୍ବତନ୍ତ୍ର ଭାଷା ଭାବେ ମାନ୍ୟତା ଦେଇଥିଲେ।
ଉତ୍ତର:- ୨୦୦୩
ପ୍ରଶ୍ନ ୧୪. ରାଜସ୍ଥାନର ଜୟପୁରରେ ଥିବା ପାଞ୍ଚ ମହଲା ବିଶିଷ୍ଟ ‘ହାୱା’ ମହଲର କେତୋଟି ଝରକା ଅଛି?
ଉତ୍ତର:-୫୯୩
ପ୍ରଶ୍ନ ୧୫. କ୍ରିକେଟ୍ ଖେଳାଳି କପିଲ୍ ଦେବଙ୍କ ପୁରା ନାମ କଣ?
ଉତ୍ତର:- କରିଦେବ ରାମଲାଲ୍ ନିଖଞ୍ଜ
ପ୍ରଶ୍ନ ୧୬. ନୌକା ସାହାଯ୍ୟରେ ସମଗ୍ର ବିଶ୍ବ ପରିକ୍ରମା କରିଥିବା ମହିଳା କିଏ?
ଉତ୍ତର:- ଉଜ୍ଜଳା ପାଟିଲ
ପ୍ରଶ୍ନ ୧୭. ମାନଚିତ୍ରରେ ମରୁଭୂମି ପାଇଁ କେଉଁ ରଙ୍ଗ ବ୍ୟବହାର କରା ଯାଇଥାଏ?
ଉତ୍ତର:- ହଳଦିଆ
ପ୍ରଶ୍ନ ୧୮.ପୃଥିବୀର ବଜ୍ରପାତ ର ଦେଶ କିଏ ଅଟେ ?
ଉତ୍ତର:-ଜାପାନ
ପ୍ରଶ୍ନ ୧୯.କଳା ସୁନା କାହାକୁ କୁହାଯାଏ ?
ଉତ୍ତର:- କୋଇଲା
ପ୍ରଶ୍ନ ୨୦.ତାହା କେଉଁ ଜିନିଷ ଯାହାକୁ ଝିଅ ମାନେ ବର୍ଷ କୁ ଥରେ କିଣନ୍ତି ?
ଉତ୍ତର- ରାକ୍ଷୀ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।