ସବୁ ସମୟ ଖବର ସାଥିରେ

ଦେଖନ୍ତୁ Viral ଭିଡ଼ିଓ -ଭୁବନେଶ୍ୱରରେ ଖୁଲମ ଖୁଲା ଚାଲିଛି ଦେହ ବେପାର …..

0 3

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆପଣଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଯେଉଁଠି କୁହାଯାଉଛି କି ରାଜଧାନୀ ଭୁବନେଶ୍ୱର ରେ ଚାଲିଛି ଖୁଲମ ଖୁଲା ଦେହ ବ୍ୟବସାୟ | ଶୀତୁଆ ରାତି ହେବା କାରଣରୁ ଜଲ୍ଦି ସନ୍ଧ୍ୟା ହୋଇ ଯାଉଛି | ଆଉ ଯେଇଥିପାଇଁ ବର୍ତ୍ତମାନ ରାସ୍ତା ପାଖରେ କିଛି ସେକ୍ସ ଦଲାଲ ମାନଙ୍କୁ ଧରିଛି ପୋଲିସ |ତାହେଲେ ଆସନ୍ତୁ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟି ଉପରେ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଟି ଦେଖିବାକୁ ମିଳିଥିଲା ଏୟାରପୋର୍ଟ ଥାନା ଅନ୍ତର୍ଗତ ଏୟାରପୋର୍ଟ ଛକ ରେ | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ସେହି ଅଞ୍ଚଳରେ ଏକ ମଦ ଦୋକାନ ସାମ୍ନା ରେ ଥିଲା ଫାଙ୍କା ସ୍ଥାନରେ ରାସ୍ତା ପାଖରେ ଦେଖିବାକୁ ମିଳିଥିଲା କିଛି ଏଭଳି ଘଟଣା | ଆଉ ଯେଉଁଠି କୁହାଯାଉଛି କି ଶୀତୁଆ ସକାଳ ହୋଇଥିବାରୁ ଶୀଘ୍ର ସନ୍ଧ୍ୟା ହୋଇ ଯାଉଛି | ଆଉ ଯେଉଁଥିପାଇଁ ଦେହ ଜୀବି ମାନଙ୍କ ପାଇଁ ଏହି କଥା ଟି ସାହାଯ୍ୟ କରୁଛି ବୋଲି କୁହାଯାଉଛି |ଆଉ ଯେଉଁଥିପାଇଁ ସେମାନେ ରାସ୍ତା କୋଡରେ କିଛି ଏଭଳି କାର୍ଯ୍ୟ କରୁଛନ୍ତି |

ଆଉ ଯେଉଁଠି କୁହାଯାଉଛି କି ରାସ୍ତା ପାଖରେ ଦେହ ଜୀବି ମାନେ ଆସୁଛନ୍ତି ଆଉ ସେମାନଙ୍କୁ ଝିଅ ଯୋଗାଇ ଦେବାରେ ଲାଗିଛନ୍ତି କିଛି ସେକ୍ସ ଦଲାଲ ମାନେ | ଆଉ କାମ ସାରିଲା ପରେ ସେମାନଙ୍କୁ ଟଙ୍କା ଦେଇ ବିଦା ମଧ୍ୟ କରୁଛନ୍ତି | ତେବେ ଗ୍ରାହକ ଆଉ ଦେହ ଜୀବି ଙ୍କ ମଧ୍ୟରେ ସେକ୍ସ କାମ ହେଉଥିବା ସମୟରେ ରାସ୍ତା ଉପରେ ଜଗିକି ବସିଥିଲା ଠେଙ୍ଗା ଧରିକି ଦଲାଲ ମାନେ ବୋଲି କୁହାଯାଉଛି | ତେବେ ଏଠାରେ ସେକ୍ସ କାର ବାର ଚାଲିଥିବା ସମୟରେ ଦେଖିବାକୁ ମିଳିଥିଲା କି ଗ୍ରାହକ ଓଝିଅ ଙ୍କ ମଧ୍ୟରେ ଟଙ୍କା ଦେବା ନେବା କୁ ନେଇକି ଗଣ୍ଡ ଗୋଳ କିଛି ଦେଖିବାକୁ ମିଳିଥିଲା |

ଯାହା କୁହାଯାଉଛି କି ଏମିତି ଗଣ୍ଡଗୋଳ ଚାଲିଥିବା ବେଳେ ସେଠାରେ ଦଲାଲ ପହଞ୍ଚି ଘଟଣା ର ସମାଧାନ କରିବାକୁ ଚେଷ୍ଟା କରୁଥିଲା | ଆଉ ଘଟଣା ସମ୍ପର୍କ ରେ ଜାଣିପାରି ସ୍ଥାନୀୟ ଲୋକ ମାନେ ଘଟଣା ସମ୍ପକ ରେ ପୋଲିସ କୁ ଜଣାଇଥିଲେ | ଆଉ ଯାହା ଫଳରେ ପୋଲିସ ସେଠାରେ ପହଞ୍ଚି ଥିଲା ଆଉ ସେହି ସମୟରେ ପୋଲିସ କୁ ଚକ୍ଷ୍ମା ଦେଖାଇ ଗ୍ରାହକ ଓ ଝିଅ ଜଣଙ୍କ ପଳେଇ ଯାଇଥିଲେ ଆଉ ଦଲାଲ ଫୋସି ଯାଇଥିଲା | ଆଉ ଯାହା ଫଳରେ ଦଲାଲ କୁ ସାଙ୍ଗରେ ଧରିକି ଥାନା କୁ ନେଇ ଯାଇଥିଲା ପୋଲିସ ଆଉ ଘଟଣା ର ତଦନ୍ତ ମଧ୍ୟ କରୁଛି ବୋଲି ଜଣା ପଡିଛି | ଆଉ ଯାହା ବର୍ତ୍ତମାନ ସୋସାଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।