
ଏବେ ଏବେ ଆସିଲା ବଡ ଖବର ! ଗୋଟିଏ ପୁରୁଣା 2 ଟଙ୍କିଆ ମୁଦ୍ରା କରିଦେବ ଆପଣଙ୍କୁ କୋଟିପତି…ଜଣାନ୍ତୁ କେମିତି ପାଇବେ ଟଙ୍କା,ଓ ଅନ୍ୟ ମାନଙ୍କୁ ସେୟାର କରି ଜଣାନ୍ତୁ !
କୁହା ଯାଇଥାଏ କି ଭାଗ୍ୟ ଯେତେବେଳେ ସାଥ୍ ଦେଇଥାଏ ସେତେ ବେଳେ କୋଉ ମୁହୂର୍ତ୍ତରେ ବି ଭାଗ୍ୟ ବଦଳି ଯାଇପାରେ। ମାଟି ବି ସୁନା ପାଲଟି ଯାଇପାରେ। ଭାଗ୍ୟର ସାଥ୍ ମିଳିଲେ ସାମାନ୍ୟ ପୁରୁଣା ଜିନିଷ ଆମକୁ ଲକ୍ଷ ଲକ୍ଷ ଟଙ୍କା ଦେଇଥାଏ। ହଁ ଆଜ୍ଞା ଆମ ପାଖରେ ଏମିତି କିଛି ପୁରୁଣା ଜିନିଷ ରହିଥାଏ ଯାହାକୁ ଆମେ ସାମାନ୍ୟ ବୋଲି ଭାବି ଅଣ ଦେଖା କରିଥାଉ। କିନ୍ତୁ ବେଳେ ବେଳେ ସେଇ ସାମାନ୍ୟ ଜିନିଷର ଚାହିଦା ଏତେ ଅଧିକ ହୋଇ ଯାଏ ତାହା ଆମେ କେବେ କଳ୍ପନା ମଧ୍ୟ କରି ନଥାଉ।
ତେବେ ଆଧୁନିକ ଯୁଗରେ ସବୁ ନୂଆ ନୂଆ ଜିନିଷର ଚାହିଦା ବଢି ଚାଲିଛି। ଆଉ ପୁରୁଣା ଜିନିଷକୁ ଅଣଦେଖା କରା ଯାଉଛି। ଯାହା ଧୀରେ ଧୀରେ ଲୋପ ପାଇବାକୁ ଲାଗିଛି। କିନ୍ତୁ କିଛି ବ୍ୟକ୍ତି ମାନେ ରହିଛନ୍ତି ସେମାନେ ଏହି ପୁରୁଣା ଜିନିଷ ସଂଗ୍ରହ କରିଥାନ୍ତି ଓ କିଣିବା ପାଇଁ ଚାହିଁଥାନ୍ତି। କିଛି ଲୋକ ନିଜର ସଉକ ପାଇଁ ଏହାକୁ କିଣିବାକୁ ପସନ୍ଦ କରନ୍ତି ତ ଆଉ କିଛି ଲୋକେ ଏହାକୁ ନିଜର ଆଗାମୀ ପିଢ଼ି ମାନଙ୍କ ପାଇଁ ଏହାକୁ ସାଇତି ରଖିବା ପାଇଁ କିଣି ଥାନ୍ତି। ବର୍ତ୍ତମାନ ସମୟରେ ଏହି ସବୁ ପୁରାଣ ଜିନିଷ ଅନଲାଇନରେ କ୍ରୟ ବିକ୍ରୟ କରା ଯାଉଛି।
ତେବେ ପୁରୁଣା ମୁଦ୍ରାକୁ ବହୁତ ଲୋକ ମାନେ ସଂଗ୍ରହ କରିଥାନ୍ତି ଯାହାକୁ ଆମେ ଅଚଳ ଭାବି ଅଣଦେଖା କରିଥାଉ।ତେବେ ଆଜି ଆମେ ଆପଣଙ୍କୁ ଗୋଟିଏ ୨ ଟଙ୍କିଆ ମୁଦ୍ରା ବିଷୟରେ ଅବଗତ କରାଇବୁ ଯାହା ଆପଣଙ୍କୁ ମାଲାମାଲ କରିଦେବ। ଏହା ଆପଣଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେଇ ପାରିବ। ଯାହା ଆପଣଙ୍କ ଭାଗ୍ୟକୁ ବଦଳାଇ ଦେଇ ପାରେ। ଏହି ପୁରୁଣା ମୁଦ୍ରାକୁ କ୍ରୟ ବିକ୍ରୟ କରିବା ପାଇଁ ବହୁତ ବଡ ବଡ କମ୍ପାନୀ ଗୁଡ଼ିକ ବିଭିନ୍ନ ୱେବ ସାଇଟ ମାଧ୍ୟମରେ ଏହାକୁ କ୍ରୟ ବିକ୍ରୟ କରୁଛନ୍ତି।
୧.ଯଦି ଆପଣଙ୍କ ପାଖରେ ୧୯୯୪ ମସିହାର ଦୁଇ ଟଙ୍କିଆ ମୁଦ୍ରା ରହିଛି ଓ ଏହି ମୁଦ୍ରାର ପଛ ପଟରୁ ଭାରତ ମାନଚିତ୍ର ରହିଛି ତେବେ ଆପଣ ଏହି ଦୁଇ ଟଙ୍କିଆ ମୁଦ୍ରାକୁ କ୍ଵକର ନାମକ ଏକ ୱେବ ସାଇଟ ମାଧ୍ୟମରେ ବିକ୍ରୟ କରିପାରିବେ। ଯାହାର ଦାମ ରହିଛି ୫ ଲକ୍ଷ ଟଙ୍କା।୨.ଯଦି ଆପଣଙ୍କ ପାଖରେ ଯଦି ସ୍ଵାଧୀନତା ପୂର୍ବର ରାଣୀ ଭିକ୍ଟୋରିଆ ୧ ଟଙ୍କିଆ ମୁଦ୍ରା ରହିଛି ଏହାକୁ ୨ ଲକ୍ଷ ଟଙ୍କାରେ ବିକ୍ରୟ କରି ପାରିବେ।୩. ଆପଣଙ୍କ ପାଖରେ ଯଦି ବ୍ରିଟିଶ ଶାସନ ସମୟର ୧ ଟଙ୍କିଆ ରହିଛି ତାହାକୁ ମଧ୍ୟ ଦୁଇ ଲକ୍ଷ ଟଙ୍କାରେ ବିକ୍ରୟ କରିପାରିବେ।
ତେବେ ବର୍ତ୍ତମାନ ସମୟର ଯଦି ଏହି ସବୁ ମୁଦ୍ରା ମଧ୍ୟରୁ ଆପଣଙ୍କ ପାଖରେ ଯଦି କୌଣସି ମୁଦ୍ରା ରହିଛି ଏବଂ ଆପଣ ଏହାକୁ ବିକ୍ରୟ କିମ୍ୱା କ୍ରୟ କରିବା ପାଇଁ ଚାହୁଁଛନ୍ତି ତେବେ କଏନ ବଜାର ୱେବ ସାଇଟକୁ ଯାଇ ନିଜର ସଂପୂର୍ଣ୍ଣ ବିବରଣୀ ଦେଇ ଏକ ଏକାଉଣ୍ଟ୍ କରି ଯୋଗାଯୋଗ କରି ପାରିବେ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।