
ଦେଖନ୍ତୁ Viral ଭିଡ଼ିଓ- ଆଶ୍ଚର୍ଯ୍ୟ !ଗୀତ ଯେମିତି ଡ୍ୟାନ୍ସ ସେମିତି ସୁରେ କୀର୍ତ୍ତନ ladies kirtan ( ବାଲସି ଝିଅ କୀର୍ତ୍ତନ )କଣ୍ଠ – ବସୁଦେବ ସାହୁ,ରିଙ୍କି….ଏହି କିର୍ତ୍ତନ ଥରେ ଦେଖିଲେ ଶହେ ଥର ଦେଖିବାକୁ ଇଚ୍ଚା ହେବ ?
ଆଜିର ଦିନରେ ସୋସିଆଲ ମିଡ଼ିଆର ଚାହିଦା ଖୁବ୍ ଅଧିକ। ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହି ସୋସିଆଲ ମିଡିଆରେ ସମୟ ବିତାଇବା ପାଇଁ ପସନ୍ଦ କରୁଛନ୍ତି। ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରିବା ମାତ୍ରେ ସମସ୍ତେ ଏହି ସୋସିଆଲ ମିଡିଆରେ ବ୍ୟସ୍ତ ହୋଇ ଯାଉ ଛନ୍ତି। ତେବେ ଲୋକେ କେବଳ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଛନ୍ତି ତାହା ନୁହେଁ ସୋସିଆଲ ମିଡ଼ିଆ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ମଧ୍ୟ କରି ପାରୁଛନ୍ତି। ଏମିତିକି ନିଜର ଏକ ସ୍ଵତନ୍ତ୍ର ପରିଚୟ ମଧ୍ୟ ତିଆରି କରି ପାରୁଛନ୍ତି। ସୋସିଆଲ ମିଡିଆରେ ରାତାରାତି ଷ୍ଟାର ପାଲଟି ଯାଇଥିବା ଉଦାହରଣ ଅନେକ ରହିଛି।
ତେବେ ପ୍ରତିଦିନ ସୋସିଆଲ ମିଡ଼ିଆରେ ଅନେକ ଭିଡିଓ ଦେଖିବାକୁ ମିଳିଥାଏ। ଏହି ଭିଡିଓ ଗୁଡିକ ସମସ୍ତଙ୍କୁ ପସନ୍ଦ ମଧ୍ୟ ଆସିଥାଏ କିନ୍ତୁ ବେଳେ ବେଳେ ଏମିତି କିଛି ଭିଡିଓ ସାମ୍ନାକୁ ଆସିଥାଏ ଯାହାକୁ ଲୋକେ ଖୁବ୍ ପସନ୍ଦ କରିଥାନ୍ତି। ଆଉ ଯାହା ଖୁବ୍ ଭାଇରାଲ ମଧ୍ୟ ହୋଇ ଥାଏ। ଆପଣ ଯଦି ସୋସିଆଲ ମିଡ଼ିଆ ବ୍ୟବହାର କରୁଥିବେ ତେବେ ଏମିତି ଅନେକ ଭାଇରାଲ ଭିଡିଓ ଦେଖିବାକୁ ପାଇଥିବେ। ତେବେ ବର୍ତ୍ତମାନ ସମୟରେ ଏମିତି ଏକ ଭାଇରାଲ ଭିଡିଓ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଖୁବ୍ ପସନ୍ଦ ଆସିବ। ଏହି ଭିଡ଼ିଓଟି ଏତେ ସୁନ୍ଦର ହୋଇଛି ଯାହାକୁ ଦେଖିଲେ ଆପଣ ଖୁବ୍ ଖୁସି ହୋଇଯିବେ।ତେବେ ଦେଖିବାକୁ ମିଳୁଛି ଭଗବାନ ଙ୍କ ନାମ ସଙ୍କୀର୍ତ୍ତନ କରା ଯାଉଛି। ଆପଣମାନେ ତ ଏମିତି ଅନେକ କୀର୍ତ୍ତନ ଦେଖିଥିବେ । କିନ୍ତୁ ଏହି କୀର୍ତ୍ତନରେ ପୁରୁଷ ସଙ୍କୀର୍ତ୍ତନିଆ ସହ ମହିଳା ମାନେ ମଧ୍ୟ ରହିଛନ୍ତି। ଯେଉଁମାନେ ଖୁବ୍ ସୁନ୍ଦର ଭାବରେ ଭଗବାନଙ୍କ ନାମ ଉଚ୍ଚାରଣ କରିବା ସହ ଖୁବ୍ ସୁନ୍ଦର ଭାବରେ ଡାନ୍ସ ମଧ୍ୟ କରୁଛନ୍ତି ଯାହା ଅତି ସୁନ୍ଦର୍ ହୋଇଛି।’ହରେକୃଷ୍ଣ ହରେକୃଷ୍ଣ, କୃଷ୍ଣକୃଷ୍ଣ ହରେହରେ।ହରେରାମ ହରେରାମ, ରାମରାମ ହରେହରେ।’ ପରିବେଶ ପ୍ରକମ୍ପିତ ହୋଇ ଉଠୁଛି। କୁହା ଯାଇଥାଏ କି କୀର୍ତ୍ତନ ଧ୍ୱନିରେ ପାପ କ୍ଷୟ ହୁଏ ଏବଂ ଶ୍ରୋତା ତଥା ଗାୟକମାନଙ୍କ ତଳ ଓ ଉପର ସାତପୁରୁଷ ଉଦ୍ଧାର ପାଇଥାନ୍ତି। ତେବେ ଏକଥା ମଧ୍ୟ କୁହା ଯାଇଥାଏ କି ଭଗବାନ ଙ୍କ ନାମ ସଙ୍କୀର୍ତ୍ତନ କରିବା ଦ୍ଵାରା ମଣିଷର ଅଧେ ପାପ କ୍ଷୟ ହୋଇ ହେଇଥାଏ ବୋଲି ବିଶ୍ୱାସ ରହିଛି।
ତେବେ ଏହି ଭିଡ଼ିଓଟି ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଛି। ଆଜିର ଆଧୁନିକ ଦୁନିଆରେ ବି ଆମ କଳା ସଂସ୍କୃତି ବଞ୍ଚାଇ ରଖିଛନ୍ତି ଏହି ସଙ୍କୀର୍ତ୍ତନିଆ ମାନେ ଯାହା ସମସ୍ତଂକ ଦୃହୟକୁ ଛୁଇଁ ପାରିଛି। ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି। ଲୋକେମାନେ ଏହାକୁ ଖୁବ୍ ପ୍ରଶଂସା କରୁଛନ୍ତି। ଏଥି ସହ ଏହା ଉପରେ ଖୁବ୍ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ତେବେ ଆପଣ ମଧ୍ୟ ଏହି ଭିଡିଓକୁ ଦେଖି ନିଅନ୍ତୁ ଆପଣଙ୍କୁ ଖୁବ୍ ପସନ୍ଦ ଆସିବ।