
ପୁରୁଣାରୁ ପୁରୁଣା ଦାନ୍ତବିନ୍ଧା ( Toothache ) ମାତ୍ର ୨ ମିନିଟରେ ପୋକ ଦାନ୍ତ, ମାଢ଼ିରୁ ରକ୍ତ ପଡିବା ଭଲ ହୋଇଯିବ ଯିବ…
ଦାନ୍ତ ଆମର ମୁଖର ସୌନ୍ଦର୍ଯ୍ୟକୁ ବଢାଇବା ସହିତ ଏହା ଆମ ଶରୀରର ଏକ ଗୁରୁତ୍ୱପୂର୍ଣ ଅଙ୍ଗ ହୋଇ ଥାଏ | ଦାନ୍ତ ଛଡା ମଣିଷ ଜୀବନ ଅସମ୍ଭବ | କିନ୍ତୁ ଯେତେ ବେଳେ ଦାନ୍ତରେ କୌଣସି କାରଣରୁ ଯନ୍ତ୍ରଣା ଆରମ୍ଭ ହୋଇ ଥାଏ ତାହାକୁ ସହ୍ୟ କରିବା ଏକ କାଠିକର ପାଠ ହୋଇ ଥାଏ | ଆଜି ଆମେ ଆପଣଙ୍କୁ ଦାନ୍ତ ଜନିତ ସମସ୍ୟାର ସମାଧାନ ବିଷୟରେ ଜଣାଇ ବାକୁ ଯାଉଛୁ | ଏହି ଘରୋଇ ଉପଚାର ଗୁଡିକ ସମ୍ପୂର୍ଣ ରୂପେ ପ୍ରାକୃତିକ ଅଟେ | ଏହା ଦ୍ୱାରା ଆପଣ କୌଣସି ସାଇଡ ଏଫେକ୍ଟ ପାଇବେ ନାହିଁ | ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ଯଦି ଆମର ଦାନ୍ତ ରେ ପୋକ ଲାଗିଥାଏ , ବା କୌଣସି ଦୁର୍ଘଟଣା ଜନିତ କାରଣ ରୁ ଦାନ୍ତ ଉପରେ ଆଘାତ ଲାଗିଥାଏ , ଥଣ୍ଡା ବା ଗରମ ଖାଦ୍ୟ ଖିଇବେ ଆମ ଦାନ୍ତ ଉପରେ ପ୍ରଭାବ ପକାଇବା, ଦାନ୍ତ ମାଢିରୁ ରକ୍ତ ପଡିବା ଓ ଦାନ୍ତ ମାଡ଼ି ଫୁଲିଯିବା ଭଳି ସମସ୍ୟା ଯଦି ଆପଣଙ୍କ ପାଖରେ ଦେଖା ଦେଉଛି ତାହେଲେ ସେଥିରୁ ମୁକ୍ତି ପାଇବା ପାଇଁ କେତେକ ଘରେଇ ଉପଚାର ବିଷୟରେ ଆସନ୍ତୁ ଆଜି ଆମେ ଆଲୋଚନା କରିବା |
1- ପ୍ରଥମ ଉପଚାର ତି ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ଉଷୁମ ପାଣିରେ କିଛି ଲୁଣ ପକେଇବା ପାଇଁ ପଡିବ, ଆଉ ତାହାକୁ ସକାଳେ ଆଉ ସନ୍ଧ୍ୟାରେ କୁଳି କରିବା ପାଇଁ ପଡିବ |
2- ନଡ଼ିଆ ତେଲ କୁ ମଧ୍ୟ ଆମେ ଦାନ୍ତ ବିନ୍ଧା ଜନିତ ସମସ୍ୟା ର ସମାଧାନ ପାଇଁ ବ୍ୟବହାର କରି ପାରିବା |
3-ଆମେ ଲବଙ୍ଗ ବା ଅଳେଇଚ ଆଣିକି ତାକୁ ପେଷ୍ଟ କରିଦେବା, ତାହା ପରେ ସେଥିରେ ପାଣି ମିସେଇକି ପେଷ୍ଟ ପ୍ରସ୍ତୁତ କରିକି ପୋକ ଲାଗିଥିବା ସ୍ଥାନରେ ଲଗେଇ ପାରିବା |
4-ରସୁଣ କୁ ମଧ୍ୟ ଛେଞ୍ଚି କି ଆମେ ଦାନ୍ତ ବ୍ୟଥା ଥିବା ସ୍ଥାନରେ ଲଗେଇ ପାରିବା |
5- ତେବେ ଆପଣ କିଛି ରାଶି ତେଲ ନେବେ ଆଉ ସେଥିରେ ପିଆଜର ରସ 3-4 ଚାମଚ ମିଶାଇବେ, ଆଉ ତାହାକୁ ପୋକ ଲାଗିଥିବା ଦାନ୍ତ ରେ ଲଗାଇବେ |
6-ଆମେ କିଛି ନିମ୍ୱ ପତ୍ର ନେଇ ତାହାକୁ ଭଲ ଭାବରେ ଧୋଇଦେବା ଓ ତାହାକୁ ଛେଞ୍ଚି କି ପେଷ୍ଟ ପ୍ରସ୍ତୁତ କରିବା ଆଉ ସେହି ପେଷ୍ଟ କୁ ଦାନ୍ତ ରେ ଲଗାଇ ପୋକ ଲାଗିବା ଭଳି ସମସ୍ୟା ରୁ ମୁକ୍ତି ପାଇ ପାରିବା |
7- ଆମେ କିଛି ଅଦା ମଧ୍ୟ ନେଇ ପାରିବା, ଆଉ ତାହାକୁ ଭଲ ଭାବରେ ପେଷ୍ଟ କରି ନେବା ଆଉ ତାହାକୁ ତୁଳା ସାହାଯ୍ୟ ରେ ପୋକ ଲାଗିଥିବା ଦାନ୍ତ ରେ ଲଗାଇ ଦାନ୍ତ ବିନ୍ଧା ରୁ ମୁକ୍ତି ପାଇପାରିବା |
8- ଆଲସୋର ଭଳି ସମସ୍ୟା ଯଦି ଆପଣଙ୍କ ପାଖରେ ଦେଖା ଦେଇଥାଏ , ତାହେଲେ ରାଶି ତେଲ ନେବା, ଆଉ ସେଥିରେ ଲୁଣ ମିଶାଇ ଲଗାଇବା |ଏହି ଉପଚାର ଗୁଡିକ ଆପଣ ଭଲ ଭାବେ ଅନୁଲମ୍ବନ କଲେ ଆପଣ ନିଶ୍ଚିତ ଭାବେ ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ପାଇ ପାରିବେ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।