
Viral ହେଲା ଭୟଙ୍କର ଭିଡିଓ !ବନ୍ୟା ପାଣିରେ କଲୋନୀକୁ ପସି ଆସିଲା 8ଫୁଟ୍ ଲମ୍ବର କୁମ୍ଭୀର ( Crocodile ) ଆଉ ତାପରେ ଲୋକ ସହିତ ଯାହା କଲା..ଦେଖନ୍ତୁ Video
ଭାରତରେ ଏବେ ଅଧିକାଂଶ ସ୍ଥାନରେ ପ୍ରବଳ ବୃଷ୍ଟିପାତ ହେଉଛି | ପାଣିପାଗ ପକ୍ଷରୁ ବିଭିନ୍ନ ରାଜ୍ୟ ପାଇଁ ରେଡ ଏଲର୍ଟ ତ କୋଉଁ ରାଜ୍ୟକୁ ଅରେଞ୍ଜ ଏଲର୍ଟ ଜାରି କରା ଯାଉଛି | ମୌସୁମୀର ପ୍ରଭାବରେ ଦେଶର ଅଧିକାଂଶ ସ୍ଥାନରେ ପ୍ରବଳରୁ ପ୍ରବଳ ବୃଷ୍ଟିପାତ ହେଉ ଅଛି | ଏହି ବର୍ଷା ଅତି ଜୋରରେ ହେଲାରୁ କେତେକ ରାଜ୍ୟରେ ବନ୍ୟାର ପ୍ରକୋପ ଦେଖା ଯାଉ ଥିବା ବେଳେ ଅନ୍ୟ କେତେକ ରାଜ୍ୟରେ ବନ୍ୟାର ଆଶଙ୍କା କରା ଯାଉଛି | ଏଥି ଲାଗି ସରକାରଙ୍କ ତରଫରୁ ଲୋକ ମାନଙ୍କ ପ୍ରତି କିଛି ସାହାଯ୍ୟ ମଧ୍ୟ କରା ଯାଉଅଛି |
ଏହି ବର୍ଷା ପାଇଁ ଅଧିକାଂଶ ଲୋକେ ବହୁତ ହଇରାଣ ହରକତ ହେଉ ଥିବା ବେଳେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉ ଛନ୍ତି | ବନ୍ୟାର ପ୍ରକୋପ ପାଇଁ ଲୋକ ମାନେ ଖାଇବା ପିଇବାରେ ବହୁତ ଅସୁବିଧା ଭୋଗୁଛନ୍ତି | ବିଭିନ୍ନ ସ୍ଥାନରେ ଗଛ ଉପୁଡିବା ସହ ବହୁତ କ୍ଷୟ କ୍ଷତି ହୋଇଛି | ଲୋକ ମାନଙ୍କ ଘରେ ପାଣି ପଶିଯିବା ଯୋଗୁଁ ଲୋକ ମାନଙ୍କର ରହିବା ଅସହ୍ୟ ହୋଇ ପଡିଛି | ଆଜି ଆମେ ଏମିତି ଏକ ଘଟଣା ବିଷୟରେ କହିବୁ ଯାହା ଶୁଣିଲେ ଆପଣ ନିଶ୍ଚୟ ବୁଝି ପାରିବେ ଯେ ବନ୍ୟା ଯୋଗୁଁ ଲୋକ ମାନଙ୍କ କଲୋନୀରେ କୁମ୍ଭୀର ପଶି ଥିବାର ଦେଖିବାକୁ ମିଳିଛି ଓ ସେଥି ପାଇଁ ଲୋକ ମାନେ କେତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ବର୍ଷା ଯୋଗୁଁ ଚାରି ଆଡେ ଜଣା ଜୀବନ ଅସ୍ତ ବ୍ୟସ୍ତ ହୋଇ ପଡିଛି | କୋଉଁଠି ଘର ଭିତରେ ପାଣି ପଶି ଯାଉଛି ତ କୋଉଠି ମନ୍ଦିର ଭିତରେ ପାଣି ପଶି ଯାଉଛି | କେତେ ସମୟରେ ପାଣିର ପ୍ରଖର ସୁଅରେ ଗାଡି ଭାସି ଯିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି | ଏହା ଭିତରେ ଏମିତି ଏକ ଖବର ଶୁଣି ବାକୁ ମିଳିଛି ଯେ ଏକ କଲୋନୀ ଭିତରେ କୁମ୍ଭୀର ଦେଖିବାକୁ ମିଳିଛି |
ଏହି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ରାଜ୍ୟରେ | ପ୍ରବଳ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇ ପଡିଛି | ଚାରି ଆଡେ ବର୍ଷା ପାଣି ପଶୁଥିବାରୁ ଲୋକେ ନାହିଁ ନ ଥିବା ହଇରାଣ ହେଉ ଛନ୍ତି | ଏହି ଘଟଣାଟି ଶିବପୁରି ଜିଲ୍ଲାରେ ଦେଖିବାକୁ ମିଳିଛି ଏବଂ ଏହି ଘଟଣା ଦ୍ୱାରା ସମସ୍ତେ ଚିନ୍ତାରେ ରହି ଛନ୍ତି | କାରଣ ଏଠାକାର ଏକ କଲୋନୀରେ ବର୍ଷା ପାଣି ସହ ଏକ କୁମ୍ଭୀର ପଶି ଯାଇଥିବାରୁ ସେଠାରେ ସ୍ଥାନୀୟ ଲୋକ ମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି |
ଏହି ଭିଡିଓରେ କୁମ୍ଭୀରଟି ପାଣିରେ ଭାସୁ ଥିବାର ଦେଖିବାକୁ ମିଳୁଛି | ବର୍ଷା ପାଣିରେ ରାସ୍ତା ଉବୁଟୁବୁ ହେଉଥିଲା ବେଳେ କୁମ୍ଭୀରଟି ଏହି ପାଣିରେ ପହଂରୁଅଛି | ଏହି କୁମ୍ଭୀରଟି ଆଠ ଫୂଟର ହୋଇ ଥିଲା | ଏହା ପରେ ଏହି ଖବର ଶୁଣି ଏକ ଉଦ୍ଧାର କାରୀ ଦଳ ଆସି ବହୁ କଷ୍ଟରେ କୁମ୍ଭୀରଟିକୁ ଉଦ୍ଧାର କରି ନେଇ ଯାଇଥିବାର ଖବର ସାମ୍ନାକୁ ଆସିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।