
ଯାତ୍ରା Supper Star କଣ୍ଢେଇ ଅପାଙ୍କର ପ୍ରଶ୍ନ‘କେଉଁ ଜିନିଷ ସ୍ତ୍ରୀ ମାନଙ୍କର ଗୋଲ୍ ଗୋଲ୍, ପୁରୁଷ ମାନଙ୍କର ଲମ୍ବା.. ଉତ୍ତର ଶୁଣିଲେ ଆପଣ ବେହୋସ ହୋଇଯିବେ,ଦେଖନ୍ତୁ Video
ଟେଲି୍ଭିସନରେ ଆମେ କେତେ କଣ ଦେଖି ମନରଞ୍ଜନ କରି ଥାଉ | ଏବଂ ଏହି ସବୁ ର ଶ୍ରେୟ କେବଳ କଳାକାର ମାନଙ୍କୁ ଯାଇ ଥାଏ | କାରଣ ସେମାନଙ୍କର ଅଭିନୟର ଚାତୁରୀ ସମସ୍ତଙ୍କୁ ଆକୃଷ୍ଟ କରି ଥାଏ | ସେଗୁଡିକ ସିନେ ଜଗତ ହେଉ କି ସିରିଏଲ ଅଥବା ଯାତ୍ରା ଜଗତ | କେତେବେଳେ ଏହି କଳାକାର ମାନେ ହିରୋର ଅଭିନୟ କରି ମନ ମୋହୁ ଥିବା ବେଳେ ଖଳନାୟକ ଭାବରେ ସମସ୍ତଙ୍କ ମନରେ ରାଗ ଓ ହିଂସାର ନିଆଁ ଜଳାଇ ଦେଇ ଥାନ୍ତି | ଏହି ସବୁ ଗୁଣ ଥିବା ଯୋଗୁଁ ସେମାନେ ଲୋକଙ୍କୁ ହସାଇ ପାରି ଥାନ୍ତି ଓ ଲୋକ ପ୍ରିୟତା ହାସଲ କରିଥାନ୍ତି | ଆଜି ଆମେ ଆପଣଙ୍କୁ ଏମିତି ଜଣେ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ | ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ଯାତ୍ରା ଜଗତରେ ଅନେକ କଳାକାର ମାନଙ୍କୁ ଆପଣ ମାନେ ଜାଣି ଥିବେ | ଯୋଉଁ ମାନେ କି ଯାତ୍ରା ଜଗତକୁ ଆଗକୁ ବଢ଼ିବାରେ ନିଜର କଳା ଦ୍ୱାରା ସମସ୍ତଙ୍କୁ ଆକର୍ଷଣ କରି ଆଣିଛନ୍ତି | ସେମାନଙ୍କର କଥାର ଚାତୁରୀ ଓ ମଧୁରିମାରେ ସମସ୍ତଙ୍କ ମନ ମୋହି ଯାଇଥାଏ | ସେମିତି ଜଣେ କଳାକାର ହେଉଛନ୍ତି କଣ୍ଢେଇ | ତାଙ୍କୁ ସମସ୍ତେ କଣ୍ଢେଇ ଅପାଙ୍କ ନାମରେ ଜାଣିଛନ୍ତି | ଖଳନାୟିକ ଭାବରେ କଣ୍ଢେଇ ଲୋକଙ୍କ ପାଖରେ ବେଶ ପରିଚିତ |
ଅଭିନୟ ବେଳେ ସେ ନିଜକୁ ଭୁଲି ନିଜର ଖଳନାୟିକ ଚରିତ୍ରକୁ ନିପୁଣତାର ସହ କରିବା ପାଇଁ ଚେଷ୍ଟା କରି ଥାନ୍ତି | କିଛି ଦିନ ପୂର୍ବରୁ ସେ ଗଣ ମାଧ୍ୟମ ଆଗରେ ନିଜର କିଛି ମନ୍ତବ୍ୟରେ ଯାତ୍ରାର କିଛି କମେଡି ପ୍ରଶ୍ନ ପଚାରି ଥିଲେ | ଆସନ୍ତୁ ଜାଣିବା ସେ ପ୍ରଶ୍ନର ଉତ୍ତର ବିଷୟରେ |ସେ ତାଙ୍କ ଅଭିନୀତ ବଡ ଦଣ୍ଡର ଭିକାରି ଯାତ୍ରାର ଏକ ଡାଇଲଗ ସମସ୍ତଙ୍କ ମନରଞ୍ଜନ ପାଇଁ କହି ଥିଲେ | ତାହା ହେଉଛି ଦୁଇ ଜଣ କମେଡିଆନ ତାଙ୍କୁ ବିବାହର ପ୍ରସ୍ତାବ ଦେଇଥିଲେ ଯାହା ଫଳରେ ଦୁଇ ଜଣଙ୍କ ମଧ୍ୟରେ ଏ ନେଇ ଗଣ୍ଡଗୋଳ ଚାଲି ଥିଲା | ସେଥିପାଇଁ କଣ୍ଢେଇ ସେମାନଙ୍କୁ କିଛି ପ୍ରଶ୍ନର ଉତ୍ତର ପଚାରି ଥିଲେ ଏବଂ ଯିଏ କହି ପାରିବ ସେ ବିବାହ କରିବ ବୋଲି ପ୍ରତିଶୃତି ଦେଲେ |
ପ୍ରଶ୍ନ ଗୁଡିକ ହେଲା ସ୍ତ୍ରୀ ମାନଙ୍କର କଣ ଗୋଲ ହୋଇଥିବା ବେଳେ ପୁରୁଷ ମାନଙ୍କର ଲମ୍ବା | ଦ୍ୱିତୀୟ ପ୍ରଶ୍ନ ହେଉଛି ପୁରୁଷ ସ୍ତ୍ରୀ ମାନଙ୍କୁ କୋଉଁ ଜିନିଷ ଠାରେ ମାତ୍ର ଦେଇଥାଏ | କିନ୍ତୁ ଏହି ପ୍ରଶ୍ନର ଉତ୍ତର ଗୁଡିକ ସେମାନର ଦେଇ ପାରି ନ ଥିବା ବେଳେ ସେ ଉତ୍ତରରେ କହିଛନ୍ତି ସିନ୍ଦୂର | କାରଣ ସ୍ତ୍ରୀ ମାନେ ସିନ୍ଦୂର ଗୋଲ କରି ପିନ୍ଧିଲା ବେଳେ ପୁରୁଷ ମାନେ ଲମ୍ବା ଭାବରେ ଲଗାଇ ଥାନ୍ତି | ଏବଂ ବିବାହ ବେଳେ ସ୍ୱାମୀ ମାତ୍ରା ଥରୁଟିଏ ପାଇଁ ସିନ୍ଦୂର ସିନ୍ତିରେ ଦେଇ ଥାନ୍ତି କିନ୍ତୁ ସ୍ତ୍ରୀ ଜୀବନ ସାରା ପାଇଁ ପିନ୍ଧି ଥାଏ |
ତୃତୀୟ ପ୍ରଶ୍ନ ଥିଲା ସ୍ତ୍ରୀ ମାନଙ୍କର ତଳ ନ ଉପର ସୁନ୍ଦର ହୋଇ ଥାଏ ଏବଂ ଯାହାର ପ୍ରଶ୍ନ ସେମାନେ ଦେଇ ପାରି ନ ଥିବା ବେଳେ କଣ୍ଢେଇ କହିଛନ୍ତି ସ୍ତ୍ରୀ ମାନଙ୍କର ତଳେ ପାଦ ସବୁଠାରୁ ସୁନ୍ଦର ସେଇଥି ପାଇଁ ତ ସେମାନଙ୍କୁ ଲକ୍ଷ୍ମୀ ବୋଲି କୁହା ଯାଇଥାଏ | ଏମିତି କିଛି ମଜାଳିଆ କଥା ସେ ମନରଞ୍ଜନ ପାଇଁ ଗଣ ମାଧ୍ୟମ ଆଗରେ କହି ଥିଲେ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।