ସବୁ ସମୟ ଖବର ସାଥିରେ

ଯାତ୍ରା Supper Star ହିରୋଇନ Manu ,କହିଲେ ମୋ ସ୍ଵାମୀ ଡ୍ୟାନ୍ସର, କିନ୍ତୁ ପଇସା ଯାହା ପାଖରେ ମୁଁ ତା’ ପାଖରେ…’ ଆଉ ରାତିରେ ରାତିରେ ମୁଁ …ଦେଖନ୍ତୁ video

0 21

ଅଭିନୟର ଏକ ନିଆରା ମଞ୍ଚ ହେଉଛି ଯାତ୍ରା ମଞ୍ଚ। ଯାତ୍ରା ଜଗତର ଏମିତି ଅନେକ କଳାକାର ରହିଛନ୍ତି ଯେଉଁମାନେ କି ତାଙ୍କ ଜୀବନରେ ବହୁତ୍ ସଂଘର୍ଷ କରି ଆସିଛନ୍ତି। ଯାତ୍ରା ଜଗତ ଅଭିନୟ କରୁଥିବା କଳାକାର ମାନଙ୍କ ଅଭିନୟ ଟିକେ ଭିନ୍ନ ଧରଣର ଯାହା ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଥାଏ। ତେବେ ଯାତ୍ରା ଜଗତର ଅନେକ ଅନେକ କଳାକାର ରହିଛନ୍ତି ଯେଉଁମାନେ କି ତାଙ୍କର ଦମଦାର ଅଭିନୟ ପାଇଁ ଦର୍ଶକ ମାନଙ୍କୁ କିମିଆ କରି ରଖିଛନ୍ତି।ତେବେ ଆପଣମାନେ ନିଶ୍ଚିତ ଭାବେ ଯାତ୍ରା ଜଗତର କାମ କରୁଥିବା କଳାକାର ମାନଙ୍କ ବ୍ୟକ୍ତିଗତ ଜୀବନ ବାବଦରେ ଜାଣିବାକୁ ଆଗ୍ରହୀ ଥିବେ। ଆଜି ଆମେ ସେହି ଭଳି ଏକ ଯାତ୍ରା ଅଭିନେତ୍ରୀଙ୍କ ବାବଦରେ କହିବୁ ଯିଏକି ତାଙ୍କ ଜୀବନରେ ବହୁତ୍ ସଂଘର୍ଷ କରିଛନ୍ତି। ସେମିତି ଜଣେ ଯାତ୍ରା ଲୋକପ୍ରିୟ ଯାତ୍ରା ଅଭିନେତ୍ରୀ ହେଉଛନ୍ତି ଅଭିନେତ୍ରୀ ମାନୁ।
ଆପଣ ଏହି ଅଭିନେତ୍ରୀଙ୍କ ଦମଦାର ଅଭିନୟକୁ ମଞ୍ଚ ଉପରେ ନିଶ୍ଚିତ ଭାବେ ଦେଖିବାକୁ ପାଇଥିବେ। ଆଉ ତାଙ୍କ ଅଭିନୟ ଆପଣଙ୍କୁ ଖୁବ୍ ପସନ୍ଦ ମଧ୍ୟ ଆସୁଥିବ। ତେବେ ଅଭିନେତ୍ରୀ ମାନୁ ତାଙ୍କ ଅଭିନୟ ଜୀବନ ବାବଦରେ ତାଙ୍କ ଫ୍ୟାନ ମାନଙ୍କ ସହିତ କିଛି କଥା ସେୟାର କରିଥିଲେ। ତେବେ ଅଭିନେତ୍ରୀ ମାନୁ ଏବେ ଇନ୍ଦ୍ରଭୁବନରେ ତିନୋଟି ଯାତ୍ରା କରୁଛନ୍ତି। ଗୋଟିଏରେ ଭିଲିଆନର ଚରିତ୍ର କରି ଥିବା ବେଳେ ଅନ୍ୟ ଦୁଇଟିରେ କମେଡିଆନ ଅଭିନୟ କରିଛନ୍ତି ।ସେ ତାଙ୍କର ପ୍ରଥମେ ଇଷ୍ଟର୍ଣ୍ଣ ବ୍ଲୁ କ୍ୟାରିୟର ଆରମ୍ଭ କରିଥିଲେ ଓ ତାପରେ ଡାନ୍ସ କରୁଥିଲେ।ତାପରେ ସେ ବିଶ୍ୱ ଦରବାରରେ ଓ ଗୌରୀ ପାର୍ଟିରେ ମଧ୍ୟ କାମ କରିଛନ୍ତି।ଗୌରୀ ପାର୍ଟିରେ ସିଏ ଜଣେ ଅଭିନେତ୍ରୀଙ୍କ ଅନୁପସ୍ଥିତିରେ ଅଭିନୟ କରିବାର ସୁଯୋଗ ପାଇଥିଲେ।

ତେବେ ଅଭିନେତ୍ରୀ ମାନୁ ଯାତ୍ରାରେ ଅଭିନୟ କରୁଥିବା ବେଳେ ତାଙ୍କ ସ୍ୱାମୀ ମଧ୍ୟ ଡ୍ୟାନ୍ସର ଭାବେ ଏହି ଯାତ୍ରାରେ କାର୍ଯ୍ୟରତ ଅଛନ୍ତି। ୨୦୧୫ ମସିହାରେ ଯାତ୍ରା ଲାଇନକୁ ଆସିବା ପରେ ଇଷ୍ଟର୍ଣ୍ଣ ବ୍ଲୁକାମ କରୁଥିବା ବେଳେ ଜଣେ ଡାନ୍ସଙ୍କୁ ସେ ପ୍ରେମ୍ ବିବାହ କରିଥିଲେ ତାଙ୍କର ୨ ବର୍ଷର ପୁଅ ମଧ୍ୟ ରହିଛି। ଆଉ ସେ କହିଛନ୍ତି କି ତାଙ୍କ ଅଭିନୟ ଜୀବନ ଖୁବ୍ ସଂଘର୍ଷପୂର୍ଣ୍ଣ। ମାନୁଙ୍କ ପରିବାରରେ କେହି ଚାହୁଁ ନଥିଲେ କି ସେ ଯାତ୍ରାରେ ଅଭିନୟ କରନ୍ତୁ। କିନ୍ତୁ କଳା ପ୍ରତି ତାଙ୍କର ଖୁବ୍ ଆଗ୍ରହ ଥିବାରୁ ସେ ଘରୁ ଲୁଚି ଚାଲି ଆସିଥିଲେ ଯେଉଁଥି ପାଇଁ ପରିବାରରେ ସମସ୍ତେ ତାଙ୍କ ଉପରେ ଅସନ୍ତୁଷ୍ଟ ରହିଛନ୍ତି।

ତେବେ ବର୍ତ୍ତମାନ ତାଙ୍କର ଏକ ଯାତ୍ରା ସାମ୍ନାକୁ ଆସିଛି “କଳିଯୁଗର କଳଙ୍କ” ଯେଉଁଥିରେ ସିଏ ଡେଭିଲ୍ ରୋଲ୍ କରିଛନ୍ତି ଆଉ ସେହି ଚରିତ୍ରରେ ସେ ଟଙ୍କା ପାଇଁ ଖୁବ୍ ତଳକୁ ଖସି ଯାଇଛନ୍ତି ଏମିତିକି ଦେଢସୁର ବି ଜୋତାରେ ମାଡ଼ ମାରୁଛନ୍ତି। ତେବେ ତାଙ୍କର ଏ ଯାତ୍ରାକୁ ଦେଖିବା ପାଇଁ ସେ ଦର୍ଶକ ମାନଙ୍କୁ ଅନୁରୋଧ କରିଛନ୍ତି।