ସବୁ ସମୟ ଖବର ସାଥିରେ

ଯାତ୍ରା Stage ରେ ସବ୍ୟସାଚୀ ଏବଂ ଅର୍ଚ୍ଚିତା ଙ୍କ ଗୀତ ସାଙ୍ଗକୁ ଜବରଦସ୍ତ Hot ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି… ମାତ୍ର 4 ଘଣ୍ଟାରେ 96 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0 13

ଦର୍ଶକ ବନ୍ଧୁ ସୋସିଆଲ ଏବେ ବହୁତ ମାତ୍ରା ରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି | ଯେଉଁ ଭିଡ଼ିଓ ଭାଇରାଲ ହେବାର କିଛି ସମୟ ମଧ୍ୟରେ ସୋସିଆଲ ମିଡିଆରେ ବେଶ ପ୍ରଶଂସା ସାଉଁଟି ଥିବା କୁହାଯାଇଛି | ତେବେ ଭିଡ଼ିଓ ଟି ହେଉଛି ଏକ ଯାତ୍ରା ଷ୍ଟେଜର ହେଉଥିବା ବେଳେ ଷ୍ଟେଜ ଉପରେ ଦେଖିବାକୁ ମିଳିଥିଲା ଓଡିଶା ର ସୁନାମ ଧନ୍ୟ ଅଭିନେତା ଓ ଅଭିନେତ୍ରୀ ଙ୍କୁ | ଯାହାକୁ ଓଡିଶାରେ ସମସ୍ତ ଦର୍ଶକ ବେଶ ଭଲ ପାଇବା ଦେବା ସହିତ ସେମାନଙ୍କୁ ବହୁତ ପସନ୍ଦ ମଧ୍ୟ କରିଥାନ୍ତି | ଏହା ସହିତ ଏମାନଙ୍କୁ ଓଡିଶାର ଏକ ସୁନ୍ଦର ଯୋଡି ବୋଲି କୁହାଯାଏ | ତେବେ ସେ ଯୋଡି ହେଉଛି ସବ୍ୟସାଚୀ ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଓଡିଶାର ଏକ ସୁନ୍ଦର୍ ଯୋଡି ଭାବରେ ବେଶ ପରିଚିତ ଅଟନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତାହେଲେ ଆପଣ ମାନେ ତୋ ଜାଣିଥିବେ ନିଜର ଅଭିନୟ ମାଧ୍ୟମ ରେ ସବୁବେଳେ ଦର୍ଶକ ମାନଙ୍କ ମନକୁ ଜିତିଥାନ୍ତି ଏହି ଦୁଇ ଯୋଡି | ଖାଲି ଫ୍ଲିମ ଜଗତ ନୁହେଁ ପ୍ରକୃତ ଲାଇଫରେ ମଧ୍ୟ ଏହି ଦୁଇ ଯୋଡି ଙ୍କୁ ଲୋକେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି | ତେବେ କିଛି ଦିନ ପୂର୍ବରୁ ସେମାନଙ୍କର ଷ୍ଟେଜ କାର୍ଯ୍ୟକ୍ରମ ର ଭିଡ଼ିଓ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ତେବେ ଏହି ଷ୍ଟେଜ କାର୍ଯ୍ୟକ୍ରମ ଯାହା ସୋରରେ ବାରୁଣୀ ଉପଲକ୍ଷେ ଆୟୋଜିତ ହୋଇଥିଲା ସେଠାରେ ସେମାନେ ଦୁଇଜଣ ଆସି ସେଠାରେ ଉପସ୍ଥିତ ସମସ୍ତ ଦର୍ଶକ ମାନଙ୍କୁ ବେଶ ଖୁସି ଦେଇଥିଲେ |ଏହା ସହିତ ଷ୍ଟେଜ ଉପରେ ଅଭିନେତ୍ରୀ ଅର୍ଚ୍ଚିତା ଏବଂ ସବ୍ୟସାଚୀ ଏକ ସୁନ୍ଦର ଗୀତ ଗାଉଥିବା ଦେଖିବାକୁ ମିଳୁଛି |

ତେବେ ସୂଚନା ମୁତାବକ ସବ୍ୟସାଚୀ ଅଭିନୟ କରିଥିବା ଏକ ସୁପରହିଟ ଓଡିଆ ଚଳଚ୍ଚିତ୍ର,ସବୁ ମାୟା ରେ ବାୟା, ଏଥିରେ ଥିବା ତାହାର ଏକ ଟାଇଟଲ ଗୀତ ଯାହା ଦିନେ ଓଡିଶାର ଚହଳ ସୃଷ୍ଟି କରିଥିଲା | ତେବେ ସେହି ଗୀତ କୁ ପୁଣି ଥରେ ଉଭୟ ଅର୍ଚ୍ଚିତା ଏବଂ ସବ୍ୟସାଚୀ ଏହି କାର୍ଯ୍ୟକ୍ରମ ରେ ଅଗଣତି ଦର୍ଶକ ମାନଙ୍କ ଆଗରେ ଉପସ୍ଥାପନ କରିଛନ୍ତି |ତେବେ ଯେତେବେଳେ ଏହି ଗୀତ ର ସବ୍ୟସାଚୀ ଗାଇବା ଆରମ୍ଭ କରିଥିଲେ ସେତେବେଳେ ଷ୍ଟେଜ ଚାରିପାଖେ ନାହିଁ ନଥିଲା ଭିଡ଼ ଦେଖିବାକୁ |

ଆଉ ତାହା ସହିତ ଷ୍ଟେଜ ଉପରେ ଗୀତ ସାଙ୍ଗରେ ଦୁଇ ସୁଇଟ ଯୋଡି ଡ୍ୟାନ୍ସ କରିଥିବା ନଜର ଆସିଥିଲା ତାଙ୍କର ଏହିପରି ଡ୍ୟାନ୍ସ ଦେଖି | ସେଠାରେ ଉପସ୍ଥିତ ଥିବା ଦର୍ଶକ ମାନେ ନିଜକୁ ସମ୍ଭାଳି ନ ପାରି | ଦର୍ଶକ ମାନେ ଡ୍ୟାନ୍ସ କରିବା ଆରମ୍ଭ କରିଦେଇଥିଲେ | ତେବେ ଓଡିଶା ବାସୀ ଙ୍କ ମନରେ ସେମାନଙ୍କୁ ପ୍ରତି ଏମିତି ଭଲ ପାଇବା ଦେଖି ସେମାନେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି | ଆଉ ସମସ୍ତଙ୍କର ମନ ପସନ୍ଦର ପୋରଫୋମେନ୍ସ ଦେଇଥିବାର ଦେଖିବାକୁ ମିଳିଛି ସବ୍ୟ ଆଉ ଅର୍ଚ୍ଚିତା ଙ୍କର | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।