ସବୁ ସମୟ ଖବର ସାଥିରେ

ଯାତ୍ରା Supper Star ହିରୋଇନ puja panda ,କହିଲେ ମୋ ସ୍ଵାମୀ ମୋତେ କହିଲେ ଛୋଟ ଛୋଟ ଡ୍ରେସ ପିନ୍ଧି ନାଚିବାକୁ ,ଆଉ ରାତିରେ ରାତିରେ ପ୍ରଡୁସରଙ୍କ ସହିତ… ଦେଖନ୍ତୁ video

0 14

ଅଭିନୟର ଏକ ନିଆରା ମଞ୍ଚ ହେଉଛି ଯାତ୍ରା ମଞ୍ଚ। ଯେଉଁଠି ଦର୍ଶକ ମାନଙ୍କ କଳାକାର ମାନଙ୍କ ଜୀବନ୍ତ ଅଭିନୟକୁ ପରଦାରେ ନ ଦେଖି ସାମ୍ନାରେ ଦେଖିବାର ସୁଯୋଗ ପାଇଥାନ୍ତି।ସିନେମା ପରି ଯାତ୍ରା ର ମଧ୍ୟ ଚାହିଦା ଖୁବ୍ ଅଧିକ ରହିଛି।ଆମ ଓଡ଼ିଶାରେ ଅଗଣିତ ଯାତ୍ରା ପ୍ରେମୀ ରହିଛନ୍ତି ଯେଉଁ ମାନେ କି ସିନେମା ଠାରୁ ଯାତ୍ରା ଦେଖିବା ପାଇଁ ଅଧିକ ପସନ୍ଦ କରିଥାନ୍ତି। ତେବେ ଯାତ୍ରାରେ ଅଭିନୟ କରୁଥିବା କଳାକାର ମାନଙ୍କ ଅଭିନୟ ଟିକେ ଭିନ୍ନ ଅନ୍ଦାଜର ଯାହାକି ସିନେମା ଆଉ ମେଗା ଧାରାବାହିକ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଧରଣର। ଯେଉଁ ଅଭିନୟକୁ ଦେଖିବା ପାଇଁ ଅନେକ ପାଗଳ ହୋଇ ଉଠନ୍ତି।ଯାତ୍ରା କଳାକାର ମାନଙ୍କ ଅଭିନୟ ସବୁଠୁ ଭିନ୍ନ। ତାଙ୍କର ଏହି ଭିନ୍ନ ଧରଣର ଅଭିନୟକୁ ଦେଖିବା ପାଇଁ ଦର୍ଶକ ମାନେ ପାଗଳ ହୋଇ ଉଠନ୍ତି।

ତେବେ ଦର୍ଶକ ମାନେ ଯାତ୍ରା ଜଗତର କଳାକାର ମାନଙ୍କ ବାବଦରେ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି। କେତେକ ନିଜ ପ୍ରିୟ କଳାକାର ମାନଙ୍କୁ ଅନୁସରଣ ମଧ୍ୟ କରିଥାନ୍ତି। ଯାତ୍ରା ଜଗତର କଳାକାର ମାନେ ତାଙ୍କ ଭିନ୍ନ ଧରଣର ଅଭିନୟକୁ ନେଇ ଏବଂ ତାଙ୍କ ବ୍ୟକ୍ତିଗତ ଜୀବନଶୈଳୀ କୁ ନେଇ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି।ଯାତ୍ରା ଜଗତରେ ଅନେକ କଳାକାର ରହିଛନ୍ତି ଯେଉଁ ମାନେ କି ତାଙ୍କ ଆକର୍ଷଣୀୟ ଲୁକ୍ସ୍ ଓ ତାଙ୍କ ଅଭିନୟକୁ ନେଇ ଦର୍ଶକ ମାନଙ୍କ ଦୃଦୟରେ ରାଜ କରୁଛନ୍ତି।

ଆଜି ଆମେ ଆପଣ ମାନଙ୍କୁ ଯାତ୍ରା ଜଗତର ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ବିଷୟରେ ଜଣାଇବୁ।ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଯାତ୍ରା ଜଗତ ଲୋକ ପ୍ରିୟ ଯାତ୍ରା ଅଭିନେତ୍ରୀ ପୂଜା ପଣ୍ଡା।ତେବେ ସିଏ କେବଳ ଜଣେ ଅଭିନେତ୍ରୀ ନୁହଁନ୍ତି ଜଣେ ଭଲ ଆଙ୍କର ମଧ୍ୟ ଏଥି ସହିତ ଖୁବ୍ ସୁନ୍ଦର୍ ଡାନ୍ସ ମଧ୍ୟ କରନ୍ତି। ମଞ୍ଚ ଉପରେ ପାଦ ରଖିଲା ମାତ୍ରେ କରତାଳିରେ ଷ୍ଟେଜ୍ ଫାଟିପଡେ। ତେବେ ପୂଜା ପ୍ରଥମେ ତୁଳସୀ ଗଣନାଟ୍ୟରେ ଜଣେ ଡାନ୍ସଇ ଭାବେ କାମ କରିଥିଲେ। ତେବେ ଯାତ୍ରା ଜଗତରେ ପୂଜା ଆଠ ବର୍ଷ ହେବ କାମ କରୁଛନ୍ତି। ପ୍ରଥମେ ସେ ଡାନ୍ସର ଭାବେ ନଜର ଆସୁଥିଲେ ଏବେ ସେ ଅଭିନୟ ଓ ଆଙ୍କରିଂ ମଧ୍ୟ କରୁଛନ୍ତି।

ତେବେ ଅଭିନେତ୍ରୀ ପୂଜା ବାଲେଶ୍ୱର ଜିଲ୍ଲାର ଭୋଗରାଇ ଅଞ୍ଚଳର ଗୋଟିଏ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ପୂଜାଙ୍କର କଳା ପ୍ରତି ଆଗ୍ରହ ରହିଥିବା ବେଳେ ପରିବାର ଲୋକେ କଳାଜଗତକୁ ଯିବା ପାଇଁ ଅନୁମତି ଦେଇ ନଥିଲେ। କିନ୍ତୁ ବାପା ମାଙ୍କ ଏକ୍ସିଡେଣ୍ଟ ପରେ ପରିବାରର ଆର୍ଥିକ ପରିସ୍ଥିତିକୁ ଲକ୍ଷ କରି ସେ ଯାତ୍ରା ଜଗତରେ ପାଦ ରଖିଥିଲେ। ପ୍ରଥମେ ସେ ଯାତ୍ରାରେ ଡାନ୍ସ କରିବାର ସୁଯୋଗ ପାଇଥିଲେ ଏବଂ ୫୦ ହଜାର ଟଙ୍କା ରୋଜଗାର କରି ପାରିଥିଲେ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।