ସବୁ ସମୟ ଖବର ସାଥିରେ

ଯାତ୍ରା Supper Star ହିରୋଇନ Manu ,କହିଲେ ମୋ ସ୍ଵାମୀ ଡ୍ୟାନ୍ସର, କିନ୍ତୁ ପଇସା ଯାହା ପାଖରେ ମୁଁ ତା’ ପାଖରେ…’ ଆଉ ରାତିରେ ରାତିରେ ମୁଁ …ଦେଖନ୍ତୁ video

0 1,983

ସିନେମା ପରି ଅନେକ ଦର୍ଶକ ଯାତ୍ରା ଦେଖିବାକୁ ଖୁବ୍ ପସନ୍ଦ କରିଥାନ୍ତି। ଅଭିନୟର ଏକ ନିଆରା ମଞ୍ଚ ହେଉଛି ଯାତ୍ରା ମଞ୍ଚ। କାହିଁକି ଏଠି ଦର୍ଶକ ମାନେ କଳାକାର ମାନଙ୍କ ଅଭିନୟକୁ ଲାଇଭ ଦେଖିବାର ସୁଯୋଗ ପାଇ ପାଇ ଥାନ୍ତି। ଆମ ଓଡ଼ିଶାରେ ଅଗଣିତ ଯାତ୍ରା ପ୍ରେମୀ ରହିଛନ୍ତି ଯେଉଁମାନେ କି ସିନେମା ଠାରୁ ଯାତ୍ରା ଦେଖିବା ପାଇଁ ଅଧିକ ପସନ୍ଦ କରିଥାନ୍ତି। ତେବେ ଯାତ୍ରାରେ ଅଭିନୟ କରୁଥିବା କଳାକାର ମାନଙ୍କ ଅଭିନୟ ଟିକେ ଭିନ୍ନ ଅନ୍ଦାଜର ଯାହାକି ସିନେମା ଆଉ ମେଗା ଧାରାବାହିକ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଧରଣର। ଯେଉଁ ଅଭିନୟକୁ ଦେଖିବା ପାଇଁ ଅନେକ ପାଗଳ ହୋଇ ଉଠନ୍ତି। ତେବେ ଦର୍ଶକ ମାନେ ଯାତ୍ରା ଜଗତର କଳାକାର ମାନଙ୍କ ବାବଦରେ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି।
ତେବେ ଆପଣ ମାନେ ଯାତ୍ରା ଜଗତ ର ସମସ୍ତ ଲୋକ ପ୍ରି ଅଭିନେତ୍ରୀ ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବ। ଆଜି ଆମେ ଆପଣ ମାନଙ୍କୁ ଯାତ୍ରା ଜଗତର ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ବିଷୟରେ ଜଣାଇବୁ।ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଯାତ୍ରା ଜଗତ ଲୋକ ପ୍ରିୟ ଯାତ୍ରା ଅଭିନେତ୍ରୀ ମାନୁ। ତେବେ ମାନୁଙ୍କ ଅଭିନୟ ଆପଣ ଅନେକ ଯାତ୍ରା ମଞ୍ଚରେ ଦେଖିବାକୁ ପାଇଥିବେ। ଅଭିନେତ୍ରୀ ମାନୁ ଯାତ୍ରା ଜଗତ ର ଜଣେ ଆଗ ଧାଡି ର ଅଭିନେତ୍ରୀ , ତେବେ ସେ ତାଙ୍କ ଜୀବନ ରେ ଅନେକ ଗଣନାଟ୍ୟ ରେ ଅଭିନୟ କରି ବେସ ପରିଚିତ ହୋଇ ପାରିଛନ୍ତି। ମାନୁଙ୍କ ଅଭିନୟ କୁ ଦେଖିବା ପାଇଁ ବେସ ପସନ୍ଦ କରୁଛନ୍ତି ଦର୍ଶକ।

ତେବେ ଯାତ୍ରା ଅଭିନେତ୍ରୀ ମାନୁ ପ୍ରଥମେ ଇଷ୍ଟର୍ଣ୍ଣ ବ୍ଲୁ ମାଧ୍ୟମରେ ଅଭିନୟ ଜଗତରେ ପାଦ ରଖିଥିଲେ। ଆଉ ଏହାପରେ ସେ ଡାନ୍ସ କରୁଥିଲେ। ଡାନ୍ସ ପରେ ସେ ବିଶ୍ଵ ଦରବାର ସେ କମେଡି କରିବାର ସୁଯୋଗ ପାଇଥିଲେ। ସେଠି ସେ ଦୁଇ ବର୍ଷ କାମ କରିଥିଲେ। ଆଉ ଏହା ପରେ ସେ ଯାତ୍ରା ଜଗତର ଜଣାଶୁଣା ଅଭିନେତ୍ରୀ ପାଲଟି ଯାଇଛନ୍ତି।

ତେବେ ମାନୁଙ୍କ ପରିବାର ଲୋକେ ଚାହୁଁ ନଥିଲେ ସେ ଯାତ୍ରାରେ କାମ କରନ୍ତୁ କିନ୍ତୁ ମାନୁଙ୍କ ମନରେ କଳା ପ୍ରତି ଆଗ୍ରହ ରହି ଥିବାରୁ ସେ ଘରେ ନ କହି ଘରୁ ଲୁଚି ଚାଲି ଆସି ଥିଲେ। ଏଥି ପାଇଁ ଘରେ ତାଙ୍କ ଉପରେ ବହୁତ୍ ରାଗି ଥିଲେ। ଏବଂ ଯାତ୍ରା ଲାଇନ କୁ ଛାଡ଼ି ଦେବା ପାଇଁ କହିଥିଲେ କିନ୍ତୁ ଯେହେତୁ ମାନୁଙ୍କୁ ଯାତ୍ରା ପ୍ରତି ଆଗ୍ରହ ରହିଛି ସେ ଯାତ୍ରା ଛାଡିବେ ନାହିଁ ବୋଲି ମନା କରି ଦେଇଥିଲେ।ତେବେ ଇଷ୍ଟର୍ଣ୍ଣ ବ୍ଲୁ ରେ ଡାନ୍ସ କରୁଥିବା ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଛନ୍ତି ମାନୁ ଆଉ ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି।