
ନାମର ପ୍ରଥମ ଅକ୍ଷର B, S, P, A ଏବଂ R ଥିଲେ ଜାଣନ୍ତୁ ନିଜ ବିଷୟରେ ଏହି ଖାସ ଗୁପ୍ତ କଥା – Life Style ନାମର ଲୋକ ମାନେ ନିହାତି ଦେଖନ୍ତୁ, ଆପଣଙ୍କ ଭବିଷ୍ୟତ କଣ ହେବ
ମନୁଷ୍ୟ ଜନ୍ମ ନେବା ବେଳେ ନିଜର ଭାଗ୍ୟରେଖାକୁ ନେଇ ଏ ସଂସାରକୁ ଆସିଥାଏ। ତେବେ ସେ ଜନ୍ମ ନେଲା ପରେ ତାର ନାମକରଣ କରା ଯାଇଥାଏ। ଜନ୍ମ ସମୟ, ଜନ୍ମ ତାରିଖ,ଜନ୍ମସ୍ଥାନ ଓ ଗ୍ରହ ନକ୍ଷତ୍ର ମାନଙ୍କର ଅବସ୍ଥିତି କୁ ଅନୁଧ୍ୟାନ କରି ବ୍ୟକ୍ତିର ନାମ କରଣ କରାଯାଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଏହି ନାମ ମାନଙ୍କର ବହୁତ୍ ମହତ୍ତ୍ଵ ରହିଛି। ସେଥି ପାଇଁ ନାମର ପ୍ରଥମ ଅକ୍ଷରକୁ ଆଧାର କରି ବ୍ୟକ୍ତିର ଚରିତ୍ର ଓ ତାର ସ୍ଵଭାବ ବାବଦରେ ଆକଳନ କରାଯାଇ ଥାଏ। ଆଉ ତାଙ୍କ ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ବାବଦରେ ବହୁତ୍ କିଛି କହିଥାଏ।
ତେବେ ଆଜି ଆମେ ପାଞ୍ଚଟି ନାମ ବଦବାରେ କହିବାକୁ ଯାଉଛୁ ସେମାନଙ୍କ ଜୀବନର କିଛି ଖାସ୍ କଥା।ତେବେ ଆପଣଙ୍କ ନାମର ପ୍ରଥମ ଇଂରାଜୀ ଅକ୍ଷର ଯଦି A,B,P,R,ଏବଂ S ହୋଇଥାଏ ତେବେ ଜାଣି ରଖନ୍ତୁ ଆପଣଙ୍କ ଜୀବନରେ କଣ ସବୁ କଣ ସବୁ ଖାସ୍ ହେବା ପାଇଁ ଯାଉଛି। ତେବେ ଆସନ୍ତୁ ଜାଣିବା ଏହି ନାମର ବ୍ୟକ୍ତିମାନଙ୍କ ପାଇଁ କଣ ଖାସ୍ ରହିଛି।
A. ଯେଉଁ ବ୍ୟକ୍ତି ମାନଙ୍କ ନାମ A ଅକ୍ଷରରୁ ଆରମ୍ଭ ହୋଇଛି ସେମାନେ ଖୁବ୍ ସୁନ୍ଦର୍ ଦେଖିବା ପାଇଁ ହୋଇଥାନ୍ତି। ଏମାନଙ୍କ ସହିତ ଯିଏ ଥରୁଟିଏ ମିଶିଥାଏ ତାଙ୍କୁ ଜୀବନରେ କେବେ ଭୁଲି ପାରନ୍ତି ନାହିଁ। ମଧୁର ବଚନ କହି ଏମାନେ ସମସ୍ତଂକ ମନକିଣି ପାରନ୍ତି। ତେବେ ଏମାନଙ୍କ ଜୀବନରେ ଖୁବ୍ ଶୀଘ୍ର ଧନର ଆଗମନ ହେବାପାଇଁ ଯାଉଛି।
B.ଯେଉଁ ବ୍ୟକ୍ତିମାନଙ୍କର ନାମର ପ୍ରଥମ ଅକ୍ଷର B ରୁ ଆରମ୍ଭ ହୋଇଥାଏ ସେମାନେ ସମସ୍ତଙ୍କ ଠାରୁ ଟିକେ ଭିନ୍ନ ଧରଣର ହୋଇଥାନ୍ତି। ନିଜ ଅପେକ୍ଷା ସେମାନେ ତାଙ୍କ ଜୀବନସାଥିକୁ ଭଲ ପାଇଥାନ୍ତି। ତେବେ ଜାଣି ରଖନ୍ତୁ କି ଆପଣଙ୍କ ଜୀବନରେ ବହୁତ କିଛି ଖାସ୍ ହେବାପାଇଁ ଯାଉଛି। ଏମିତି ଏକ ସମୟ ଆସିବ ଯାହା ତୁମକୁ ଶକ୍ତିଶାଳୀ କରିଦେବ।
P.ଯେଉଁ ବ୍ୟକ୍ତିମାନଙ୍କର ନାମର ପ୍ରଥମ ଅକ୍ଷର P ରୁ ଆରମ୍ଭ ତେବେ ଜାଣି ରଖନ୍ତୁ କି ଆପଣ ଖୁବ୍ ପରିଶ୍ରମୀ ଅଟନ୍ତି। ତେବେ ଆପଣଙ୍କ ଜୀବନରେ ଖୁବ୍ ଶୀଘ୍ର ବହୁତ୍ ବଡ଼ ଖୁସି ଖବର ଆସିବା ପାଇଁ ଯାଉଛି। ଦାମ୍ପତ୍ୟ ଜୀବନ ମଧ୍ୟ ଖୁସିର ଆଗମନ ହେବ।
R. ଯେଉଁ ବ୍ୟକ୍ତିମାନଙ୍କର ନାମର ପ୍ରଥମ ଅକ୍ଷର R ରୁ ଆରମ୍ଭ ସେମାନେ ତାଙ୍କ ପରିବାର ସହିତ ହସ ଖୁସିରେ ସମୟ ଅତିବାହିତ କରିବା ପାଇଁ ଯାଉଛନ୍ତି। ଚାକିରୀ ଆଶାୟୀ ପ୍ରାର୍ଥୀମାନଙ୍କ ପାଇଁ ମଧ୍ୟ ଏକ ସୁବର୍ଣ୍ଣ ସୁଯୋଗ ଆସିବା ପାଇଁ ଯାଉଛି ଯାହା ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର କରିଦେବ।
S.ଯେଉଁ ବ୍ୟକ୍ତି ର ନାମ S ରୁ ଆରମ୍ଭ ହୋଇଥାଏ ସେମାନେ ଖୁବ୍ ବହୁତ ଭାଗ୍ୟଶାଳୀ ଓ ସ୍ୱଭାବରେ ଖୁବ୍ ଭଲ ହୋଇଥାନ୍ତି। ଏମାନଙ୍କୁ ଅଚାନକ କୌଣସି ଗୁପ୍ତଧନର ସନ୍ଧାନ ମିଳିବା ପାଇଁ ଯାଉଛି। ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।