
ଜଳପ୍ରପାତରେ ଗାଧୋଉଥିବା ବେଳେ ହଠାତ ମାଡି ଆସିଲା ପାଣି, ତା’ ଭିତରେ ଫସିଗଲେ ମା ଓ ଶିଶୁ, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି Video
ମୃତ୍ୟୁ କାହା ପାଇଁ କେତେବେଳେ ଆସିଥାଏ କିଛି କହିହୁଏ ନାହିଁ ତେବେ ଦେଖନ୍ତୁ କେମିତି ବୁଲିବାକୁ ଯାଇଥିଲେ ମାଆ ଓ ପିଲା କିନ୍ତୁ ସେଠାରେ ତାଙ୍କ ସହ ଯାହା ଘଟିଲା ଦେଖିଲେ ବିଶ୍ୱାସ କରିବା ଭାରି କଷ୍ଟ ।ତେବେ ଆମେ ଆମ ଜୀବନର କିଛି କ୍ଷଣ ନିଜ ପାଇଁ ବାହାର କରି ବାହାର ଦୁନିଆ ଓ ବିଭିନ୍ନ ପ୍ରାକୃତିକ ସ୍ଥାନ ଗୁଡିକୁ ସମୟ ବିତେଇବାକୁ ଯାଇଥାଉ ।ତେବେ ପ୍ରକୃତିର ସୌନ୍ଦର୍ଯ୍ୟ ଖୁବ ମନଲୋଭା ହେଇଥାଏ କିନ୍ତୁ ଯେତେବେଳେ ପକୃତି ତାର ବିରଳ ରୁପା ଧାରଣ କରିଥାଏ ତା ଆଗରେ ରକ୍ଷା ପାଇବା ଭାରି କଷ୍ଟ ।
ବହୁତ ସମୟରେ ଆପଣ ଦେଖିଥିବେ ବୁଲିବାକୁ ଯାଇଥିବା ପର୍ଯ୍ୟଟନ ମାନେ ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ର ଶିକାର ହେଇଥାନ୍ତି ।
ଯେପରି କିଛି କିଛିଦିନ ଆଗରୁ ଦେଖିବାକୁ ମିଳିଥିଲା ଜଣେ ଝିଅ ସେଲଫି ନେବାକୁ ଯାଇ ପାଣି ସ୍ରୋତରେ ଭାସି ଯାଇଥିଲେ ।ଆଜି ଆପଣ ସେହିପରି ଏକ ଭିଡ଼ିଓ ଦେଖିବାକୁ ପାଉଛନ୍ତି ଯେଉଁଥିରେ ପ୍ରବଳ ଜଳ ସ୍ରୋତରେ ଭିତରେ ଜଣେ ମାଆ ପିଲା କେମିତି ଫସି ଯାଇଛନ୍ତି ।ଆଉ ସେହି ସମୟରେ ଜଳର ପ୍ରବାହ ଏତେ ଜୋର ରହିଛି ଯେ ସେଥିରେ ଯଦି କେହି ପଡ଼ିବ ତାହେଲେ ତାହାର ପତା ମିଳିବ ନାହିଁ ।
ତେବେ ଆପଣ ଆପଣ ଦେଖିଥିବା ଭଡ଼ିଓଟି ହେଉଛି ତାମିଲନାଡୁ ର ଯେଉଁଠି ଜଣେ ମାଆ ପୁଅ ବୁଲିବାକୁ ଆସିଥିଲେ କିନ୍ତୁ ସେହି ସମୟରେ ଝେଲମ ନଦୀରେ ପ୍ରବଳ ଜେଲ୍ର ବେଗ ବଡିବାରେ ଲାଗିଥିଲା ।ତେବେ ଭାଗ୍ୟକୁ ମାଆ ପିଲା ଗୋଟିଏ ପାହାଡ଼କୁ ଧରି ରହିଥିଲେ କିନ୍ତୁ ଜଳର ବେଗ ଯେତେ ଜୋରରେ ବଡିବାରେ ଲାଗୁଚି ଅଳ୍ପ ସମୟରେ ତାଙ୍କୁ ଭସେଇ ନେବ ।କିନ୍ତୁ ସେହି ସମୟରେ ପାଖ ଅଞ୍ଚଳର କିଛି ଲୋକ ପାହାଡ଼ ଚଡି ରଶୀ ସାହାଯ୍ୟରେ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି ।ଆଉ ଧିରେ ଧିରେ କରି ମାଆ ଓ ପିଲାଟିକୁ ଉଦ୍ଧାର କରିବାରେ ସଫଳ ବି ହେଇ ଯାଉଛନ୍ତି କିନ୍ତୁ ସେତିକି ବେଳେ ସାହାଯ୍ୟ କରୁଥିବା ଲୋକ ମାନଙ୍କ ଭିତରୁ 2 ଜଣ ସେହି ସ୍ରୋତରେ ପଡି ଯାଉଛନ୍ତି ।
ଆଉ ସେହି ଘଟଣା ଦେଖିବା ପରେ ଅନ୍ୟ ପାଖରେ ଥିବା ଲୋକମାନେ ବହୁତ ଜୋରରେ ପାଟି କରିବାକୁ ଲାଗୁଛନ୍ତି ।ତେବେ ଭାଗ୍ୟକୁ ଆଉ କିଛି ଲୋକମାନେ ଯାଇ ପଡ଼ି ଯାଇଥିବା ଲୋକ ମାନଙ୍କ ବି ଉଦ୍ଧାର କରି ନେଉଛନ୍ତି ।ତେବେ ଏହି ଘଟଣାର ଭିଡ଼ିଓ ପାଖରେ ଘଟଣାର ଅପର ପାଖରେ ଥିବା ଲୋକମାନେ କେହି କରି ତାକୁ ସୋସିଆଲ ମେଡିଆରେ ପୋଷ୍ଟ କରିଛନ୍ତି ।ତେବେ ଯିଏ ବି ଏହି ଘଟଣା ଦେଖୁଚି ସେ ଆଖି ହଟେଇ ପାରୁ ନାହିଁ ଆଗକୁ କଣ ହେବ ଭାବି ତାଙ୍କ ହାର୍ଟ ବିଟ ବଡି ଯାଉଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।