ସବୁ ସମୟ ଖବର ସାଥିରେ

ଇଷ୍ଟର୍ଣ୍ଣ ଅପେରାର ରୋମାଣ୍ଟିକ କମେଡି Scene ” ମଦୁଆ ମାଈପ ର ବୁଢା ଘଇତା “….

0 9

ଓଡ଼ିଆ ସିନେମା ଓ ହିନ୍ଦୀ ସିନେମା ପରି ଯାତ୍ରା ଦେଖିବା ପାଇଁ ଅଗଣିତ ଦର୍ଶକ ଖୁବ୍ ଭଲ ପାଇଥାନ୍ତି। ଯାତ୍ରା ହେଉଛି ଅଭିନୟର ଏକ ନିଆରା ମଞ୍ଚ ଯେଉଁଠି କଳାକାର ମାନଙ୍କ ଅଭିନୟକୁ ଆମେ ପରଦା ଉପରେ ନଦେଖି ଜୀବନ୍ତ ଦେଖି ପାରି ଥାଉ। ଯଦି ଆମେ ଆମ ଓଡ଼ିଶା କଥା ଦେଖିବା ଓଡ଼ିଶାର ଅନେକ ଦର୍ଶକ ରହିଛନ୍ତି ଯେଉଁମାନେ କି ସିନେମା ଅପେକ୍ଷା ଯାତ୍ରା ଦେଖିବା ପାଇଁ ଅଧିକ ପସନ୍ଦ କରିଥାନ୍ତି।
ଯାତ୍ରା କଳାକାର ମାନଙ୍କ ଅଭିନୟ ସିନେମା ଓ ଧାରାବାହିକରେ ଅଭିନୟ କରୁଥିବା କଳାକାର ମାନଙ୍କ ଅଭିନୟ ଠାରୁ ଖୁବ୍ ନିଆରା। ଯାହାକୁ ଦେଖିବା ପାଇଁ ଦର୍ଶକ ମାନେ ପାଗଳ ହୋଇ ଉଠନ୍ତି। ଯାତ୍ରା ଜଗତର ଅଭିନୟ କରୁଥିବା ପ୍ରତି ଅଭିନେତା ଅଭିନେତ୍ରୀ ମାନେ ନିଜର ଆକର୍ଷଣୀୟ ଲୁକ୍ସ ଓ ସୁନ୍ଦର୍ ଅଭିନୟ ପାଇଁ ଦର୍ଶକ ମାନଙ୍କୁ କିମିଆ କରି ରଖିଛନ୍ତି।ଏମିତିକି ଦର୍ଶକ ମାନେ ଯାତ୍ରାରେ ଅଭିନୟ କରୁଥିବା କଳାକାର ମାନଙ୍କ ବ୍ୟକ୍ତିଗତ ଜୀବନ ବାବଦରେ ଜାଣିବା ପାଇଁ ଖୁବ୍ ଆଗ୍ରହ ପ୍ରକାଶ କରିଥାନ୍ତି।

ତେବେ ଆପଣ ମାନେ କମେଡି ଦେଖିବା ପାଇଁ ଖୁବ୍ ପସନ୍ଦ କରୁଥିବେ। ସିନେମା ହେଉ କି ଯାତ୍ରା ହେଉ ମଝିରେ ମଝିରେ କମେଡି ଲେ ଛୁଙ୍କ ନ ରହିଲେ ମଜା ହିଁ ଆସି ନଥାଏ। ଆଉ ଯେତେବେଳେ କମେଡି ଆରମ୍ଭ ହୋଇଥାଏ ଆମେ ହସି ହସି ବେଦମ୍ ହୋଇ ଯାଇଥାଉ। ତେବେ ସିନେମା ଯାତ୍ରାରେ ପ୍ରଦର୍ଶନ କରାଯାଉଥିବା କମେଡି ଫିଲ୍ମର କରା ଯାଉଥିବା କମେଡି ଠାରୁ ସଂପୂର୍ଣ୍ଣ ନିଆରା। ଯାତ୍ରା ମଞ୍ଚ ଉପରେ ଯେତେବେଳେ କମେଡିଆନ୍ ମାନେ କମେଡି କରିଥାନ୍ତି ଦର୍ଶକ ମାନଙ୍କର ହସି ହସି ପେଟ ଦରଜ ହୋଇ ଯାଇଥାଏ।

ତେବେ ସେହିଭଳି ଏକ ମଜାଦାର କମେଡି କମେଡି ଆକ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହା ଦେଖିଲେ ହସି ହସି ଆପଣଙ୍କ ପେଟ ଦରଜ ହୋଇ ଯିବ। ଇଷ୍ଟର୍ଣ୍ଣ ଅପେରାର ଏହି ସିନ ଟି ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସୁଛି। ଭିଡ଼ିଓ ଲି ଦେଖିବାକୁ ମିଳିଛି ଜଣେ ସ୍ବାମୀ ଘରକୁ ମଦ୍ୟପାନ କରି ଆସିଛି।

ଆଉ ସ୍ତ୍ରୀ ସ୍ୱାମୀଙ୍କୁ ମଦ ପିଥିବାର ଦେଖି ଗାଳି ଗୁଲଜ କରୁଛନ୍ତି ଏଥି ସହିତ ଏକ ଝାଡୁରେ ସ୍ବାମୀଙ୍କୁ ମାଡ଼ ମାରୁଛନ୍ତି ଆଉ ଗଳା ଚିପି ଦେଉଛନ୍ତି ଆଉ ଏହାରି ଭିତରେ ସେଠାରେ ଅଜା ଆସି ପହଁଚିଛନ୍ତି ଅଜା। ଆଉ ଅଜା ଆସିବା ଏସବୁ ଦେଖି ଘଟଣା କଣ ବୋଲି ପଚାରୁଛନ୍ତି। ଆଉ ଏହାର କିପରି ସମାଧାନ ହୋଇ ପାରିବ ତା ବାବଦରେ ଏକ ପ୍ଲାନ୍ ଦେଉଛନ୍ତି। ଯାହା ଖୁବ୍ ମଜାଦାର ରହିଛି। ଏହାକୁ ଦର୍ଶକମାନେ ଖୁବ୍ ପସନ୍ଦ କରୁଛନ୍ତି ଆଉ ଭଲ ଭଲ କମେଣ୍ଟ ମଧ୍ୟ ଦେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।