
IAS INTERVIEW- ଯାହାର ଚାରି ପଟେ ବାଳ ଥାଏ ତା ମଝିରେ ସ୍ବାମୀ ଥରେ ପୁରାଏ ଆଉ ତା ପରେ ସ୍ତ୍ରୀ ନିଜେ ନିଏ, ସେଇଟା କଣ ଅଟେ ? ଦମ ଅଛିତ ଉତ୍ତର ଦେଇ ଦେଖ …
ବେଳେବେଳେ ଆମେ ଏଭଳି କିଛି ପ୍ରଶ୍ନର ସାମ୍ନା କରିଥାଉ ଯାହାର ଉତ୍ତର ଜ୍ଞାନ ବଳରେ ନୁହେଁ ବରଂ ବୁଦ୍ଧି ବଳରେ ଦେବା ପାଇଁ ପଡ଼ିଥାଏ। ତେବେ ଆଜି ଆମେ ସେହିଭଳି କିଛି ମଜାଦାର ପ୍ରଶ୍ନ ଓ ତାର ଉତ୍ତର ବାବଦରେ ଜଣାଇବୁ ଯାହା ବେଶ୍ ଇଣ୍ଟ୍ରେଷ୍ଟିଂ ରହିଛି। ଏହି ସବୁ ପ୍ରଶ୍ନ ଆପଣ କେବେ ନା କେବେ ସାମ୍ନା କରି ପାରନ୍ତି। ତେବେ ଆସନ୍ତୁ ଜାଣିବା ସେହି ଭଳି କିଛି ମଜାଦାର ପ୍ରଶ୍ନ ଓ ତାର ଉତ୍ତର।
୧. ଯାହାର ଚାରି ପଟେ ବାଳ ଥାଏ ତା ମଝିରେ ସ୍ବାମୀ ଥରେ ପୁରାଏ ଆଉ ତା ପରେ ସ୍ତ୍ରୀ ନିଜେ ନିଏ, ସେଇଟା କଣ ଅଟେ?
ଉତ୍ତର:- ଏହାର ଉତ୍ତର ହେଉଛି ସିନ୍ଦୂର। ସ୍ତ୍ରୀର ସିନ୍ଥିରେ ସ୍ବାମୀ ଥରୁଟିଏ ପାଇଁ ବିବାହ ସମୟରେ ସିନ୍ଦୂର ଦେଇଥାଏ ଆଉ ତା ପର ଠାରୁ ସ୍ତ୍ରୀ ସବୁଦିନ ନିଜେ ସିନ୍ଥିରେ ସିନ୍ଦୂର ପିନ୍ଧିଥାଏ।
୨.ତାହା କଣ ଯାହାକୁ ଆପଣ କୋଉଠି ନା କୋଉଠି ଛାଡି ଦେଇଥାନ୍ତି କିନ୍ତୁ ତାପରେ ବି ତାହା ଆପଣଙ୍କ ପାଖରେ ରହିଥାଏ ?ଉତ୍ତର:- ଏହାର ଉତ୍ତର ହେଉଛି ଟିପଚିହ୍ନ।
୩. ଏମିତି କଣ ରହିଛି ଯାହାକୁ ଆମେ ପରିଷ୍କାର ଥିଲେ କଳା ଏବଂ ଅପରିଷ୍କାର କରି ଦେଲେ ତାହା ଧଳା ସେଇଟା କଣ?
ଉତ୍ତର:- ଏହାର ଉତ୍ତର ହେଉଛି କଳାପଟା
୪. ସାତଟି ମହମବତୀ ଜଳୁଥିଲା । ସେଥିରୁ ଦୁଇଟି ତୁମେ ଲିଭାଇ ଦେଲ। ତେବେ କୁହନ୍ତୁ ଆଉ କେତୋଟି ମହମବତୀ ରହିଲା?
ଉତ୍ତର:- ଏହାର ଉତ୍ତର ହେଉଛି ୨ଟି। କାରଣ ସାତଟି ମହମବତୀ ଜଳୁଥିଲା ସେଥିରୁ ତୁମେ ଦୁଇଟି ଲିଭାଇ ଦେଇଛ। ତେଣୁ ଏବେ ପାଞ୍ଚଟି ମହମବତୀ ଜଳୁଛି। ଆଉ ସେହି ପାଞ୍ଚଟି ମହମବତୀ ଜଳି ଜଳି ଶେଷ ହୋଇ ଯିବ। ତେଣୁ ଲିଭା ହୋଇଥିବା ଦୁଇଟି ମହମବତୀ ହିଁ ବାକି ରହିବ।
୫. ରାତିରେ ଶୋଇବା ପୂର୍ବରୁ ସ୍ବାମୀ ଓ ସ୍ତ୍ରୀ କଣ କରିଥାନ୍ତି?
ଉତ୍ତର:- ଏହାର ଉତ୍ତର ହେଉଛି ସେମାନେ ପ୍ରଥମେ ଲାଇଟ୍ ଅଫ୍ କରିଥାନ୍ତି।
୬. ସକାଳ ସଞ୍ଜରେ ଲାଲ୍ ଗୁଲୁଗୁଲ ଖରାବେଳେ ଚାହିଁ ହୁଏନା ରାତି ହେଲେ ସିଏ କେଣେ ଲୁଚିଯାଏ ଯେତେ ଖୋଜିଲେ ବି ମିଳେନା?
ଉତ୍ତର:- ଏହାର ଉତ୍ତର ହେଉଛି ସୂର୍ଯ୍ୟ।
୭. ଜଣେ ମହିଳାର ତିନି ସ୍ବାମୀ ୧୨ ଟି ସନ୍ତାନ ସେ କିଏ?
ଉତ୍ତର:- ଏହାର ଉତ୍ତର ହେଉଛି ଘଣ୍ଟା
୮. ମୁଁ ପର୍ବତ ଠାରୁ ବଡ କିନ୍ତୁ ଗଛ ଠାରୁ ଛୋଟ ମୁଁ କିଏ?
ଉତ୍ତର:- ଏହାର ଉତ୍ତର ହେଉଛି ପର୍ବତ ଉପରେ ଥିବା ଘାସ।
୯. କାହାର ପାଞ୍ଚଟି ଆଙ୍ଗୁଳି କିନ୍ତୁ ହାତ ନୁହେଁ?
ଉତ୍ତର:- ଏହାର ଉତ୍ତର ହେଉଛି ହ୍ୟାଣ୍ଡଗ୍ଲୋବସ୍
୧୦.ଝିଅମାନେ ସବୁ ଲୁଗା କେବେ କାଢିଥାନ୍ତି ?
ଉତ୍ତର:- ଗାଧୋଇଲା ସ ମୟରେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।