ସବୁ ସମୟ ଖବର ସାଥିରେ

Intresting Gk Question – ବଳଭଦ୍ର ଙ୍କ ରଥର ନାମ କଣ ?

0 18

ବନ୍ଧୁଗଣ ବର୍ତମାନ ଦୁନିଆରେ ଏମିତି ବହୁତ କିଛି ଜିନିଷ ରହିଛି ଯାହା ବିଷୟରେ ଆମେ ସମ୍ପୂର୍ଣ ଅବଗତ ନୁହଁ, ଛାତ୍ର ଛାତ୍ରୀ ମାନଙ୍କ ପରୀକ୍ଷା ଯେପରି କଷ୍ଟକର ହେଲାନି ସେମାନେ ଦେଶ ଏବଂ ବାହାର ଦେଶ ବିଷୟରେ ଅନେକ କିଛି ତଥ୍ୟ ଜାଣିବା ଉଚିତ |ମୁଁ ଆଜି ଆପଣକୁ ଆମର ପ୍ରଭୁ ଜଗନ୍ନାଥଙ୍କ ବିଷୟରେ କିଛି ପ୍ରଶ୍ନ କହିବି, ଯାହାକି ଆପଣଙ୍କ ଜୀବନରେ ଏବଂ ଆପଣଙ୍କ ଶିକ୍ଷା କ୍ଷେତ୍ରରେ ବହୁତ କାମରେ ଆସିବ |ତେବେ ଆସନ୍ତୁ ଜାଣିବା ପ୍ରଭୁ ଜଗନ୍ନାଥ ବିଷୟରେ କିଛି ପ୍ରଶ୍ନ |

1-ସିଂହ ଦ୍ଵାରା ସାମ୍ନାରେ ଥିବା ସ୍ତମ୍ଭର ନାମ କଣ?
ଉତ୍ତର -ଅରୁଣ ସ୍ତମ୍ଭ

2-ଶ୍ରୀ ଜଗନ୍ନାଥଙ୍କ ମନ୍ଦିର କେଉଁ ନାମରେ ପରିଚିତ ?
ଉତ୍ତର -ବଡ଼ ଦେଉଳ

3-ଶ୍ରୀ ଜଗନ୍ନାଥ କେଉଁ ତତ୍ୱର ପ୍ରତୀକ ଅଟନ୍ତି?
ଉତ୍ତର -ଆତ୍ମ ତତ୍ୱ

4-ଚାରି ଧାମ ମଧ୍ୟ୍ୟରୁ କେଉଁ ଧାମ ସବୁଠାରୁ ଶ୍ରେଷ୍ଠ ଧାମ ଅଟେ ?
ଉତ୍ତର -ଜଗନ୍ନାଥ ଧାମ

5-ପ୍ରଭୁ ଜଗନ୍ନାଥଙ୍କ ଧାମ ପୁରି ଧାମର ଅନ୍ୟ ନାମ କଣ ଅଟେ?
ଉତ୍ତର -ନୀଳାଚଳ ଧାମ

6-ବଡ଼ ଦେଉଳର ପୂର୍ବ ଦିଗରେ ଥିବା ଦ୍ଵାରର ନାମ କଣ?
ଉତ୍ତର -ସିଂହ ଦ୍ଵାର

7-ବଳଭଦ୍ର କେଉଁ ତତ୍ୱର ପ୍ରତୀକ ଅଟନ୍ତି ?
ଉତ୍ତର -ଶିବ ତତ୍ୱ

8-ପୁରୁଷତ୍ତମ କ୍ଷେତ୍ର କାହାକୁ କୁହାଯାଏ?
ଉତ୍ତର – ପୁରୀ

9-ତିନୋଟି ରଥ ମଧ୍ୟ୍ୟରୁ ପ୍ରଭୁ ଜଗନ୍ନାଥଙ୍କ ରଥର ନାମ କଣ?
ଉତ୍ତର -ନନ୍ଦୀ ଘୋଷ

10-ପ୍ରଭୁ ଜଗନ୍ନାଥଙ୍କ ରଥ ନନ୍ଦୀ ଘୋଷରେ କେତୋଟି ଚକ ରହିଛି ?
ଉତ୍ତର -16ଟି ଚକ ରହିଛି

11-ରଥ ନିର୍ମାଣ ପରେ ତିନି ରଥର ପ୍ରତିଷ୍ଠା କିଏ କରିଥିଲେ?
ଉତ୍ତର -ନାରଦ

12-ପ୍ରଭୁ ଜଗନ୍ନାଥଙ୍କ ନନ୍ଦୀ ଘୋଷର ଉଚ୍ଚତା କେତେ ?
ଉତ୍ତର -33 ହାତ ପାଞ୍ଚ ଆଙ୍ଗୁଳି

13-ପ୍ରଭୁ ଜଗନ୍ନାଥଙ୍କ ରଥ ନନ୍ଦୀ ଘୋଷରେ କେତେ ଖଣ୍ଡ କାଠ ଲାଗେ?
ଉତ୍ତର -832 ଖଣ୍ଡ

14-ତିନି ରଥ କିଏ ନିର୍ମାଣ କରିଥିଲେ ?
ଉତ୍ତର -ବିଶ୍ୱକର୍ମା

15-ଜଗନ୍ନାଥଙ୍କ ନନ୍ଦୀ ଘୋଷ ରଥର ନାମ କରଣ କିଏ କରିଥିଲେ ?
ଉତ୍ତର -ଇନ୍ଦ୍ର ଦେବ

16-ନନ୍ଦୀ ଘୋଷ ରଥର ସାରଥୀ କିଏ ଅଟନ୍ତି ?
ଉତ୍ତର -ଦାରୁକ

17-ନନ୍ଦୀ ଘୋଷ ରଥର ଲାଗିଥିବା ପତାକାରେ କାହାର ଚି଼ହ୍ନ ରହିଥାଏ ?
ଉତ୍ତର -ଗରୁଡ଼

18-ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ରଥର ନାମ କଣ ଅଟେ ?
ଉତ୍ତର -ତାଳଧ୍ଵଜ

19-ମାତା ସୁଭଦ୍ରାଙ୍କ ରଥର ନାମ କଣ ଅଟେ?
ଉତ୍ତର -ଦର୍ପ ଦଳନ

20-ପ୍ରଭୁ ଜଗନ୍ନାଥଙ୍କ ନନ୍ଦୀ ଘୋଷ ରଥରେ ଲାଗିଥିବା ଦଉଡିର ନାମ କଣ ଅଟେ?
ଉତ୍ତର -ଶଙ୍ଖ ଚୂଡ଼

21-ନନ୍ଦିଘୋଷ ରଥରେ ଜଗନ୍ନାଥଙ୍କ ସହ କଉଁ ଦେବତା ବିଜେ କରନ୍ତି ?
ଉତ୍ତର -ମଦନ ମୋହନ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।