ସବୁ ସମୟ ଖବର ସାଥିରେ

Intresting GK Question – ପ୍ଲେଗ ରୋଗ କାହା ଦ୍ୱାରା ବ୍ୟାପିଥାଏ ? ୯୯% ଲୋକ ଏହାର ଉତ୍ତର ଜାଣି ନାହାନ୍ତି

0 15

ହଁ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜି କାଲି ସମସ୍ତଙ୍କ ପାଖରେ କିଛି ନା କିଛି ସାଧାରଣ ଜ୍ଞାନ ରହିବା ଆବଶ୍ୟକ, ଆଉ ଯଦି ତାହା ନ ହୁଏ ତାହେଲେ ଆପଣ ମାନଙ୍କର କେବେବି ବୁଦ୍ଧି ଆଉ ଜ୍ଞାନ ର ବିକାଶ ହୋଇ ପାରିବ ନାହିଁ | ତେବେ କୁହାଯାଏ କି ବିଜ୍ଞାନ ଗୋଟିଏ ଏମିତି ଜିନିଷ ଯାହା ବିଷୟରେ ଜାଣିବାର ଆବଶ୍ୟକତା ଆମର ରହିଛି | କୁହାଯାଏ କି ଆଗକୁ କେବଳ ବହି ଥିଲା କେବଳ ଏକମାତ୍ର ମାଧ୍ୟମ ଯାହା ସାହାଯ୍ୟ ରେ ଆମେ ଜ୍ଞାନ ର ବିକାଶ କରି ପାରୁଛି ଓ ବିଜ୍ଞାନ ସମ୍ବଧୀୟ ଅନେକ କଥା ମଧ୍ୟ ଜାଣି ପାରୁଛୁ | ତେବେ ଆଜିକାଲି ଅନଲାଇନ ଯୁଗ ହେଲାଣି, ତେଣୁ ଅନଲାଇନ କୁଇଜ କୁ ଫୋଲ କରି ଆମେ ମାନେ ଅନେକ କଥା ସାଇନ୍ସ ସମ୍ବଧୀୟ ପ୍ରଶ୍ନ ଓ ଉତ୍ତର ବିଷୟରେ ଜ୍ଞାନ ର ବିକାଶ କରେଇ ପାରୁଛୁ | ତାହେଲେ ଆସନ୍ତୁ ବନ୍ଧୁଗଣ ସେହି ଭଳି କିଛି ସାଇନ୍ସ ସମ୍ବଧୀୟ ପ୍ରଶ୍ନ ବିଷୟରେ ଆଜି ଆମେ ଆଲୋଚନା କରିବା |

ପ୍ରଶ୍ନ 1:-କଣ କାମ ନ କରିଲେ ମଣିଷ ପାଗଳ ହୋଇଯାଏ?
ଉତ୍ତର :-ମସ୍ତିଷ୍କ

ପ୍ରଶ୍ନ 2:- ଗ୍ରହ ମାନଙ୍କ ମଧ୍ୟରୁ କାହାକୁ ବଳୟ ଗ୍ରହ କୁହାଯାଏ?
ଉତ୍ତର :-ଶନି ଗ୍ରହ କୁ

ପ୍ରଶ୍ନ 3:-ପନିପରିବା କୁ ଅଧିକ ସିଝାଇଲେ ସେଥିରୁ କଣ ନଷ୍ଟ ହୋଇଯାଏ?
ଉତ୍ତର :-ଭିଟାମିନ

ପ୍ରଶ୍ନ 4:-ସିମେଣ୍ଟ କାରଖାନା ରେ ସିମେଣ୍ଟ ଗୁଣ୍ଡ କେଉଁ ପ୍ରକାରର ରୋଗ କୁ ସୃଷ୍ଟି କରିଥାଏ?
ଉତ୍ତର :-ଯକ୍ଷ୍ମା

ପ୍ରଶ୍ନ 5:-ସୂର୍ଯ୍ୟଙ୍କ ଚାରିପଟେ ଥରେ ଘୁରି ଆସିବାକୁ ପୃଥିବୀ କୁ କେତେ ସମୟ ଲାଗିଥାଏ?
ଉତ୍ତର :-1 ବର୍ଷ

ପ୍ରଶ୍ନ 6:-କିଏ ମସ୍ତିଷ୍କ କୁ ଖବର ପଠାଇ?
ଉତ୍ତର :-ସ୍ନାୟୁ

ପ୍ରଶ୍ନ 7:-କେଉଁଥିରେ ଆମ ଶରୀରର ଦୂଷିତ ରକ୍ତ ପରିଷ୍କାର ହୋଇଥାଏ?
ଉତ୍ତର :-ଫୁସଫୁସ

ପ୍ରଶ୍ନ 8:-କିଏ ଆମ ଶରୀରର ରକ୍ତ ସଂଚାଳନ ର କେନ୍ଦ୍ରାସ୍ଥଳୀ?
ଉତ୍ତର:-ହୃତପିଣ୍ଡ

ପ୍ରଶ୍ନ 9:-ଶରୀରର କଣ କାମ ନ କଲେ ଆମ ଅଙ୍ଗ ପ୍ରତଙ୍ଗ ଅଚଳ ହୋଇଯିବ?
ଉତ୍ତର :-ସ୍ନାୟୁ

ପ୍ରଶ୍ନ 10:- ରକ୍ତ ରେ ଥିବା ଅଦରକାରୀ ତରଳ ପଦାର୍ଥ କୁ କିଏ ଛାଣି କି ବାହାର କରିଦିଏ?

ଉତ୍ତର :-ବୃକକ

ପ୍ରଶ୍ନ 11:-ପ୍ଲେଗ ରୋଗ କାହା ଦ୍ୱାରା ବ୍ୟାପିଥାଏ?
ଉତ୍ତର :-ମୂଷା

ପ୍ରଶ୍ନ -12:-କେଉଁ ସାର ଶରୀରକୁ ତାପ ଶକ୍ତି, ଶକ୍ତି ଓ ବଳ ଯୋଗାଇଥାଏ?
ଉତ୍ତର :-ଶ୍ୱେତସାର

ତେବେ ଏହା ଥିଲା ଆମର ର ଜାଣିବା ଉପଯୋଗୀ ସାଇନ୍ସ ବିଷୟରେ କିଛି ପ୍ରଶ୍ନ ଉତ୍ତର ଯାହା ଆମ ସାଧାରଣ ଜ୍ଞାନ କୁ ବଢ଼ାଇଥାଏ ଓ ଆମର ସାଇନ୍ସ ସମ୍ବୋଧିୟ ଜ୍ଞାନ ର ବିକାଶ କରିଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।