ସବୁ ସମୟ ଖବର ସାଥିରେ

interesting Gk Questions – କେଉଁ ଜିଲ୍ଲାର ପ୍ରଥମ ଓ ଶେଷ ଅକ୍ଷର କାଟିଲେ ଗୋଟିଏ ପକ୍ଷୀର ନାମ ହେବ ?କେବଳ ବୁଦ୍ଧିମାନ ଲୋକ ହିଁ ଏହାର ଉତ୍ତର ଦେଇ ପାରିବେ

0 201

ଆଜିର ମୋବାଇଲ ଓ କମ୍ପୁଟର ଯୁଗର ପିଲା ମାନେ ଆମ ଧର୍ମ ପୁରାଣ ଓ ଶାସ୍ତ୍ର ବିଷୟରେ ଜାଣିବାକୁ ସୁଯୋଗ ପାଉ ନାହାଁନ୍ତି।ସେମାନେ ସବୁବେଳେ ବହିରେ ଥିବା ପାଠ କୁ ପଢୁଛନ୍ତି,କାରଣ ଏହା ଦ୍ୱାରା ସେମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ମିଳିବ।କେବଳ ଛାତ୍ରଛାତ୍ରୀ ନୁହଁନ୍ତି ସେମାନଙ୍କ ପିତାମାତା ମଧ୍ୟ ଏହା ଚାହୁଁଛନ୍ତି କି ତାଙ୍କ ପିଲା ବହିକୁ ଭଲ ଭାବେ ପଢ଼ି ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରୁ।

ମାତ୍ର ଏହାଦ୍ବାରା ପିଲାମାନେ ବାହାର ଦୁନିଆର କୌଣସି କଥା ଜାଣି ପାରୁ ନାହାଁନ୍ତି।ସେମାନେ କେବଳ ପୁସ୍ତକ କୀଟ ହୋଇ ରହି ଯାଉଛନ୍ତି।ଯାହାଦ୍ୱାରା ସେମାନେ ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁ ରେ ସଫଳତା ହାସଲ କରି ପାରୁ ନାହାଁନ୍ତି।

 

ତେଣୁ ଆଜି ଆମେ ଆପଣଙ୍କୁ ମହାଭାରତ ଯୁଦ୍ଧ ସମ୍ବନ୍ଧିତ ୧୪ ଗୋଟି ପ୍ରଶ୍ନ ଓ ସେ ଗୁଡ଼ିକର ଉତ୍ତର ବିଷୟରେ କହିବୁ।ଏହି ପ୍ରଶ୍ନ ଗୁଡ଼ିକ ଆପଣ ମାନେ ହୁଏତ କେବେବି ଶୁଣି ନଥିବେ ଏବଂ ଏହା ଆପଣଙ୍କ ଜ୍ଞାନ ଭଣ୍ଡାର କୁ ଉନ୍ନତ କରିବ।ଏହି ପ୍ରଶ୍ନ ଗୁଡ଼ିକ ଆପଣଙ୍କୁ ନିଶ୍ଚିତ ରୂପେ ଭଲ ଲାଗିବ।

ତେଣୁ ଆପଣ ଏହି ଆର୍ଟିକିଲ କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଓ ଏହାର ଉତ୍ତର କୁ ଧ୍ୟାନ ଦେଇ ମନେ ରଖନ୍ତୁ। କାରଣ ଏହା ଭବିଷ୍ୟତ ରେ ଆପଣଙ୍କ କାମରେ ଆସି ପାରେ।ତେବେ ଆସନ୍ତୁ ଜାଣିବା ସେହି ୧୪ ଟି ପ୍ରଶ୍ନ ବିଷୟରେ;

୧:- ମାଉଣ୍ଟ ଏଭରେଷ୍ଟ ଶିଖରରେ ପହଞ୍ଚି ଥିବା ପ୍ରଥମ ଭାରତୀୟ ମହିଳା କିଏ?


ଉତ୍ତର:- ବଚେନ୍ଦ୍ରି ପାଲ

 

୨:- ଇଣ୍ଡିଆ ଗେଟ କେଉଁଠାରେ ଅବସ୍ଥିତ?

ଉତ୍ତର:- ନୂଆ ଦିଲ୍ଲୀ।

୩:- ଭାରତର ପ୍ରଥମ ନୋବେଲ ପୁରସ୍କାର ବିଜେତା କିଏ?

ଉତ୍ତର:- ରବୀନ୍ଦ୍ରନାଥ ଟାଗୋର ଭାରତର ପ୍ରଥମ ନୋବେଲ ପୁରସ୍କାର ବିଜେତା ଅଟନ୍ତି।

୪:- ତାହା କଣ ଯାହା ଅନ୍ୟକୁ ଦେଇ ହୁଏ,କିନ୍ତୁ ଫେରସ୍ତ ନେଇ ହୁଏ ନାହିଁ?

ଉତ୍ତର:- ଜ୍ଞାନ।

୫:- ଇଣ୍ଟରନେଟ ରେ ବ୍ୟବହାର ହେଉ ଥିବା ‘WWW’ ର ଅର୍ଥ କଣ?

ଉତ୍ତର:- World Wide Web.

୬:- ଅଶୋକ ସ୍ଥମ୍ଭ କେଉଁ ଠାରେ ଅବସ୍ଥିତ?

ଉତ୍ତର:- ସାରନାଥ।

୭:- ନିମ୍ନୋକ୍ତ କେଉଁ ସ୍ଥାନରୁ ନର୍ମଦା ନଦୀର ଉତ୍ପତ୍ତି ହୋଇଛି?

ଉତ୍ତର:- ଅମରକଣ୍ଟକ।

୮:- କେଉଁ ଜିଲ୍ଲାର ପ୍ରଥମ ଓ ଶେଷ ଅକ୍ଷର କାଟିଲେ ଗୋଟିଏ ପକ୍ଷୀର ନାମ ହେବ ?

ଉତ୍ତର:- ଦେବଗଡ ।

୯:- ପୁରୀର ଅନ୍ୟ ନାମ କଣ?

ଉତ୍ତର:- ନୀଳାଚଳ।

୧୦:- କେଉଁ ଥିରୁ ମୁକ୍ତା ମିଳେ?

ଉତ୍ତର:- ଶାମୁକା।

୧୧:- ଭାରତର ଜାତୀୟ ଖେଳର ନାମ କଣ?

ଉତ୍ତର:- ଭାରତର ଜାତୀୟ ଖେଳର ନାମ ହକି।

 

 


୧୨:- ତାହା କେଉଁ ପ୍ରାଣୀ ଯାହାର ଆଖି ନାହିଁ।

ଉତ୍ତର:- ଜିଆ ର ଯାହାର ଆଖି ନାହିଁ।

୧୩:- ଉଡ଼ାଯାହାଜ ରେ ଥିବା ବ୍ଲାକ ବକ୍ସ ର ରଙ୍ଗ କଣ?

ଉତ୍ତର:- କମଳା ରଙ୍ଗ।

୧୪:- ବିଶ୍ୱର କେଉଁ ଦେଶରେ କେବଳ ପୁରୁଷ ଅଛନ୍ତି?

ଉତ୍ତର:- ୟୁରୋପ ମହା ଦେଶର ଭାଟିକାନ ନଗରୀରେ କେବଳ ପୁରୁଷ ଅଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।