ସବୁ ସମୟ ଖବର ସାଥିରେ

Gk Question – ଭାରତର କେଉଁ ରାଜ୍ୟରେ କେବେବି କେହି ମହିଳା ମୁଖ୍ୟମନ୍ତ୍ରୀ ହୋଇ ନାହାନ୍ତି ? ବୁଦ୍ଧିମାନ ଲୋକ ହିଁ ଏହାର ଉତ୍ତର ଦେଇ ପାରିବେ …

0 12

ଆମେ ଜାଣିଛୁ ଆମ ଭାରତୀୟ ସଂସ୍କୃତି ଓ ଇତିହାସ ବିଷୟରେ ଅନେକ କଥା ରହିଛି | ସେହି ଭଳି ଆମ ଓଡିଶା ରେ ମଧ୍ୟ ଏମିତି ଅନେକ କଥା ଅଛି ଯାହା ବିଷୟରେ ଆମର ଅଳ୍ପକେ ବି ଧାରଣା ନାହିଁ | ଆଉ ଯାହାକୁ ଆମେ gk ବା ସାଧାରଣ ଜ୍ଞାନ ବୋଲି କହିଥାଉ, ତେଣୁ ଏହି gk ବିଷୟରେ ଜାଣିବା ପାଇଁ ସମସ୍ତଙ୍କର ବେଶ ଆଗ୍ରହ ମଧ୍ୟ ଥାଏ | କାରଣ ଆମର ଜ୍ଞାନ କୁ ବୃଦ୍ଧି କରିବାରେ ସେହି ଭଳି କିଛି gk ସମ୍ବଧୀୟ ପ୍ରଶ୍ନ ଉତ୍ତର ଗୁଡିକ ଆମକୁ ସାହାଯ୍ୟ କରିଥାଏ ବୋଲି କୁହାଯାଏ | ତେବେ ଆଜି କାଲି ଇଣ୍ଟରନେଟ ଜରିଆରେ ଆମେ ମାନେ ଦେଶ ବିଦେଶ ର ଅନେକ କଥା ଜାଣିବା ସହି ଆମ ରାଜ୍ୟ ଓଡିଶା ବିଷୟରେ ମଧ୍ୟ ଅନେକ କଥା ଶିଖି ପାରୁଛେ ଓ ଜାଣି ମଧ୍ୟ ପାରୁଛେ | ତାହେଲେ ଆଜି ଆମେ ସେହି ଭଳି gk ବିଷୟରେ ଆଲୋଚନା କରିବା ଯାହା ଆମର ନଲେଜ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ଆସନ୍ତୁ ଜାଣିବା |

ପ୍ରଶ୍ନ 1:-ଭାରତର କେଉଁ ରାଜ୍ୟ ରେ କେବେବି କେହି ମହିଳା ମୁଖ୍ୟମନ୍ତ୍ରୀ ହୋଇ ନାହାନ୍ତି ?
ଉତ୍ତର :-ମହାରାଷ୍ଟ୍ର

ପ୍ରଶ୍ନ 2:-1717 ପଲାଶୀ ଯୁଦ୍ଧ ରେ ସିରାଜୁଦୁଲ୍ଲା ଙ୍କ ସହ କିଏ ବିଶ୍ୱାସ ଘାତକତା କରିଥିଲେ?
ଉତ୍ତର :-ମିର ଜାଫର

ପ୍ରଶ୍ନ 3:-ଗୁରୁ ନାନକ ଙ୍କର ଉତ୍ତରାଧିକାରୀ କିଏ ଥିଲେ?
ଉତ୍ତର :-ଗୁରୁ ଅଙ୍ଗଦ

ପ୍ରଶ୍ନ 4:-ରୁକ ବେଦର ମୂଳ ରଚନା କେଉଁ ଭାଷା ରେ ହୋଇଥିଲା?
ଉତ୍ତର :-ସଂସ୍କୃତ

ପ୍ରଶ୍ନ 5:-ବନ୍ଦେ ମା ତରମ ସମାଚାର ପତ୍ର ର ଆରମ୍ଭ କିଏ କରିଥିଲେ?
ଉତ୍ତର :-ବିପିନ ଚନ୍ଦ୍ର ପାଲ

ପ୍ରଶ୍ନ 6:-ଜାଲିୱାନାବାଦ ହତ୍ୟାକାଣ୍ଡ କେବେ ହୋଇଥିଲା?
ଉତ୍ତର :-13 ଏପ୍ରିଲ 1919

ପ୍ରଶ୍ନ 7:- କାହାକୁ ନିର୍ବାଚନ ଆୟୋଗ ନିଯୁକ୍ତ କରନ୍ତି ନାହିଁ ?
ଉତ୍ତର :-ମୁଖ୍ୟମନ୍ତ୍ରୀ

ପ୍ରଶ୍ନ 8:-ସମ୍ବିଧାନ ରେ ବର୍ଣ୍ଣିତ ଧର୍ମନିରପେକ୍ଷତା ର ଅର୍ଥ କଣ ହୋଇଥାଏ?
ଉତ୍ତର :-କୌଣସି ରାଜ୍ୟରେ ସ୍ୱତନ୍ତ୍ର ଧର୍ମ ନାହିଁ

ପ୍ରଶ୍ନ 9:-ସମ୍ବିଧାନ ସଭା ର ପ୍ରଥମ ବୌଠକ 9 ଡିସେମ୍ବର 1946 ରେ ହୋଇଥିଲା ଏହାର ଅସ୍ଥାୟୀ ଅଧ୍ୟକ୍ଷ କଣ ଥିଲେ?
ଉତ୍ତର :-ସଚ୍ଚିତାନନ୍ଦ ସ୍ନିହା

ପ୍ରଶ୍ନ 10:-ଭାରତର ସାଂସଦୀୟ ପ୍ରଣାଳୀ କେଉଁ ଦେଶ ରୁ ନିଆଯାଇଛି?
ଉତ୍ତର :-ବ୍ରିଟେନ

ପ୍ରଶ୍ନ 11:-2003 ରେ ହୋଇଥିବା 92ତମ ସଂସଧନ ରେ କେତୋଟି ଭାଷା କୁ ସାମିଲ କରାଯାଇଥିଲା?

ଉତ୍ତର :-4

ପ୍ରଶ୍ନ -12:-ପ୍ରୋଟୋନ କଣ?
ଉତ୍ତର :-ପ୍ରୋଟିୟମ ନାଭିକ

ତେବେ ଏହା ଥିଲା ଆମ ଓଡ଼ିଶାରେ ପ୍ରଚଳିତ ଥିବା ତଥା ଆମ ଭାରତରେ ଜାଣିବାକୁ ଥିବା କେତେକ ପ୍ରଶ୍ନ ଯାହା ଆମ ସାଧାରଣ ଜ୍ଞାନ କୁ ବଢ଼ାଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।