ସବୁ ସମୟ ଖବର ସାଥିରେ

indian idol ଷ୍ଟେଜରେ ଓଡ଼ିଆ ପୁଅ ପ୍ରଭୁପାଦ କଲେ ବଡ଼ ଧମାକା ! ଜର୍ଜ ଦେଖି ହେଲେ ଆଶ୍ଚର୍ଯ୍ୟ ! ମାତ୍ର ୪ ଘଣ୍ଟାରେ 200k ରୁ ଅଧିକ ଲୋକ ସେୟାର କରିସାରିଲେଣି ,ଦେଖନ୍ତୁ ଭିଡ଼ିଓ….

0 14

ସୋନି ଟିଭିରେ ପ୍ରସାରିତ ସିଙ୍ଗିଙ୍ଗ୍‌ ରିୟାଲିଟି ଶୋ’ ‘ଇଣ୍ଡିଆନ ଆଇଡଲ୍‌’ ସିଜନ ୧୨ ପରେ ଏବେ ସିଜନ ୧୩ ଟେଲିକାଷ୍ଟ୍‍ ହେବାକୁ ଯାଉଛି। ଯେଉଁଥିରେ ନେହା କକ୍କର, ବିଶାଲ ଦଦଲାନୀ ଓ ହିମେଶ ରେଶମିୟା ଭଳି ବଲିଉଡ୍‌ ସିଙ୍ଗରମାନେ ଜଜ୍‌ ଭାବେ ନଜର ଆସିଛନ୍ତି।ତେବେ ଇଣ୍ଡିଆନ ଆଇଡଲ ୧୩ରେ ନଜର ଆସିଛନ୍ତି ବାଲେଶ୍ବର ଜିଲ୍ଲାର ପ୍ରଭୁପଦ ମହାନ୍ତି। ତାଙ୍କର ଏକ ଭିଡିଓ ଏବେ ସାରା ଦେଶରେ ବେଶ ଭାଇରାଲ ହେବାରେ ଲାଗିଛି।

ପ୍ରଭୁପଦ ମହାନ୍ତି ହେଉଛନ୍ତି ଓଡ଼ିଶାର ଜଣେ ଚର୍ଚ୍ଚିତ ଚେହେରା। ଜୀ ସାର୍ଥକ ଟିଭିର ଲୋକପ୍ରିୟ ରିୟାଲିଟି ଶୋ ସାରେଗାମାପା ଲିଟିଲ୍ ଚାମ୍ପ ସିଜନ୍ ୧ର ୱିନର ହେଉଛନ୍ତି ପ୍ରଭୁପଦ। ଏକାଧିକ ଓଡ଼ିଆ ଗୀତରେ ପ୍ଲେବେକ୍ ମଧ୍ୟ କରିଛନ୍ତି ପ୍ରଭୁପଦ। ତେବେ କିଛି ଦିନ ହେବ ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଭାଇରାଲ୍ ହେବାରେ ଲାଗିଛି ଇଣ୍ଡିଆନ୍ ଆଇଡଲ୍ ରେ ପ୍ରଭୁପଦଙ୍କ ପ୍ରଫୋମାନ୍ସର ଝଲକ୍।
ତେବେ ବର୍ତ୍ତମାନ ସମୟରେ ପ୍ରଭୁପଦ ଯାଇ ପହଁଚିଛନ୍ତି ନେସନାଲ ରିୟାଲିଟି ଶୋ ‘ଇଣ୍ଡିଆନ ଆଇଡଲ୍’ ରେ। ଆଉ ଯେଉଁଠି ସେ ତାଙ୍କ ସ୍ୱରର ଯାଦୁରେ ଜଜେସ୍ ମାନଙ୍କୁ ଇମ୍ପ୍ରେଶ୍ କରି ପାରିଛନ୍ତି। ପ୍ରଭୁପଦଙ୍କ ଅଡିସନ୍ ର ପ୍ରୋମ ଏବେ ସାରା ଦେଶରେ ବେଶ ଭାଇରାଲ ହେବାରେ ଲାଗିଛି। ଯେଉଁଠି ଦେଖିବାକୁ ମିଳୁଛି ଜଜେସ ନେହା କକର୍ ତାଙ୍କୁ ଆଶିକ୍ ବୋଲି କହୁଛନ୍ତି। ଜଜେସ୍ ବିଶାଳ ଦଦଲାନି ଏବଂ ହିମେଶ

 

ରେଶମିୟା ମଧ୍ୟ ପ୍ରଭୁପଦଙ୍କ ଉପରେ ବେଶ୍ ଇମ୍ପ୍ରେଶ ରହିଛନ୍ତି। ଏବଂ ସେ ଅଡ଼ିସନ୍ ରେ ସିଲେକ୍ଟ ମଧ୍ୟ ହୋଇଛନ୍ତି। ନିଜର ଗୀତ ମାଧ୍ୟମରେ ଜଜେସ ମାନଙ୍କ ମନ ଜିଣିବା ସହ ନେସନାଲ୍ ପ୍ଲାଟଫର୍ମରେ ପ୍ରଫୋମାନ୍ସ ଦେଇ ଦର୍ଶକ ମାନଙ୍କ ମନ କିଣି ପାରିଛନ୍ତିତେବେ ପ୍ରଭୁପଦ ୨୦୧୪ ମସିହାରେ ନେସନାଲ ରିୟାଲିଟି ଶୋ ସାରେଗାମାପା ଲିଟିଲ୍ ଚାମ୍ପରେ ପାର୍ଟିସିପେଟ୍ କରିଥିଲେ। ଏବଂ ସେଥିରେ ସେ ଟପ୍ ୧୨ କଣ୍ଟେନ୍ସେଣ୍ଟ ମାନଙ୍କ ଭିତରେ ରହିଥିଲେ ଆଉ ପରେ

ଏଲିମିନେଟ୍ ହୋଇ ଯାଇଥିଲେ। ଏହାପରେ ୨୦୧୫ ମସିହାରେ ପ୍ରଭୁପଦ ଜୀ ସାର୍ଥକ ଟିଭିର ଲୋକପ୍ରିୟ ରିୟାଲିଟି ଶୋ ସାରେଗାମାପା ଲିଟିଲ୍ ଚାମ୍ପ ସିଜନ୍ ୧ରେ ନଜର ଆସିଥିଲେ ଏବଂ ୱିନର ମଧ୍ୟ ହୋଇଥିଲେ। ଏହା ପରେ ସେ ସୋନି ଟିଭିର ଏକ ଲୋକପ୍ରିୟ ରିୟାଲିଟି ଶୋ ‘ଇଣ୍ଡିଆନ ଆଇଡଲ୍’ ୧୩ ରେ ନଜର ଆସିଛନ୍ତି।

ତେବେ ଅଡିସନ୍ ରାଉଣ୍ଡରେ ପ୍ରଭୁପଦଙ୍କ ପ୍ରଫୋମାନ୍ସ ଖୁବ୍ ସୁନ୍ଦର ରହିଛି। ଏବଂ ସେ ନେଷ୍ଟ ରାଉଣ୍ଡକୁ ମଧ୍ୟ ସିଲେକ୍ଟ ହୋଇଛନ୍ତି। ତେବେ ପ୍ରଭୁପଦଙ୍କ ପ୍ରଫୋମାନ୍ସ ପରେ କେବଳ ଓଡ଼ିଶା ନୁହେଁ ସାରା ଦେଶର ନଜର ତାଙ୍କ ଉପରେ ରହିଛି । ତେବେ ଦେଖିବାକୁ ବାକି ରହିଲା ପ୍ରଭୁପଦ ଇଣ୍ଡିଆନ୍ ଆଇଡଲ୍ ୧୩ ଟାଇଟଲ ହାସଲ କରି ପାରୁଛନ୍ତି କି ନାହିଁ ଯାହା ଉପରେ ସମସ୍ତଙ୍କ ନଜର ରହିଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।