
Increase Memory – କେବଳ ଏହି ମଞ୍ଜି ଗୁଣ୍ଡ ଖାଆନ୍ତୁ, ମେମୋରୀ ପାୱାର ଏତେ ବଢିଯିବ ଯେ କମ୍ପୁଟର ବି ଫେଲ ହୋଇଯିବ… ପ୍ରତ୍ୟେକ ବାପା ମା ଥରୁଟିଏ ନିଶ୍ଚୟ ଦେଖନ୍ତୁ
ତେବେ ସମସ୍ତଙ୍କ ପରିବାର ପାଇଁ ଏକ ସମସ୍ୟା ହୋଇ ଥାଏ ତାହା ହେଉଛି ସେମାନେ ନିଜ ପିଲାର ସ୍ମରଣ ଶକ୍ତି କିପରି ବଢ଼ାଇବେ | ସେମାନଙ୍କର ଏହା ସମସ୍ୟା ହୋଇ ଥାଏ କି ତାଙ୍କ ପିଲା ତାଙ୍କ କଥା ଶୁଣୁ ନାହାଁନ୍ତି କି କୌଣସି କଥା ମନେ ମଧ୍ୟ ରଖୁ ନାହାଁନ୍ତି, ଏହା ସହିତ ପାଠପଢ଼ା ରେ ମନ ଲାଗି ନଥାଏ ଓ ସ୍କୁଲ ରେ ସବୁବେଳେ ପାଠପଢ଼ା ରେ ପଛୁଆ ଥାଆନ୍ତି | ସ୍ମରଣ ଶକ୍ତି ଅଭାବ କାରଣ ରୁ କୌଣସି ବି ପିଲା ଏତେ ଶୀଘ୍ର କୌଣସି କଥା ବୁଝି ପାରି ନଥାଏ କି ମନେ ମଧ୍ୟ ରଖି ପାରି ନଥାଏ |
କାରଣ ପିଲାମାନେ ଛୋଟ ବେଳେ ବହୁତ ଦୁଷ୍ଟ ହୋଇଥାନ୍ତି ସେଥିପାଇଁ ସେମାନଙ୍କ ସ୍ମରଣ ଶକ୍ତି କୁ ବଢ଼ାଇବା ନିହାତି ଆବଶ୍ୟକ | ଆଜି ର ସମୟରେ ଆମେ ବିଭିନ୍ନ ପ୍ରକାର ମାର୍କେଟ ରୁ ମିଳୁଥିବା କେମିକାଲ ଯୁକ୍ତ ପ୍ରୋଟିନ ଦେଉଛନ୍ତି କାରଣ ଆମେ ଚାହିଁ ଥାଉ କି ସେମାନଙ୍କ ବ୍ରେନ ଡେଭଲପ ହେଉ | କିନ୍ତୁ ଆଜି ଏଭଳି ଏକ ଘରୋଇ ଉପଚାର ସମ୍ପର୍କ ରେ କହିବୁ ଯାହାର ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ପିଲାଙ୍କୁ ଯଦି ଏହା ଖାଇବାକୁ ଦିଅନ୍ତି ତେବେ ଆପଣଙ୍କ ପିଲାର ସ୍ମରଣ ଶକ୍ତି ନିଶ୍ଚିତ ଭାବରେ ବଢିବ, ତେବେ ଆସନ୍ତୁ ଏହି ଉପଚାର ସମ୍ପର୍କ ରେ ଜାଣିବା |
ଆବଶ୍ୟକ ସାମଗ୍ରୀ :-
1. ସୂର୍ଯମୁଖୀ ମଞ୍ଜି ଏବଂ 2. କ୍ଷୀର
ପ୍ରସ୍ତୁତି ପ୍ରଣାଳୀ :-
ତେବେ ଆପଣ ଙ୍କୁ ଏଥିପାଇଁ ପ୍ରଥମେ ସୂର୍ଯ୍ୟମୁଖୀ ମଞ୍ଜି ର ଆବଶ୍ୟକ କାରଣ ଏହା ଆମ ସ୍ମରଣ ଶକ୍ତି ବଢ଼ାଇବାରେ ବହୁତ ସାହାଯ୍ୟ କରି ଥାଏ | ଏହି ମଞ୍ଜି ଆପଣ ଙ୍କୁ ବିନା ଚୋପା ଵାଲା ହିଁ ନେବାକୁ ପଡ଼ିବ ଏବଂ ସେହି ମଞ୍ଜି କିଛି ନେଇ ତାହାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ଗୁଣ୍ଡ କରି ଦିଅନ୍ତୁ | ଏହାପରେ ଏକ ଗ୍ଲାସ କ୍ଷୀର ନିଅନ୍ତି କାରଣ କ୍ଷୀର ରେ ଆପଣ ଙ୍କର ସମସ୍ତ ପ୍ରକାର ର ପୋଷକ ତତ୍ତ୍ୱ ରହି ଥାଏ | ଯଦି ଆପଣ ଙ୍କର ସ୍ମରଣ ଶକ୍ତି ଦୁର୍ବଳ ରହୁଛି ବା କମ ରହୁଛି ତେବେ ଏହି ସୂର୍ଯ୍ୟମୁଖୀ ମଞ୍ଜି ର ଗୁଣ୍ଡ କୁ ଏକ ଚାମଚ ନେଇ ଏକ ଗ୍ଲାସ ରେ କ୍ଷୀର ରେ ପକାଇ ପିଅନ୍ତୁ |
ସେବନ ପ୍ରଣାଳୀ :-
ଆପଣ ଏହି ଗୁଣ୍ଡ ମିସା କ୍ଷୀର ସକାଳେ ଜଳଖିଆ ସହିତ ସେବନ କରି ପାରିବେ କିମ୍ବା ଆପଣ ଏହାକୁ ରାତିରେ ଶୋଇବା ପୂର୍ବରୁ ମଧ୍ୟ ସେବନ କରି ପାରିବେ | ଯଦି କାହାକୁ କ୍ଷୀର ପିଇବା ପସନ୍ଦ ନଥିବ ତେବେ ଆପଣ ସାଲାଡ଼ ବା ଫ୍ରୁଟ ରେ ଏହି ଗୁଣ୍ଡ କୁ ପ୍ରୟୋଗ କରି ଖାଇ ପାରିବେ | ପୋଷକ ତତ୍ତ୍ୱ ଅଭାବ ରୁ ଆପଣଙ୍କ ମସ୍ତିଷ୍କ ଦୁର୍ବଳ ହୋଇ ଯାଇଥାଏ, ଏଣୁ ଆପଣ କୌଣସି ମେଡ଼ିସିନ ସେବନ ନକରି ଏହି ପ୍ରାକୃତିକ ଜିନିଷ ର ସେବନ କରନ୍ତୁ | ଏହାକୁ ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସେବନ କରି ପାରିବେ ଏବଂ ଏହା ଗୋଟେ ଦିନରେ କେବଳ ଏକ ଚାମଚ ଗୁଣ୍ଡ ହିଁ ଯଥେଷ୍ଟ | ଏହାକୁ ସେବନ କଲେ ଆପଣ ଙ୍କ ସ୍ମରଣ ଶକ୍ତି ତୀବ୍ର ଭାବରେ ବଢିବାକୁ ଲାଗିବ |