ସବୁ ସମୟ ଖବର ସାଥିରେ

ତେର ହଜାର ତେର ଶହ ତେର କିପରି ଲେଖିବା… ଏହି Math puzzles କୁ କରିବା ପାଇଁ ୯୯% ଲୋକ ଉତ୍ତର ଦେବାରେ ଫେଲ…

0 1,099

ମାନସିକ ଦକ୍ଷତା କୁ ପରୀକ୍ଷା କରିବା ପାଇଁ ଆପଣଙ୍କୁ ସରକାରୀ ସ୍ତରରେ ଭର୍ତ୍ତି ପାଇଁ ହେଉଥିବା ଆବେଦନ ରେ ମୌଖିକ ପରୀକ୍ଷା କରା ଯାଇଥାଏ।ଏହି ମୌଖିକ ପରୀକ୍ଷା ରୁ ଜଣେ ଛାତ୍ର ବା ଛାତ୍ରୀ ର ବୌଦ୍ଧିକ ପରୀକ୍ଷା ର ପରିମାପ କରା ଯାଇଥାଏ।ତେବେ ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା ମାନଙ୍କରେ ଲିଖିତ ପରୀକ୍ଷା ସହିତ ସାକ୍ଷାତକାର ର ମଧ୍ୟ ବହୁତ୍ ଭୂମିକା ରହିଥାଏ।ତେବେ କିଛି ପ୍ରଶ୍ନ ଏମିତି ହୋଇଥାଏ କି ଯାହା ର ଉତ୍ତର କେବଳ ଉପସ୍ଥିତ ବୁଦ୍ଧି ବଳରେ ହିଁ ଦେଇଥାଏ। ସେହିଭଳି ଆଜିର ଏହି ଲେଖାରେ ଆମେ କିଛି ପ୍ରଶ୍ନ ପଚାରିବୁ ଯାହା ଡବଲ୍ ମିନିଂ ପ୍ରଶ୍ନ ଏବଂ ଏହାର ଉତ୍ତର ଦେବାକୁ ଅନେକ ନିଜକୁ ବିଚଳିତ କରି ଦେଇଥାନ୍ତି।

ତେବେ ନିଜର ଉପସ୍ଥିତ ବୁଦ୍ଧି କୁ ପ୍ରୟୋଗ କରି କିଛି ପ୍ରଶ୍ନ ର ଉତ୍ତର ଦେବାକୁ ପଡ଼ିଥାଏ କାରଣ ଏହା କୌଣସି ବିଷୟ ଗତ ପ୍ରଶ୍ନ ନୁହଁ।ସକାରାତ୍ମକ ଉପାୟରେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ଅଛି ଆମକୁ ସେହିଭଳି ଉତ୍ତର ଦେଖିବାକୁ ପଡ଼ିବ ଯାହାର ଅନ୍ୟ ଅର୍ଥ ମଧ୍ୟ ରହିଥାଏ।

 

ଯେଉଁ ପ୍ରଶ୍ନ ଏହି ଭଳି ପରୀକ୍ଷା ରେ ପଚରା ଯାଇଥାଏ ଆମେ ଆଜି ସେହି ପ୍ରଶ୍ନ ବିଷୟରେ ପଚାରିବୁ ଯାହାର ଉତ୍ତର 90 ପ୍ରତିଶତ ଲୋକ ଜାଣି ନଥିବେ।ଯେଉଁ ପ୍ରଶ୍ନ ଆମେ ଆଜି ଆପଣ ଙ୍କ ନିକଟରେ ଅବଗତ କରିବୁ ତାହା ଟେଷ୍ଟ କିମ୍ବା ଇନଣ୍ଟରଭ୍ୟୁରେ ପଚାରାଯାଏ।ଏମିତିକି ଏହା IAS ପରୀକ୍ଷାରେ ପଚାରାଯାଏ ।ତେବେ ଆସନ୍ତୁ ଆମେ ଏପରି ଏକ ସରଳିଆ ପ୍ରଶ୍ନର ଉତ୍ତର ସମ୍ପର୍କରେ ବତାଇ ଦେବୁ। ଯାହା ର ଉତ୍ତର ଦେଇ ଯୁବତୀ ଜଣଙ୍କ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିଲେ।

1. ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ମାନେ ସର୍ବମୋଟ୍କେତୋଟି ଗ୍ରହ ର ସନ୍ଧାନ ପାଇଛନ୍ତି?

ଉତ୍ତର- 1800
2.ଆଜି ପର୍ଯ୍ୟନ୍ତ ମୋଟ୍ କେତୋଟି ଉପଗ୍ରହ ସୃଷ୍ଠି ହେଇଛି ?
ଉତ୍ତର- 53 ଟି

3. ଦୁନିଆରେ କେଉଁ ଜିନିଷ ଯାହା ତଳେ ପଡିଲେ ଭାଙ୍ଗି ନଥାଏ ?
ଉତ୍ତର- ବର୍ଷା

4. ଯଦି 5ଟି ଠେକୁଆ 5 ମିନିଟ୍ ରେ 5ଟି ସେଓ ଖାଇପାରନ୍ତି ତେବେ 10ଟି ଠେକୁଆ 10 ମିନିଟ୍ ରେ କେତୋଟି ସେଓ ଖାଇବେ ?
ଇତ୍ତର- 20 ଟି ।

5. ଯଦି ଗୋଟିଏ ହଲ୍ ରେ 100 ଟି ଗୋଡ 72 ଟି ଆଖି ଅଛି , ତେବେ ସେହି ହଲ୍ ରେ କେତୋଟି ହାତୀ ଓ କୁକୁଡା ଅଛି ?
ଉତ୍ତର- 14ଟି ହାତୀ 22 ଟି କୁକୁଡା ।

6. କିଏ ପାଣିରେ କଣା ଖୋଜିଥାଏ ?
ଉତ୍ତର- ପମ୍ପଚର ବନାଇବା ବାଲା ।


7. ତେର ହଜାର ତେର ଶହ ତେର କିପରି ଲେଖିବେ ?
ଉତ୍ତର- ଏକକ, ଦଶକ, ଶତକ, ହଜାର…. ଏହି ଭଳି ଭାବରେ ଆପଣ ଏହାକୁ ଅତି ସହଜରେ ଲେଖିପାରିବେ ।