
IAS -ପରୀକ୍ଷାରେ ଝିଅକୁ ପଚାରାଗଲା ! ଝିଅ ମାନଙ୍କର କେଉଁ ଜିନିଷ ଗାଧୋଇବା ପରେ ବି ଓଦା ହୋଇନଥାଏ ?
ବନ୍ଧୁଗଣ ଆଜି ର ଏହି ଜ୍ଞାନ ଜଗତରେ ଆମକୁ ପ୍ରଥମେ ଜ୍ଞାନ ର ଆବଶ୍ୟକତା ରହିଛି l ଜ୍ଞାନ ବିନା ଆମର କୌଣସି କାର୍ଯ୍ୟ କରି ପାରିବା ନାହିଁ l ଆମେ ବିଭିନ୍ନ ବିଷୟରେ ପାଠ ପଢ଼ିଛେ ତା ଭିତରୁ ଓଡ଼ିଆ ଏକ ବିଷୟ ଯାହା ଆମକୁପଢିବା ଆଉ ବୁଝିବାକୁ ପଢିବା କୁ ବହୁତ ସହଜ ଲାଗେ ଏବଂ ବହୁତ କିଛି ଶିକ୍ଷା ଦିଏ ଯେପରିକି ଗଦ୍ୟ, ପଦ୍ୟ, ଗଳ୍ପ, ଏମିତି ବହୁତ କିଛି ତାଙ୍କ ଭିତରୁ ଢଗ ଢମାଳି ଅନ୍ୟତମ l ଏହାକୁ ବୁଝିବା ବହୁତ ସହଜ ହୋଇଥାଏ l ଢଗ ଢମାଳି ଆମର ଏକ ପୁରୁଣା କାଳ ରୁ ରହିଆସିଛି l ଏହା କୁ କହିବା କୁ ଆଉ ଶୁଣିବାକୁ ବହୁତ ଭଲ ଲାଗିଥାଏ l
ଏହା ଦ୍ୱାରା ଆମ କଥା ର ଭାବାନ୍ତର ସୃଷ୍ଟି ହୋଇଥାଏ l ତେବେ ବନ୍ଧୁଗଣ ଆମେ କେତେ ଗୁଡିକ ଢଗ ଢମାଳି ର ପ୍ରଶ୍ନ ର ଉତ୍ତର ଆପଣ ମାନଙ୍କୁ କହି ରଖୁଛୁ ଯାହା ଆପଣମାନଙ୍କୁ ନିଶ୍ଚୟ ଶୁଣିବାକୁ ଭଲ ଲାଗିବ ଓ ଆପଣ କିଛି ନୂଆ ଜ୍ଞାନ ର ଅଧୟନ କରି ପାରିବେ ତେବେ ଚାଲ ବନ୍ଧୁଗଣ କିଛି ଢଗ ଢମାଳି ର ପ୍ରଶ୍ନ ର ଉତ୍ତର ଜାଣିବା ଯାହା ଆପଣ ଆଗରୁ ଜାଣି ନଥିବେ….
1:- ସରଗରୁ ଆସିଲା ଟୋକାଟିଏ ତା ମୁଣ୍ଡରେ ଟୋପିଟିଏ ଉତ୍ତର କଣ ?
ଉତ୍ତର :- ତାଳ l
2:-ଚାରିଟି ଅକ୍ଷରେ ନାମ ମୋହର ଚାରିଟି ଅକ୍ଷରେ ହର୍ଷଇ କାର କହିଲ ଦେଖି ନାମ କଣ ?
ଉତ୍ତର:- ଝିଟିପିଟି l
3:-ଗୋଟିଏ ଘର ବାର ଦୁଆର ତିନି ଲୋକ ଚଳପ୍ରଚଳ l
ଉତ୍ତର:- ଘଣ୍ଟା l
4:-ଝିଅ ମାନଙ୍କର କେଉଁ ଜିନିଷ ଗାଧୋଇବା ପରେ ବି ଓଦା ହୋଇନଥାଏ ?
ଉତ୍ତର – ଛାଇ
5:- ଦେଖିବାକୁ ଗୋଲ କିନ୍ତୁ ବଲ ନୁହଁ ଲାଞ୍ଜ ଅଛି କିନ୍ତୁ ପଶୁ ନୁହଁ, ଲାଞ୍ଜ ଧରି ତାର ଖେଳନ୍ତି ସମସ୍ତେ ତଥାପି କାନ୍ଦେନି ସିଏ l
ଉତ୍ତର :- ବେଲୁନ l
6:- କେଉଁ ଜିନିଷ ପ୍ରଥମ ଦୁଇ ଥର ମାଗଣାରେ ମିଳେ କିନ୍ତୁ ତୃତୀୟ ଥର ପଇସା ରେ ମିଳେ l
ଉତ୍ତର :- ଦାନ୍ତ l
7:-ଗୋଟିଏ ଫଳ ରେ ଅନେକ କଣ୍ଟା ପାଚିଲା ଖାଇଲେ ହାତରେ ଅଠା l
ଉତ୍ତର:- ପଣସ
9:- ବଣ ରୁ ଆସିଲା କୁତ୍ତି ଖାଇବାରେ ଦେଲା ମୁତି l
ଉତ୍ତର :- ଲେମ୍ବୁ l
10:- ତିନି ଅକ୍ଷର ରେ ମୋହର ନାମ ପ୍ରଥମ କାଟିଲେ ରାମ ଦ୍ୱିତୀୟ କାଟିଲେ ଫଳ ର ନାମ ଏହାର ଉତ୍ତର କଣ ?
ଉତ୍ତର :- ଆରାମ l
11:- ଗୋଟିଏ ଶବ୍ଦ ରେ ଉତ୍ତର ଦିଅ ଗୋଟିଏ ଫଳ ର ନାମ ଗୋଟିଏ ଝିଅ ର ନାମ ଗୋଟିଏ ରଙ୍ଗ ର ନାମ l
ଉତ୍ତର :- କମଳା l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।