ସବୁ ସମୟ ଖବର ସାଥିରେ

IAS Interview: ପୁଅ ମାନେ କଣ ଧଳା ଧଳା ବାହାର କରନ୍ତି ଆଉ ଝିଅ ମାନେ ତାକୁ ପିଇ ଦିଅନ୍ତି |

0 216

ଆଜି କାଲି ତ ଆପଣ ଜାଣିଛନ୍ତି ଚାକିରୀ ପାଇବା ଯେ କେତେ କଷ୍ଟକର ହୋଇ ପଡ଼ିଲାଣି | କାରଣ ଏବେ କମ୍ପେଟେଟିଭ ପରୀକ୍ଷା ହଜାର ହଜାର ପିଲା ଦେଉଛନ୍ତି ଆଉ ସେମାନଙ୍କ ମଧ୍ୟରୁ ଯିଏ ଭଲ କରୁଛି ସେ ପାଇ ଯାଉଛନ୍ତି | ଟିକିଏ ସାଧାରଣ ଜ୍ଞାନ ଯଦି ଆମ ମୁଣ୍ଡ ରେ ନଥିବ ତେବେ ଏକ ସାମାନ୍ୟ ଚାକିରୀ ପାଇବା ବି କଷ୍ଟକର ହୋଇ ପଡ଼ିବ | ଏଣ୍ଟ୍ରାନ୍ସ ରେ କିଛି ଏଭଳି ସାଧାରଣ ଜ୍ଞାନ ପଡ଼ି ଥାଏ ଯାହାକୁ ଆମେ ଉତ୍ତର ଦେଇ ପାରି ନଥାଉ ଆଉ ପରୀକ୍ଷା ରେ ଉତୀର୍ଣ୍ଣ ହୋଇ ପାରି ନଥାଉ |

ସେହି ପ୍ରଶ୍ନ କିଛି ଏଭଳି ପ୍ରଶ୍ନ ଥାଏ ଯାହାର ଉତ୍ତର ନେଗେଟିଭ ଚିନ୍ତାଧାରା ଆସି ଥାଏ, କିନ୍ତୁ ଆମେ ଯଦି ଟିକେ ମୁଣ୍ଡ ଖଟାଇବା ତେବେ ତାହାର ଉତ୍ତର ଦେଇ ପାରିବା | ଆଜି ସେଭଳି କିଛି ପ୍ରଶ୍ନ ର ଉତ୍ତର ସମ୍ପର୍କ ରେ ଆଲୋଚନା କରିବା ଯାହା ଆଗକୁ ଆପଣଙ୍କର ନିହାତି ଭାବେ କାମ ଆସିବ |

 

1. ଆମ ଭାରତ ରେ ପ୍ରଥମେ ସୂର୍ଯ୍ୟ ଉଦୟ କେଉଁ ଠାରେ ହୋଇ ଥାଏ ?

ଉତ୍ତର :- ଅରୁଣାଚଳ ପ୍ରଦେଶ

2. ଆମ ଭାରତ ରେ ସବୁଠାରୁ ଅଧିକ କେଉଁ ବ୍ୟକ୍ତି ଙ୍କର ଫଟୋ ଛପା ହୋଇ ଥାଏ ?
ଉତ୍ତର :- ମହାତ୍ମା ଗାନ୍ଧୀ

3. ଏହା ଏକ କେଉଁ ଜିନିଷ ଯାହା ଗରିବ ଲୋକ ଙ୍କ ପାଖରେ ଥାଏ କିନ୍ତୁ ଧନୀ ଲୋକ ଙ୍କ ନିକଟରେ ନଥାଏ ?
ଉତ୍ତର :- ଗରିବୀ

4. କେଉଁ ଦେଶ ରେ ନିଆଁ ବର୍ଷୁ ଥିବା ଗଛ ଦେଖିବାକୁ ମିଳେ ?
ଉତ୍ତର :- ମାଲେସିଆ

5. ଏହା କଣ ଅଟେ ଯାହାର ଓଜନ ନଥାଏ, କିନ୍ତୁ ହେଲେ ବି ଏହାକୁ ଅଧିକ ସମୟ ପର୍ଯ୍ୟନ୍ତ ଧରି ରଖିଲେ ଛାଡିବାକୁ ହିଁ ପଡ଼ି ଥାଏ ?
ଉତ୍ତର :- ନିଶ୍ୱାସ

6. ବୁଢା ବଳଙ୍ଗ ନଦୀ ର ଉତ୍ପତି ସ୍ଥଳର ନାମ କଣ ?
ଉତ୍ତର :- ଶିମିଳିପାଳ

7. ଏହା କଣ ଯାହା ବୁଡି ଗଲେ ମଧ୍ୟ ତାକୁ କେହି ଅଟକାଇବାକୁ ଯାଆନ୍ତି ନାହିଁ ?
ଉତ୍ତର :- ସୂର୍ଯ୍ୟ

8. ଝିଅ ମାନଙ୍କର ଏହା କେଉଁ ଜିନିଷ ଅଟେ ଯାହାକୁ ଚିପିଲେ ତାହା ବଡ଼ ହୋଇ ଥାଏ ?
ଉତ୍ତର :- ଝିଅ ମାନଙ୍କର ଏପରି କୌଣସି ଜିନିଷ ନାହିଁ

9. ଏହା ଭାରତ ର କେଉଁ ସ୍ଥାନ ର ଗ୍ରାମ ଅଟେ ଯେଉଁଠି କାହା ଘରେ ମଧ୍ୟ କବାଟ ନଥାଏ ?
ଉତ୍ତର :- ଶନି ସିଙ୍ଗାପୁର

10. ପୁଅ ମାନେ କଣ ଧଳା ଧଳା ବାହାର କରନ୍ତି ଆଉ ଝିଅ ମାନେ ତାକୁ ପିଇ ଦିଅନ୍ତି ?
ଉତ୍ତର :- ଛାତ୍ରୀ ଜଣଙ୍କ ଉତ୍ତର ଦେଇ କହିଲେ ଯେ, ଏହା ଲୁହ ଅଟେ କାରଣ ଏହା ଧଳା ଧଳା ହୋଇ ଥାଏ | ଯାହାକୁ ପୁଅ ମାନେ କେବଳ ଆଖି ରୁ ବାହାର କରି ଥାଆନ୍ତି, କିନ୍ତୁ ଝିଅ ମାନେ ସେହି ଲୁହ କୁ ପିଇ ଯାଆନ୍ତି କାରଣ ସେମାନେ ସବୁ ଯନ୍ତ୍ରଣା କଷ୍ଟ କୁ ଲୁଚାଇ ରଖନ୍ତି |