
ias interview – ଚଉଠି ତାରିରେ କେଉଁ ଜିନିଷ ସ୍ତ୍ରୀ ଜମା ଖୋଲେ ନାହିଁ ,ଯାହାର ଉତର ଦେବାରେ ୯୯% ଲୋକ ଫେଲ ମାରିଛନ୍ତି ,ସାହସ ଅଛି ତା ଉତର ଦିଅ ?
ଏଇ ବର୍ଷ ଗୋଟେ ପ୍ରଶ୍ନ ପଡି ଥିଲା IAS ରେ । ଯାହା ପାଇଁ ବହୁତ ପିଲା ପରୀକ୍ଷା ରେ ଫେଲ ହୋଇ ଯାଇ ଥିଲେ । ସ୍ତ୍ରୀ ସ୍ୱାମୀ ର କେଉଁ ଜିନିଷ ଟି ଧରେ ନାହିଁ । ତେବେ ଆପଣ ମାନେ ଜାଣି ଥିବେ ପ୍ରତେକ କଥା ରେ ଦୁଇଟି ମିନିଂ ରହିଛି । ଗୋଟେ ହେଉଛି ନେଗେଟିଭି ଉତ୍ତର ଆଉ ଗୋଟେ ହେଉଛି ପୋଜେଟିଭି ଉତ୍ତର । ତେଣୁ ଆମେ ସବୁ ବେଳେ ପୋଜେଟିଭି ଉତ୍ତର ଟି କହିବା ନିହାତି ଆବଶ୍ୟକ ।
କାରଣ ଆମକୁ ପରୀକ୍ଷାର୍ଥୀ ସବୁ ବେଳେ ବୁଦ୍ଧି ମାନ ସହାର୍ଯ୍ୟରେ ପକେଇ ଥାଆନ୍ତି । ତେବେ ଆଜିର ପ୍ରଶ୍ନ ବିଷୟରେ ଆମେ କହିବା ପାଇଁ ଯାଉଛୁ , ତାହା ଆପଣ ସେହି ପ୍ରଶ୍ନ କେବେ ହେଲେ ଶୁଣି ନ ଥିବେ। ତେବେ ଏହାର ଉତ୍ତର ଅଛି ଗୋଟେ ନେଗେଟିଭି ଯାହା ଆପଣ ମାନେ ଜାଣି ଛନ୍ତି । ତେବେ ଏହି ଭଳି ପ୍ରଶ୍ନ ବହୁତ ଅଛି । ଏହି ପ୍ରଶ୍ନ ଗୁଡିକ ବହୁତ ଥର IAS ରେ ଆସି ସାରିଛି । ତେବେ ବ ଆସନ୍ତୁ ସେହି ପ୍ରଶ୍ନ ବିଷୟରେ କିଛି ଜାଣିବା ।
1, ଏମିତି କେଉଁ ଜିନିଷ ଅଛି ଯାହା କେବଳ ବଢି ଥାଏ କେବେ କମି ନ ଥାଏ ।
ଉ, ଏହାର ଉତ୍ତର ଟି ହେଉଛି ବୟସ । ବୟସ କେବେ କମି ନ ଥାଏ ।
2,ନିଜ ସ୍ଵମି ର କେଉଁ ଜିନିଷ ଟି ସ୍ତ୍ରୀ କେବେ ହେଲେ ଧରି ନ ଥାଏ ।
ଉ, ଉତ୍ତର ଟି ହେଉଛି , ସ୍ୱାମୀ ର ନାମ ।
3, ଏକ ଏମିତି ଜିନିଷ ଅଛି ଯାହା ଦିନ ରାତି ସବୁ ସମୟ ରେ ଚାଲି ଥାଏ ।
ଉ,ଝରଣା ଦିନ ରାତି ଚାଲି ଥାଏ ।
4, ସିଏ କିଏ ମୁଣ୍ଡ ନାହିଁ କିନ୍ତୁ କ୍ୟାପ ପିନ୍ଧି ଥାଏ ।
ଉ, ଏହାର ଉତ୍ତର ଟି ହେଉଛି ବୋତଲ ।5, ମୁଁ ଜଣେ ମଣିଷ କୁ ଦୁଇ ଜଣ ମଣିଷ କରି ଦେଇ ଥାଏ ।
ଉ, ଏହାର ଉତ୍ତର ହେଉଛି ଆଇନ , ଆଇନ ଜଣେ ମଣିଷ କୁ ଦୁଇ ଜଣ କରି ଥାଏ ।
6, ମୁଁ ମରେ ବା କଟି ଯାଏ ଆପଣ କାହିଁକି କାନ୍ଦ ।
ଉ, ଏହାର ଉତ୍ତର ପିଆଜ
7, ଲାଲ ଘଡା ଅଟକି ଯାଏ , ଆଉ କଳା ଘଡା ଦୌଡ଼ି ଯାଏ ।
ଉ, ଏହାର ଉତ୍ତର ହେଉଛି ନିଆଁ ଓ ଧୂଆଁ ।
8, ସବୁ ଠାରୁ ବିଷାକ୍ତ ସାପ କିଏ ।
ଉ, କିଙ୍ଗ କୋବ୍ରା ।
9, କେଉଁ ଯିବ ଆଖି ଓ କାନ ପଟେ ନିଶ୍ୱାସ ପ୍ରଶ୍ୱାସ ନେଇ ଥାଏ ।
ଏହାର ଉତ୍ତର ଟି ହେଉଛି ହରିଣ ।
10, ଆଜିର ଶେଷ ପ୍ରଶ୍ନ , କେଉଁ ମାଛ ମୁଣ୍ଡରେ ପାକସ୍ଥଳୀ ରହି ଥାଏ ।
ଉ , ଏହି ପ୍ରଶ୍ନ ଟି IAS ରେ ଆସି ଥିଲା , ଏହାର ଉତ୍ତର ହେଉଛି , ଚିଙ୍ଗୁଡ଼ି ମୁଣ୍ଡରେ ପାକସ୍ଥଳୀ ରହି ଥାଏ ।
11,ଚଉଠି ତାରିରେ କେଉଁ ଜିନିଷ ସ୍ତ୍ରୀ ଜମା ଖୋଲେ ନାହିଁ ?
ଉ ,ମଙ୍ଗଳ ସୂତ୍ର
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।