ସବୁ ସମୟ ଖବର ସାଥିରେ

ias interview – ଚଉଠି ରାତିରେ କେଉଁ ଜିନିଷ ସ୍ତ୍ରୀ ଜମା ଖୋଲେ ନାହିଁ ,ଯାହାର ଉତର ଦେବାରେ ୯୯% ଲୋକ ଫେଲ ମାରିଛନ୍ତି ,ସାହସ ଅଛି ତା ଉତର ଦିଅ ?

0 142

ଆଜିର ସବୁ ଠାରୁ ବଡ଼ ପ୍ରଶ୍ନ , ବାହା ଘର ପରେ ଝିଅ ମାନଙ୍କ ର କେଉଁ ଜିନିଷ ଛୋଟ ହୋଇ ଯାଇ ଥାଏ । ଆଜିର ଦୁନିଆ ରେ ସମାଜ ଯେତେ ଆଗକୁ ଯାଉଛି ଜନ ସଧାରଣ ସେତେ ଆଗକୁ ଯାଉଛି । ଆପଣ ମାନେ ଚିନ୍ତା କରନ୍ତୁ , ଆଗରୁ ଲୋକ ମାନେ ପାଠ ପଢୁ ନ ଥିଲେ , କିନ୍ତୁ ଏବେକାର ଲୋକ ମାନେ ବହୁତ ପାଠ ପଢୁ ଛନ୍ତି । ଆଗରୁ ଲୋକ ମାନେ ତୃତୀୟ ଫେଲ ହେଇ ଯାଉ ଥିଲେ କିନ୍ତୁ ଚାକିରୀ ଟିଏ କରୁ ଥିଲେ । କିନ୍ତୁ ଏବେ ଲୋକ ବହୁତ ପାଠ ପଢୁ ଛନ୍ତି କିନ୍ତୁ ସେମାନେ ଚାକିରୀ ପାଉ ନାହାନ୍ତି ।

ଆଗ କାଳରେ ଲୋକ ମାନେ ବିବାହ ପାଇଁ ଅତି ସହଜ ରେ ଝିଅ ପାଇ ଯାଉ ଥିଲେ । ସେଥି ପାଇଁ ସେମାନେ ଚାକିରୀ କରିବା ପାଇଁ ପସନ୍ଦ କରୁ ନ ଥିଲେ । କିନ୍ତୁ ଏବେ ଚାକିରୀ କରି ଥିଲେ ଝିଅ ମିଳୁ ଛନ୍ତି । ସେଥି ପାଇଁ ଝିଅ ଆଜି କାଲି ଯୁଗରେ ଟୋକା ଝିଅ ପାଇଁ ଚାକିରୀ କରିବା ପାଇଁ ଯାଉ ଛନ୍ତି । ସେଥି ପାଇଁ ଆପଣ ମାନକୁ କିଛି ଏମିତି ପ୍ରଶ୍ନ ବିଷୟରେ ଜାଣିବା ପାଇଁ ପଡିବ ଯେଉଁ ପ୍ରଶ୍ନ ପରୀକ୍ଷା ରେ ପଡିବ ।
1, କେଉଁ ଗଛ ରେ ଫୁଲ ହୁଏ ନାହିଁ ।
ଉ, ପଣସ ଗଛ ରେ ଫୁଲ ହୁଏ ନାହିଁ ।

2, ଜୀବନ କାଳ ମଧ୍ୟ ରେ ଗୋଟିଏ ଥର ଫୋଳ ହେଉ ଥିବା ଗଛ କିଏ ।
ଉ, ଏହାର ଉତ୍ତର ହେଉଛି କଦଳୀ ଗଛ ।

3, କେଉଁ ଯିବ ଜିଭ ରେ ଚାଟି ଚାଟି ଖାଇ ଥାଏ ।
ଉ, କୁରୁର ଜିଭ ରେ ଚାଟି ଚାଟି ଖାଇ ଥାଏ ।

 4, କେଉଁ ଗଛ ଏକ ବର୍ଷ ରୁ ଅଧିକ ଦିନ ବଂଚି ନ ଥାଏ ।

ଉ, କାକୁଡି ଗଛ ଏକ ବର୍ଷ ରୁ ଅଧିକ ବର୍ଷ ବଂଚି ନ ଥାଏ ।

5, ଦୃବଳ କାଣ୍ଡ ଯୁକ୍ତ ଉଦ୍ଭିଦ କୁ କଣ କୁହା ଯାଇ ଥାଏ ।
ଉ , ଉତ୍ତର ଟି ହେଉଛି ଲତା ।

6, କେଉଁ ଜୀବ ର ଗୋଟିଏ ସିଙ୍ଘ ରହି ଥାଏ ।
ଉ, ଉତ୍ତର ଟି ହେଉଛି ଗଣ୍ଡା ।

7, ଉଭୟ ଜଳ ଓ ସ୍ଥଳ ରେ ବାସ କରୁ ଥିବା ପ୍ରାଣୀ କିଏ ।
ଉ , ବେଙ୍ଗ ।

8, କେଉଁ ଯିବ ଟିର ଚଳନ ଶକ୍ତି ନାହିଁ ।
ଉ, ଉଦ୍ଭିଦ ।

9, ସୁରଟ କଣ ପାଇଁ ପ୍ରସିଦ୍ଧ ଅଟେ ।
ଉ, ଲୁଗା କଳ ପାଇଁ ପ୍ରସିଦ୍ଧ ଅଟେ ।

10,ଚଉଠି ରାତିରେ କେଉଁ ଜିନିଷ ସ୍ତ୍ରୀ ଜମା ଖୋଲେ ନାହିଁ

ଉ,ମଙ୍ଗଳ ସୂତ୍ର

10, ବିବାହ ପରେ ଝିଅ ମାନଙ୍କ ର କେଉଁ ଜିନିଷ ଟି ଛୋଟ ହୋଇ ଯାଇ ଥାଏ ।
ଏହି ପ୍ରଶ୍ନ ଟି ଗତ ବର୍ଷ IAS ରେ ପଚରା ଯାଇ ଥିଲା । ଏହାର ଉତ୍ତର ବହୁତ ପିଲା ଦେଇ ପାରି ନ ଥିଲେ , ଏହାର ଉତ୍ତର ଝିଅ ମାନଙ୍କର ଆଶା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।