
IAS ପ୍ରଶ୍ନ – ଝିଅ ମାନଙ୍କର କେଉଁ ଜିନିଷ ଗାଧୋଇବାବେଳ ଛୋଟ ହୋଇଯାଏ ? ଯାହାର ଉତ୍ତର 99 ପ୍ରତିଶତ ଲୋକ ଜାଣି ନାହାନ୍ତି , ସାହାସ ଅଛି ତ ଉତ୍ତର ଦିଅ
ଆଜିର ସମୟରେ ପ୍ରତ୍ୟେକ ପିଲା ନିଜର ଶିକ୍ଷା କ୍ୟାରିଅରକୁ ମଜବୁତ କରିବା ପାଇଁ ସାଧାରଣ ଜ୍ଞାନ ଜାଣିବା ଅତ୍ୟନ୍ତ ଜରୁରୀ ହୋଇଥାଏ । କାହିଁକି ନା ଆଜିର ସମୟରେ ପ୍ରତ୍ୟେକ କମ୍ପିଟେଟିଭ ପରିକ୍ଷାରେ ଉତ୍ତିନ୍ନ ହେବା ପାଇଁ ସାଧାରଣ ଜ୍ଞାନ ଜାଣିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଆମର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସାହାର୍ଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା କେତେକ ସାଧାରଣ ଜ୍ଞାନ ସମ୍ୱନ୍ଧୀୟ ପ୍ରଶ୍ନ ସହ ଉତ୍ତର ସମ୍ପର୍କରେ ।
1 ବଦ୍ରିନାଥ ଧାମ କେଉଁ ନଦୀ କୂଳରେ ଅବସ୍ଥିତ ?
ଉତ୍ତର – ଅଳକାନନ୍ଦା ।
2 ହରିଦ୍ୱାର କେଉଁ ନଦୀ କୂଳରେ ଅବସ୍ଥିତ ?
ଉତ୍ତର – ଗଙ୍ଗା ।
3 ବାରଣାସୀ କେଉଁ ନଦୀ କୂଳରେ ଅବସ୍ଥିତ ?
ଉତ୍ତର – ଗଙ୍ଗା ।
4 ନାସିକ କେଉଁ ନଦୀ କୂଳରେ ଅବସ୍ଥିତ ?
ଉତ୍ତର – ଗୋଦାବରୀ ।
5 ଜାପାନର ଜାତୀୟ ଖେଳର ନାମ କଣ ?
ଉତ୍ତର – ସୁମୋ ।
6 ଇଂରେଜ ମାନେ କେବେ ଓଡିଶାକୁ ଶାସନ କଲେ ?
ଉତ୍ତର – 14 ଅକ୍ଟୋବର 1803 ।
7 ଓଡିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ କେବେଗଠନ ହେଲା ?
ଉତ୍ତର – 1936 ମସିହା ।
8 ଓଡିଶାରେ କେବେ ଉତ୍କଳ ଦିବସ ପାଳନ ହୁଏ ?
ଉତ୍ତର – 1 ଏପ୍ରିଲ ।
9 ଓଡିଶାର ପ୍ରଧାନ ଭାଷା କଣ ଅଟେ ?
ଉତ୍ତର – ଓଡିଆ ।
10 ଓଡିଶାର ପୂର୍ବ ଦିଗରେ କଣ ରହିଛି ?
ଉତ୍ତର – ବଙ୍ଗୋପ ସାଗର ।
11 ଓଡିଶାର ପଶ୍ଚିମ ଦିଗରେ କଣ ରହିଛି ?
ଉତ୍ତର – ଛତିଶଗଡ ।
12 ଓଡିଶାର ଦକ୍ଷିଣ ଦିଗରେ କଣ ରହିଛି ?
ଉତ୍ତର – ଆନ୍ଧ୍ର ପ୍ରଦେଶ ।
13 ଓଡିଶାର ଉତ୍ତର ଦିଗରେ କଣ ରହିଛି ?
ଉତ୍ତର – ୱେଷ୍ଟ ବେଙ୍ଗଲ ଏବଂ ଝାଡଖଣ୍ଡ ରାଜ୍ୟ ।
14 ଭାରତର ସମ୍ୱିଧାନର ପିତା କାହାକୁ କୁହାଯାଏ ?
ଉତ୍ତର – ଡ. ଭୀମ ରାଓ ଆମ୍ୱେଦକର ।
15 ଆମ ଦେଶରେ ପ୍ରଥମେ କେବେ ସାଧାରଣ ନିର୍ବାଚନ ହୋଇଥିଲା ?
ଉତ୍ତର – 1952 ମସିହା ।
16 ଆମ ଦେଶରେ ପ୍ରଥମେ କେବେ ଭୋଟ କାଳି ବ୍ୟବହାର କରାଗଲା ?
ଉତ୍ତର – 1962 ମସିହା ।
17 ଭାରତର ସମ୍ୱିଧାନ କେବେ କାର୍ଯ୍ୟକାରୀ ହୋଇଥିଲା ?
ଉତ୍ତର – 26 ଜାନୁଆରୀ 1950 ମସିହା ।
18 କେଉଁ ସମ୍ୱିଧାନ ଲସଂଶୋଧନରେ ଭୋଟ ଦେବା ବୟସ 21 ରୁ 18 ହେଲା ?
ଉତ୍ତର – ଧାରା 61 ।
19 କେବେ ଠାରୁ ଏହି 18 ବର୍ଷ ବୟସ୍କ ବ୍ୟକ୍ତିମାନେ ଭୋଟ ଦେବା ଆରମ୍ଭ କଲେ ?
ଉତ୍ତର – 1989 ମସିହା ।
20 ଝିଅ ମାନଙ୍କର କେଉଁ ଜିନିଷ ଗାଧୋଇବାବେଳ ଛୋଟ ହୋଇଯାଏ ?
ଉତ୍ତର – ସାବୁନ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।